Browsing Category

ଦେଶ

ହିନ୍ଦୁ ଦେବୀ ଦେବତାଙ୍କୁ ଗାଳି ସହ ମିଳୁଛି ହତ୍ୟା ଧମକ, ବିପଦରେ ଶ୍ରୀକୃଷ୍ଣ ଜନ୍ମଭୂମି ମୁକ୍ତି ନିର୍ମାଣ ଟ୍ରଷ୍ଟର ଅଧ୍ୟକ୍ଷଙ୍କ ଜୀବନ

ମଥୁରା: କୃଷ୍ଣ ଜନ୍ମଭୂମି ଓ ଶାହି ଇଦଗାହ ମାମଲାରେ ଆଶୁତୋଷ ପାଣ୍ଡେୟଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି । ସେ ବୃନ୍ଦାବନରୁ ହାଇକୋର୍ଟ ଯାଉଥିବା ସମୟରେ ତାଙ୍କୁ ପାକିସ୍ତାନରୁ ଏକ କଲ୍ ଆସିଥିଲା ଯେଉଁଥିରେ ତାଙ୍କୁ…

(Video) ମନ୍ତ୍ରୀଙ୍କ ଗାଡ଼ି ତଳେ IPS ଅଫିସର ଆହତ: ସୁରକ୍ଷା ଦାୟିତ୍ୱରେ ଥିଲେ ନିୟୋଜିତ

ହାଇଦ୍ରାବାଦ: ମନ୍ତ୍ରୀଙ୍କ ରାଲିରେ ସୁରକ୍ଷା ଦେବାକୁ ଆସି ଆହତ ହୋଇଛନ୍ତି ଜଣେ IPS ଅଫିସର । ରାଲିରେ ସାମିଲ ଥିବା ଏକ ଗାଡ଼ି ଧକ୍କାରେ ଆହତ ହୋଇଛନ୍ତି ଆଇପିଏସ ଅଫିସର ପରିତୋଷ ପଙ୍କଜ । ଦୁର୍ଘଟଣାରେ ଆହତ ହୋଇଥିବାରୁ…

କୁକୁର ପ୍ରତି ସାବଧାନ୍! ମଣିଷଙ୍କ ପାଇଁ ବିପଦ ସାଜିଛି କୁକୁର; Ban ଲଗାଇବାକୁ ସରକାରଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ: ଗତ କିଛି ବର୍ଷ ଭିତରେ କୁକୁର କାମୁଡ଼ାର ଅନେକ ଭୟାନକ ପରିଣାମ ଦେଖିବାକୁ ମିଳୁଛି । ପୋଷା କୁକୁର କାମୁଡ଼ାରେ ମାଲିକ କିମ୍ବା ପରିବାରର କୌଣସି ସଦସ୍ୟ ବିପଦରେ ପଡ଼ିଥିବାର ଅନେକ ଉଦାହରଣ ରହିଛି । ଏଭଳି ଆଉ ଏକ…

(Video) What’s wrong with India? ଭାଇରାଲ ଟ୍ୱିଟର ପୋଷ୍ଟ ପଛରେ କ’ଣ ରହିଛି କାହାଣୀ?

ନୂଆଦିଲ୍ଲୀ: ଅଚାନକ ସୋସିଆଲ ମିଡିଆରେ ପ୍ଲାଟଫର୍ମ ଏକ୍ସ(ଟ୍ୱିଟର)ରେ ଭାଇରାଲ ହେଉଛ 'What's wrong with India?' ପୋଷ୍ଟ । ତେବେ ସନ୍ଧ୍ୟା ସୁଦ୍ଧା ଏହି ପୋଷ୍ଟ ଟ୍ରେଣ୍ଡ ପାଲଟି ଯାଇଥିଲା । ପ୍ରାୟ ୨.୫ ଲକ୍ଷ ପୋଷ୍ଟରେ…

ଫାର୍ମା କମ୍ପାନୀଙ୍କ ପାଇଁ ଜାରି ହେଲା ନୂଆ ୟୁନିଫର୍ମ କୋଡ୍‌, ଡାକ୍ତରଙ୍କୁ ଦେଇପାରିବେ ନାହିଁ ଉପହାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଫାର୍ମାକ୍ୟୁଟିକାଲ କମ୍ପାନୀ ଏବଂ ଡାକ୍ତରଙ୍କ ମଧ୍ୟରେ ଥିବା tieupକୁ ରୋକିବା ଦିଗରେ ନୂତନ ଗାଇଡ଼ଲାଇନ୍ ଜାରି କରିଛନ୍ତି । ଏହା ସହ ଫାର୍ମା କମ୍ପାନୀ ବିରୋଧରେ ଭୁଲ ପ୍ରାକ୍ଟିସର ଅଭିଯୋଗ…

ଆଜି ପ୍ରାୟ ୧.୨୫ ଲକ୍ଷ କୋଟି ଟଙ୍କାର ତିନୋଟି ସେମିକଣ୍ଡକ୍ଟର ସୁବିଧାର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ: ସୃଷ୍ଟି ହେବ ନିଯୁକ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 'ଇଣ୍ଡିଆଜ୍ ଟେକ୍‌ଏଡ୍‌: ଚିପ୍ସ ଫର୍ ବିକଶିତ ଭାରତ' କାର୍ଯ୍ୟକ୍ରମରେ ଯୋଗ ଦେବେ ଏବଂ ପୂର୍ବାହ୍ନ ସାଢ଼େ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରାୟ ୧.୨୫ ଲକ୍ଷ…

ନିଜର ସରକାରୀ ପ୍ଲଟ ଦାନ କଲେ ପ୍ରଧାନମନ୍ତ୍ରୀ: ସେହି ପ୍ଲଟରେ ନିର୍ମାଣ ହେବ ‘ନାଦ ବ୍ରହ୍ମା’ କଳା କେନ୍ଦ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଯେତିକି ଭଲ ପାଆନ୍ତି ସଙ୍ଗୀତକୁ ମଧ୍ୟ ସେତିକି ଭଲ ପାଇଥାନ୍ତି । ମୋଦୀଙ୍କର ସଙ୍ଗୀତ ପ୍ରେମର ଅନେକ ଉଦାହରଣ ସାରା ବିଶ୍ୱ ଦେଖିଛି । ଅନେକ ସମୟରେ ବିଦେଶ ଗସ୍ତ ସମୟରେ…

ବଢ଼ିଲା ମାଗଣା ଆଧାର ଅପଡେଟ୍ ସମୟ ସୀମା, ଜାଣନ୍ତୁ ଶେଷ ତାରିଖ କେବେ

ନୂଆଦିଲ୍ଲୀ: ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଆଧାର କାର୍ଡକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଯଦି ଆପଣ ଆଧାର କାର୍ଡରେ ଆପଣଙ୍କର ଠିକଣା କିମ୍ବା ମୋବାଇଲ୍ ନମ୍ବର ବଦଳାଇବାକୁ କିମ୍ବା ଆପଣଙ୍କ ନାମର ସ୍ପେଲିଂକୁ ସଂଶୋଧନ…

ସିଏଏକୁ ନେଇ ଭ୍ରମ ସୃଷ୍ଟି କରାଯାଉଛି, ହିନ୍ଦୁ-ମୁସଲମାନ ନାଗରିକଙ୍କ ରହିଛି ସମାନ ଅଧିକାର; କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି ଯେ ସିଏଏକୁ ନେଇ କିଛି ଭ୍ରମ ସୃଷ୍ଟି କରାଯାଉଛି। ମନ୍ତ୍ରଣାଳୟ କହିଛି ଯେ ଭାରତୀୟ ମୁସଲମାନଙ୍କ ନାଗରିକତା ସହିତ ସିଏଏର କୌଣସି ସମ୍ପର୍କ ନାହିଁ। ଭାରତର ଜଣେ ମୁସଲମାନ…

ଭାରତର ସ୍ଵଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ତେଜସ” ବିମାନ ଦୁର୍ଘଟଣାଗ୍ରସ୍ତ

ଓଡ଼ିଶା ଭାସ୍କର: ୨୩ ବର୍ଷ ଭିତରେ ପ୍ରଥମ ଥର ପାଇଁ ଭାରତୀୟ ବାୟୁ ସେନାର ଲଢୁଆ ବିମାନ ''ତେଜସ'' ଦୁର୍ଘଟଣାଗ୍ରସ୍ତ ହୋଇଛି। ରାଜସ୍ଥାନ ଜୈସଲମେରର ଜବାହର ନଗର ନିକଟରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖିବାକୁ…