Browsing Category

ଦେଶ

ମାସ୍କ ନପିନ୍ଧି ଦେଇଛନ୍ତି ୩୬୮ କୋଟି: ଗୁଜରାଟ ଆଗୁୁଆ, ଓଡିଶାରୁ ଆଦାୟ ହୋଇଛି ଏତେ…

ନୂଆଦିଲ୍ଲୀ: ପ୍ରାୟ ଦୁଇ ବର୍ଷ ଧରି ଏହାର ପ୍ରକୋପ ଜାରି ରଖିଛି କରୋନା ଭାଇରସ । ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ । ଆଉ ଏହି କରୋନା ସହ ଲଢ଼େଇ ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । କିନ୍ତୁ ଆଶ୍ଚର୍ଯ୍ୟର…

ଦିଲ୍ଲୀ ଏୟାରପୋର୍ଟରେ ତଳେ ବସି RTPCR ଫର୍ମ ଭରୁଛନ୍ତି ଯାତ୍ରୀ, ଏହି ଅବ୍ୟବସ୍ଥାକୁ ନେଇ ଭଡ଼କିଲେ ରାଜାମୌଲୀ

ନୂଆଦିଲ୍ଲୀ: ବାହୁବଳୀର ନିର୍ଦ୍ଦେଶକ ଏସ.ଏସ୍. ରାଜାମୌଲୀ ଦିଲ୍ଲୀ ଏୟାରପୋର୍ଟ ଦେଖାଯାଉଥିବା କିଛି ଅବ୍ୟବସ୍ଥା ଉପରେ କ୍ରୋଧ ପ୍ରକାଶ କରିଛନ୍ତି । ଏନେଇ ସେ ଟୁଇଟ୍ କରି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ,…

ଜୁଲାଇ ୫ରୁ ଏହି ରାଜ୍ୟରେ ଖୋଲିବ ମଲ୍ଟିପ୍ଲେକ୍ସ, ସିନେମା ହଲ୍ ଓ ଜିମ୍

ଲକ୍ଷ୍ନୌ: କରୋନା ଭାଇରସ୍ ର ଦ୍ୱିତୀୟ ଲହରର ସଂକ୍ରମଣ କମିବା ପରେ ଏବେ ଅନଲକ୍ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଯୋଗୀ ସରକାର । ଏହି ପରିପ୍ରେକ୍ଷୀରେ ସରକାର ଏକ ବଡ ନିଷ୍ପତି ନେଇଛନ୍ତି । ଜୁଲାଇ ୫ ତାରିଖରୁ ୟୁପିରେ…

ନୂଆରୂପରେ ଫେରିଲା ପବ୍‌ଜୀ: ଜାଣନ୍ତୁ କେମିତି କରିବେ ଡାଉନଲୋଡ

ନୂଆଦିଲ୍ଲୀ: ଅପେକ୍ଷାର ଘଟିଛି ଅନ୍ତ, ନୂଆ ରୂପରେ ଫେରିଛି ପବ୍‌ଜୀ ମୋବାଇଲ । ବ୍ୟାଟେଲଗ୍ରାଉଣ୍ଡ ମୋବାଇଲ ଇଣ୍ଡିଆ ନାମରେ ପୁଣିଥିରେ ଭାରତରେ ଲଞ୍ଚ ହୋଇଛି । କିଛି ଦିନ ତଳେ ଏହି ଗେମର ବିଟା ଟେଷ୍ଟିଂ ଆରମ୍ଭ ହୋଇଥିଲା ।…

୨୮ତମ ଜନ୍ମଦିବସରେ ନିଜ ସ୍ତ୍ରୀକୁ ପୁଣି ବିବାହ କରିବେ ‘ମ୍ରିତକ’

ନୂଆଦିଲ୍ଲୀ: ନିଜକୁ ଜୀବିତ ବୋଲି ପ୍ରମାଣିତ କରିବା ପାଇଁ ସରକାରଙ୍କ ସହିତ ୧୮ ବର୍ଷ ଲଢେଇ କରିଥିବା ଲାଲ ବିହାରୀ ମ୍ରିତକ ପୁନର୍ବାର ଚର୍ଚ୍ଚାରେ ରହିଛନ୍ତି । ଲାଲ ବିହାରୀ ଦ୍ୱିତୀୟ ଥର ବିବାହକୁ ନେଇ ଚର୍ଚ୍ଚାରେ…

ଡେଲଟା ଭାରିଆଣ୍ଟକୁ ନଷ୍ଟ କରିଦେବ ଏହି ଭ୍ୟାକ୍ସିନର ଗୋଟିଏ ଡୋଜ୍

ନୂଆଦିଲ୍ଲୀ: ବର୍ତ୍ତମାନ କରୋନା ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । କରୋନାର ଡେଲଟା ଭାରିଆଣ୍ଟକୁ ନେଇ ଜନସାଧାରଣ ଏବେ ବେଶିମାତ୍ରାରେ ଭୟଭୀତ ଅବସ୍ଥାରେ ରହିଛନ୍ତି । କାରଣ କୋଭିଡର ଅନ୍ୟ ଭାରିଆଣ୍ଟ ତୁଳନାରେ…

ୟାମିଙ୍କୁ ଇଡିର ସମନ; ଜାଣନ୍ତୁ କାହିଁକି

ମୁମ୍ବାଇ: ପୁଣି ଥରେ ଚର୍ଚ୍ଚାରେ ବଲିଉଡ୍ ଅଭିନେତ୍ରୀ ୟାମୀ ଗୌତମ । ନିକଟରେ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ବିବାହ କରି ଚର୍ଚ୍ଚାରେ ଥିବା ୟାମୀଙ୍କୁ ଇଡି ପକ୍ଷରୁ ସମନ ଜାରି କରାଯାଇଛି । ବିଦେଶୀ ମୁଦ୍ରା ହେରଫେର…

୩ ଲସ୍କର ଆତଙ୍କୀଙ୍କୁ ନିପାତ କଲେ ଭାରତୀୟ ଯବାନ

ଶ୍ରୀନଗର: ଭାରତୀୟ ସେନାକୁ ମିଳିଛି ବଡ ସଫଳତା । ଶୁକ୍ରବାର ଭାରତୀୟ ସେନା ପକ୍ଷରୁ କରାଯାଇଥିବା ଅପରେସନରେ ୩ ଜଣ ଲସ୍କର ଆତଙ୍କୀ ନିପାତ ହୋଇଥିବା ବେଳେ ଜଣେ ଯବାନ ଶହୀଦ ହୋଇଛନ୍ତି । ଶୁକ୍ରବାର ଜମ୍ମୁ କଶ୍ମୀରର…

କରୋନା ନେଇଗଲା ପିତାମାତାଙ୍କୁ, ଏବେ ୧୦୦ ବେସାହାରା ଶିଶୁଙ୍କୁ କୋଳେଇ ନେଲେ ଯୁବକ

ନୂଆଦିଲ୍ଲୀ: କରୋନା ଭାଇରାସ୍ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ, ଜୀବିକା ନଷ୍ଟ କରିଥିବା ବେଳେ ଅନେକ ପରିବାରକୁ ସର୍ବସ୍ୱାନ୍ତ କରିଦେଇଛି । ଶହ ଶହ ଶିଶୁ କରୋନାରେ ପିତାମାତାଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି । ତେବେ ଏହି ଅନାଥ…

ଏବେ ଇସଲାମାବାଦରେ ଭାରତୀୟ ଦୂତାବାସରେ ଉଡିଲା ଡ୍ରୋନ,  ବଢିଲା ଭାରତର ଚିନ୍ତା

ନୂଆଦିଲ୍ଲୀ : ସୀମାରେ ଅନୁପ୍ରବେଶ କରାଇବାରେ ବିଫଳ ପାକିସ୍ତାନ ଏବେ ଡ୍ରୋନ ମାଧ୍ୟମରେ ଅସ୍ତ୍ର ଶସ୍ତ୍ର ପଠାଇବା ଓ ଆକ୍ରମଣ କରିବାକୁ ହୀନ ପ୍ରୟାସ ଜାରି ରଖିଛି। ଗତ ସପ୍ତାହରେ ଯେଉଁ ଦିନ ଜମ୍ମୁ ସ୍ଥିତ ବାୟୁସେନା…