fbpx
BSKY
BJD MC SKY
BJD YOUTH SKY
Browsing Category

ଦେଶ

ଏଣିକି ହ୍ୱାଟ୍ସଆପର ଲିଙ୍କଡ ଡିଭାଇସରେ ବି ଲକ କରିପାରିବେ ଚାଟ, ଜାଣନ୍ତୁ କିପରି କରିବ କାମ?

ନୂଆଦିଲ୍ଲୀ: ସୋସିଆଲ ନେଟୱର୍କିଂ ପ୍ଲାଟଫର୍ମ ହ୍ୱାଟ୍ସଆପ ଆଉ ଏକ ଫିଚର ଆଣିଛି, ଯାହା ସାହାଯ୍ୟରେ ଆପଣଙ୍କ ପ୍ରାଇଭେସିକୁ ଆହୁରି ବଢାଯାଇପାରିବ । ଏବେ ଆପଣ ଲିଙ୍କଡ ଡିଭାଇସରେ ବି ନିଜ ଚାଟକୁ ଲକ କରିପାରିବେ । ଏହି…

ପୃଥିବୀରେ କେବେ ଓ କେଉଁଠି ହେବ ଭୂମିକମ୍ପ? ପୂର୍ବରୁ ସୂଚନା ଦେବ ଏହି ଉପଗ୍ରହ

ଚେନ୍ନାଇ: ଆଗକୁ ଭୂମିକମ୍ପ ଆଉ ଏତେ ମାତ୍ରାରେ କ୍ଷତି ଘଟାଇ ପାରିବନି କାରଣ ଭୂମିକମ୍ପ ବିଷୟରେ ଆଗରୁ ସୂଚନା ଦେବ ଏହି ଉପଗ୍ରହ । ଇସ୍ରୋ ମୁଖ୍ୟ ଡା. ଏସ୍ ସୋମନାଥ କହିଛନ୍ତି ନିସାର – (ନାସା-ଇସ୍ରୋ ସିନ୍ଥେଟିକ୍ ଆପର୍ଚର…

(Video) ଅଟଳ ସେତୁ ବ୍ରିଜରେ ଭିଡିଓ କଲେ ରଶ୍ମିକା ମନ୍ଦାନା, ଏହାକୁ ଦେଖି ଅଭିନେତ୍ରୀଙ୍କର ପ୍ରଶଂସା କଲେ PM ମୋଦୀ

ନୂଆଦିଲ୍ଲୀ: ନେସନାଲ କ୍ରସ ରଶ୍ମିକା ମନ୍ଦାନା କେବଳ ସାଉଥ ସିନେମା ନୁହେଁ, ସେ ହିନ୍ଦୀ ଦର୍ଶକଙ୍କ ମଧ୍ୟରେ ବି ଲୋକପ୍ରିୟ ହୋଇସାରିଲେଣି । ରଶ୍ମିକା ଗତ କିଛି ବର୍ଷରେ ବ୍ଲକବଷ୍ଟର ଫିଲ୍ମ କରିଛନ୍ତି । ସେ ଶେଷଥର ପାଇଁ…

ଖୁସି କରିଦେବ ଜାତିସଂଘର ତାଜା ରିପୋର୍ଟ, ସବୁଠୁ ଆଗରେ ଭାରତ

ନୂଆଦିଲ୍ଲୀ: ଏ ପର୍ଯ୍ୟନ୍ତ ରେଟିଂ ଏଜେନ୍ସୀ, ଆଇଏମଏଫ୍ ଓ ବିଶ୍ୱବ୍ୟାଙ୍କ ମୋହର ମାରିଥିଲା କିନ୍ତୁ ଏବେ ପୁରା ଦୁନିଆ ଭାରତ ସବୁଠାରୁ ଦ୍ରୁତ ଗତିରେ ବିକାଶ କରୁଛି ବୋଲି ମୋହର ମାରିଛି । ବିଶ୍ୱର ୧୯୩ ଦେଶକୁ ନେଇ ଗଢି…

କେସୋରାମ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍ ମଞ୍ଜୁଶ୍ରୀ ଖୈତାନଙ୍କ ଦେହାନ୍ତ, ସମାଜସେବା ଏବଂ ଶିକ୍ଷା କ୍ଷେତ୍ରରେ ରହିଥିଲା ବଡ଼ ଅବଦାନ

କୋଲକାତା: ଶିକ୍ଷା ଏବଂ ସମାଜସେବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ଜଣାଶୁଣା କେସୋରାମ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍ ମଞ୍ଜୁଶ୍ରୀ ଖୈତାନ୍‌(Manjushree Khaitan)ଙ୍କ ନିଧନ ହୋଇଯାଇଛି । ଗରୁବାର କୋଲକାତାରେ ୬୮ ବର୍ଷ…

ICMR ଗାଇଡଲାଇନ୍ସ: ଚା’ ଓ କଫିର ଅଧିକ ସେବନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ, ୩୦୦ ମିଲିଗ୍ରାମରୁ ଅଧିକ କ୍ୟାଫିନ୍ ସେବନ କରନ୍ତୁ ନାହିଁ

ନୂଆଦିଲ୍ଲୀ: ଅନେକ ଲୋକ ସେମାନଙ୍କର ଦୈନନ୍ଦିନ ଜୀବନରେ ମାତ୍ରାଧିକ ଚା’ ଓ କଫି ସେବନ କରିଥାନ୍ତି । ତେବେ ଅଧିକ ଚା’ ଓ କଫି ସେବନ ଆମର ଶରୀର ପାଇଁ କ୍ଷତିକାରକ ଅଟେ । କାରଣ ସେଥିରେ କ୍ୟାଫିନ୍ ରହିଥାଏ । ତେଣୁ ସେଥିରୁ…

କେଦାରନାଥରେ ଆଉ ଫଟୋ କି ରିଲ୍ସ କରିପାରିବେ ନାହିଁ, ଭିଆଇପି ଦର୍ଶନ ଉପରେ ବି ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ଚାରିଧାମ ଯାତ୍ରା ବର୍ତ୍ତମାନ ଆରମ୍ଭ ହୋଇସାରିଛି । ୧୦ ମେ ରେ କେଦାରନାଥ, ଯମୁନୋତ୍ରୀ ଏବଂ ଗଂଗୋତ୍ରୀର କବାଟ ଖୋଲାଯାଇଥିଲା । ସେହିପରି ୧୨ ମାର୍ଚ୍ଚରେ ବଦ୍ରିନାଥର କବାଟ ଖୋଲାଯାଇଛି । ଏହାପରେ ଲଗାତାର…

ଏହି ଗାଁରେ ଅଛନ୍ତି କେବଳ ୧୫୯ ଭୋଟର, ହେଲିକପ୍ଟର ଯୋଗେ ପଠାଯାଇଛି EVM ମେଶିନ୍‌

ଶିମଲା: ଲୋକସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟ ମତଦାନ ଶେଷ ହୋଇଯାଇଛି । ଅବଶିଷ୍ଟ ୩ଟି ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି । ପ୍ରାର୍ଥୀ ଠାରୁ ଆରମ୍ଭ କରି ଷ୍ଟାର ପ୍ରଚାରକ ଏବଂ ନେତାମାନେ ଘରକୁ…

ଅଜବ ଘଟଣା! ସରକାରୀ ହସ୍ପିଟାଲରେ ରୋଗୀଙ୍କର ପାଦକୁ କାଟିବା ସହିତ ଖାଦ୍ୟ ବି ଖାଇ ଶେଷ କରିଦେଉଛି ମୂଷା

ନୂଆଦିଲ୍ଲୀ: ସାଧାରଣ ଭାବେ ଘର, ଶସ୍ୟାଗାରମାନଙ୍କରେ ମୂଷାମାନେ ଉତ୍ପାତ କରିବା ଏକ ସାଧାରଣ କଥା । ଆମ ଘରମାନଙ୍କରେ ଅନେକ ସମୟରେ କିଛି ଜରୁରୀ ଖାଦ୍ୟ ସାମଗ୍ରୀକୁ ମୂଷାମାନେ ଗାତ ଭିତରକୁ ନେଇଯାଇଥାନ୍ତି । ତେବେ ଏହା…

‘ଆପଣ ମୋଦୀଙ୍କୁ ୧୦ ବର୍ଷ ମଧ୍ୟରେ ଦେଶରେ ଜଣେ ବି ମୁସଲମାନଙ୍କୁ ଆଲିଙ୍ଗନ କରୁଥିବାର ଦେଖିଛନ୍ତି କି?’: ଓୱେସି 

ନୂଆଦିଲ୍ଲୀ: ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓୱେସି ଏକ ଘରୋଇ ଚ୍ୟାନେଲ ସହ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଡ଼ା ଟାର୍ଗେଟ୍ କରିଛନ୍ତି। "ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘରେ ୧୦ ବର୍ଷ ମଧ୍ୟରେ…