Browsing Category

ଦେଶ

୨ଟି ରାଜ୍ୟର ବିଧାନସଭା ଭୋଟ ଗଣତି ତାରିଖ ବଦଳିଲା: ବଡ଼ ଘୋଷଣା କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଏପ୍ରିଲ ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ ବୋଲି ଗତକାଲି ନିର୍ବାଚନ ଆୟୋଗ ଘୋଷଣା କରିଥିଲେ । ଏହାପରେ ଜୁନ ୪ ତାରିଖରେ ଫଳାଫଳ ଘୋଷଣା କରାଯିବ ବୋଲି…

ପୁଣି ଥରେ ଆରଏସଏସର ସରକାର୍ଯ୍ୟସଞ୍ଚାଳକ ହେଲେ ଦତ୍ତାତ୍ରେୟ ହୋସବଲେ, ଏତିକି ବର୍ଷ ପର୍ଯ୍ୟନ୍ତ ସମ୍ଭାଳିବେ ଦାୟିତ୍ୱ

ନାଗପୁର: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଅଖିଳ ଭାରତୀୟ ପ୍ରତିନିଧି ସେବା ରବିବାର ଦତ୍ତାତ୍ରେୟ ହୋସବଲେଙ୍କୁ ପୁଣି ଥରେ ସରକାର୍ଯ୍ୟସଞ୍ଚାଳକ ଭାବରେ ନିର୍ବାଚିତ କରିଛନ୍ତି । ଆରଏସଏସ୍ ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ…

ନିର୍ବାଚନ ଆୟୋଗ ଜାରି କଲେ ନିର୍ବାଚନ ବଣ୍ଡ ସହ ଜଡିତ ନୂଆ ସୂଚନା, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ନୂଆଦୀଲ୍ଲୀ: ନିର୍ବାଚନ ଆୟୋଗ ରବିବାର (ମାର୍ଚ୍ଚ ୧୭)ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଏସବିଆଇରୁ ପ୍ରାପ୍ତ ନୂଆ ସୂଚନାକୁ ନିଜ ୱେବସାଇଟରେ ଅପଲୋଡ୍ କରିଛନ୍ତି । ଏହାପୂର୍ବରୁ ନିର୍ବାଚନ ଆୟୋଗ ମାର୍ଚ୍ଚ ୧୪ ରେ…

ଲୋକସଭା ନିର୍ବାଚନ ତାରିଖ ଘୋଷଣା ପରେ ଉଦ୍ଧବଙ୍କୁ ବଡ଼ ଝଟକା: ଶିନ୍ଦେ ଗ୍ରୁପରେ ସାମିଲ ହେଲେ ବରିଷ୍ଠ ଆଦିବାସୀ ନେତା

ନୂଆଦିଲ୍ଲୀ: ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବା ନେଇ ଗତକାଲି ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଥିଲେ । ତେଣୁ ନିର୍ବାଚନ ପାଇଁ ଆଉ କମ୍ ସମୟ ଥିବାରୁ ରାଜନୈତିକ ଦଳମାନେ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ।…

ସିମ୍ କାର୍ଡକୁ ନେଇ ଆସିଲା ବଡ ଖବର: TRAI ବଦଳାଇଲା ନିୟମ, ଏହିଦିନରୁ ହେବ ଲାଗୁ

ନୂଆଦିଲ୍ଲୀ:ସିମ୍ କାର୍ଡକୁ ନେଇ TRAI ପକ୍ଷରୁ ନୂଆ ନିୟମ ଜାରି କରାଯାଇଛି । ମାର୍ଚ୍ଚ ୧୫ ତାରିଖରେ TRAI ଏ ବିଷୟରେ ସୂଚନା ଦେଇଛି । ଏହି ନୂଆ ନିୟମ ଜୁଲାଇ ୧ରୁ ସାରା ଦେଶରେ ଲାଗୁ ହୋଇଯିବ । TRAI ର କହିବା ଅନୁଯାୟୀ…

ଭୋଟ ଗ୍ରହଣ ଦିନ କର୍ମଚାରୀଙ୍କୁ ମିଳିବ କି ପେଡ୍ ଲିଭ? ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ ଆୟୋଗ ଶନିବାର ଦିନ ଆଗାମୀ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିଛନ୍ତି । ନିର୍ବାଚନ ଆୟୋଗ କହିଛନ୍ତି ଯେ, ଏଥର ମଧ୍ୟ ଭୋଟ ପ୍ରତିଶତ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବ । ପ୍ରତ୍ୟେକ…

ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ଏନକାଉଣ୍ଟର, ଜଣେ ପୋଲିସ ସହୀଦ

ନୂଆଦିଲ୍ଲୀ:ଆଜି ପଞ୍ଜାବ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟଣାରେ ଜଣେ ପୋଲିସ କର୍ମୀ ସହୀଦ ହୋଇଛନ୍ତି । ରାଜ୍ୟର ହୋସିଆରପୁର ଜିଲ୍ଲାରେ ସିଆଇଏ ଟିମ୍ ଛାପା ମାରିବାକୁ ପହଞ୍ଚିଥିଲେ । ଏହି ସମୟରେ ଅପରାଧୀଙ୍କ…

ଆଗାମୀ ଦିନରେ ଆପଣଙ୍କ ଜୀବନରୁ ସରକାରଙ୍କୁ ଦୂରେଇ ଦେବୁ; ‘ରିଡିଫାଇନିଂ ଭାରତ’ ବିଷୟ ଉପରେ ଏପରି କହିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ଟୁଡେ କନକ୍ଲେଭ୍ ୨୦୨୪ ମଞ୍ଚରୁ ‘ରିଡିଫାଇନିଂ ଭାରତ’ ବିଷୟ ଉପରେ ଲୋକଙ୍କୁ ସମ୍ବୋଧିତ କରିଛନ୍ତି । ଏହି କ୍ରମରେ ସେ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଉଦାହରଣ…

Loksabha Election 2024: ଫେକ୍ ନ୍ୟୁଜ୍ ପ୍ରଚାର ପାଇଁ କଠୋର ହେଲା ନିର୍ବାଚନ ଆୟୋଗ, ୪ଟି ‘M’ ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଶନିବାର ନିର୍ବାଚନ ତାରିଖର ଘୋଷଣା କରିଛନ୍ତି । ଲୋକସଭାର ୫୪୩ଟି ଆସନ ପାଇଁ ମୋଟ୍ ୭ଟି ପର୍ଯ୍ୟାରେ ମତଦାନ ହେବ । ଏହା ଏପ୍ରିଲ…

ସଶରୀରେ କୋର୍ଟରେ ହାଜର ହେବାକୁ ରାହୁଲଙ୍କୁ ଆସିଲା ନିର୍ଦ୍ଦେଶ, ୬ ବର୍ଷ ତଳର ପୁରୁଣା କେସ୍‌ରେ ବଢିଲା ଅଡୁଆ

ନୂଆଦିଲ୍ଲୀ: ଝାଡଖଣ୍ଡ ଚାଇବାସା ସ୍ଥିତ ଏମ୍‌ପି ଏମ୍‌ଏଲଏ ସ୍ପେସିଆଲ କୋର୍ଟ କଂଗ୍ରେସର ପୂର୍ବ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ୨୭ ମାର୍ଚ୍ଚ ୨୦୨୪ରେ ସଶରୀରେ ଉପସ୍ଥିତ ହେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ।…