fbpx
Browsing Category

ଦେଶ

ନୂଆଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆପ ଆଣିଲା ଗ୍ୟାରେଣ୍ଟି କାର୍ଡ଼

ନୂଆଦିଲ୍ଲୀ, ୧୯ା୧: ନୂଆଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆପ୍ ଆଣିଛି ଗ୍ୟାରେଣ୍ଟିକାର୍ଡ଼ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ୧୦ଟି ନିର୍ଭର ପ୍ରତିଶୃତି ଦେଇଛନ୍ତି । ସେ କହିଛନ୍ତି ସବୁ ଘରକୁ ୨୪ଘଣ୍ଟା ଯାକ…

ହଷ୍ଟେଲରେ ମୃତଶିଶୁକୁ ଜନ୍ମଦେଲା ୧୭ ବର୍ଷର ଛାତ୍ରୀ, ୱାର୍ଡେନ ନିଲମ୍ବିତ

ଦନ୍ତେୱାଡା,୧୯ ।୧: ଛତିଶଗଡର ଦନ୍ତେୱାଡାରେ ଜଣେ ୧୭ ବର୍ଷିୟା ଛାତ୍ରୀ ହଷ୍ଟେଲରେ ମୃତ ଶିଶୁକୁ ଜନ୍ମ ଦେବା ଘଟଣା ସାମ୍ନାକୁ ଆସିଛି । ଘଟଣାର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି । ଖବର ମୁତାବକ,…

ବୋଲିଂ କରିବ ଭାରତ

ବେଙ୍ଗାଲୁରୁ, ୧୯ା୧: ବେଙ୍ଗାଲୁରୁରେ ଆଜି ଭାରତ-ଅଷ୍ଟ୍ରେଲିଆ ନିର୍ଣ୍ଣାୟକ ମ୍ୟାଚ ଖେଳାଯିବ । ଟସ୍ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଛି । ତେଣୁ ବୋଲିଂ କରିବ ଭାରତ । ଏହାସହ ୩ଟିକିଆ ଦିନିକିଆ…

ଶିରିଡରେ ବିରୋଧ ପ୍ରଦର୍ଶନ ଆରମ୍ଭ, ଉଦ୍ଧବଙ୍କ ବୟାନକୁ ନେଇ ବିବାଦ

ମୁମ୍ବାଇ,୧୯ ।୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ ବୟାନକୁ ନେଇ ଆଜି ଶିରିଡରେ ବିରୋଧ ପ୍ରଦର୍ଶନ କରାଯାଉଛି । ରାସ୍ତାରେ ଶହଶହ ଲୋକ ପ୍ରତିବାଦ କରୁଥିବା ବେଳେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । କିନ୍ତୁ…

ଆସନ୍ତାକାଲି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ, ୧୯ା୧: ଜାନୁଆରି ୨୦ରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ହେବ । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାରୁ ଅଂଶଗ୍ରହଣ କରିବେ ୨୮ଜଣ ଛାତ୍ରଛାତ୍ରୀ ।…

ଆସନ୍ତା ୨୦ରେ ପୱନର SLP ଶୁଣାଣି

ନୂଆଦିଲ୍ଲୀ, ୧୮ା୧: ସୁପ୍ରିମକୋର୍ଟରେ ୨୦୧୨ ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ମାମଲା ହୋଇଥିଲା । ଦୋଷୀ ପୱନର ସ୍ୱତନ୍ତ୍ର ଲିଭ୍ ପିଟିସନ ଉପରେ ଶୁଣାଣି ଆସନ୍ତା ୨୦ରେ ହେବ ବୋଲି ସୂଚନା ମିଳିଛି । ଅପରାଧ ସମୟରେ ନିଜେ…