fbpx
Browsing Category

ଦେଶ

ଏନକାଉଣ୍ଟରେ ଟଳିଲେ ୨ ଆତଙ୍କବାଦୀ

ଶ୍ରୀନଗର,୧୨ ।୧: ଜମ୍ମୁ-କାଶ୍ମୀର ପୁଲୱାମା ଜିଲ୍ଲାର ତ୍ରାଲ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ତେବେ…

ସିଏଏକୁ ନେଇ ମୋଦିଙ୍କ ବୟାନ

ନୂଆଦିଲ୍ଲୀ,୧୨ ।୧: କୋଲକୋତା ଗସ୍ତର ଦ୍ୱିତୀୟ ଦିନରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବେଲୁର ମଠରେ ଯୁଗବର୍ଗଙ୍କୁ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେ, ଭାରତୀୟ…

ସଂସଦ ଚାହିଁଲେ ପିଓକେରେ କାର୍ଯ୍ୟାନୁଷ୍ଠାନ ହେବ: ସେନାମୁଖ୍ୟ

ନୂଆଦିଲ୍ଲୀ,୧୧ ।୧: ପାକିସ୍ତାନ ନିୟନ୍ତ୍ରିତ କାଶ୍ମୀର ବା ପିଓକେକୁ ନେଇ ଆଜି ବଡ ବୟାନ ଦେଇଛନ୍ତି ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ । ସେନାମୁଖ୍ୟ କହିଛନ୍ତି ଯେ, ସମ୍ପୂର୍ଣ୍ଣ କାଶ୍ମୀର ଭାରତର ଅଂଶ । ସଂସଦ…

ନିର୍ଭୟା ମାମଲା, ୧୪ରେ ହେବ କ୍ୟୁରେଟିଭ ପିଟିସନର ଶୁଣାଣି

ନୂଆଦିଲ୍ଲୀ, ୧୧ା୧: ନିର୍ଭୟା ମାମଲାରେ ଦାଖଲ ହୋଇଥିବା କ୍ୟୁରେଟିଭ ପିଟିସନର ଆସନ୍ତା ୧୪ ଶୁଣାଣି ହେବ । ଡ଼େଥ ୱାରେଣ୍ଟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଦୋଷୀ ବିନୟ କୁମାର । ଏନେଇ ସେ କ୍ୟୁରେଟିଭ ପିଟିସନ…

ୟୁକ୍ରେନର ବିମାନ ଉପରେ ଆକ୍ରମଣକୁ ସ୍ୱୀକାର କଲା ଇରାନ

ୟୁକ୍ରେନ, ୧୧ା୧: ୟୁକ୍ରେନର ବିମାନ ଉପରେ ଆକ୍ରମଣକୁ ଆଜି ସ୍ୱୀକାର କରିଛି ଇରାନ । ଭୁଲରେ ବିମାନକୁ କ୍ଷେପାଣସ୍ତ୍ର ମାରି ଖସାଇଥିବା ସ୍ୱୀକାର କରିଛି ଇରାନ । ଆମେରିକାର ଆକ୍ରମଣ ଯୋଗୁଁ ଭୁଲରେ ଏପରି ହୋଇଥିବା କହିଛି…

ମର୍ମନ୍ତୁଦ ଦୁର୍ଘଟଣାରେ ୨୦ମୃତ, ପରିଜନଙ୍କ ପ୍ରତି ଶୋକ ପ୍ରକାଶ କଲେ ଯୋଗୀ ଆଦିତ୍ୟନାଥ

କନୌଜ, ୧୧ା୧: ଉତ୍ତର ପ୍ରଦେଶର କନୌଜଠାରେ ଗତକାଲି ଏକ ସ୍ଲିପର କୋଚ ବସ ସହ ଟ୍ରକ ମୁହାଁମୁହିଁ ହୋଇଥିଲା । ଯାହାଫଳରେ ବସଟିରେ ନିଆଁ ଲାଗି ଯାଇଥିଲା । ବସ ଭିତରେ ଥିବା ୭୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ଜୀବନ୍ତ ଦଗ୍ଧ…

ସରକାରୀ ଭାବେ ଲାଗୁ ହେଲା ନାଗରିକତା ସଂଶୋଧନ ଆଇନ

ନୂଆଦିଲ୍ଲୀ, ୧୦ା୧: ଆଜିଠୁ ସରକାରୀ ଭାବେ ସାରା ଦେଶରେ ଲାଗୁ ହେଲା ନାଗରିକତା ସଂଶୋଧନ ଆଇନ । ଗେଜେଟ ଅଫ୍ ଇଣ୍ଡିଆରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଅଧି ସୂଚନା ଜାରି ହୋଇଛି । ସିଏଏ ନେଇ ଦେଶରେ କେତେକ ସ୍ଥାନରେ ବିରୋଧ…

ବଳତ୍କାରୀ ବାପାକୁ ମିଳିଲା ଫାଶୀଦଣ୍ଡ

ଗୁଜୁରାଟ,୧୦ ।୧: କାମନା ଆଗରେ ନିଜ ଝିଅକୁ ବଳି ପକାଇଲା ପିତା । ଏନେଇ ଗୁଜୁରାଟର ସୁରତରେ ଓଡିଆ ବ୍ୟକ୍ତିକୁ ମିଳିଲା ଫାଶୀଦଣ୍ଡ । ଓଡିଆ ବ୍ୟକ୍ତି ଟୁକୁନା ଓରଫ ବୁଧିଆ ଦାସକୁ ଫାଶୀଦଣ୍ଡ ଶୁଣାଇଲେ ସୁରତ ଜିଲ୍ଲା କୋର୍ଟ ।…