fbpx
Browsing Category

ଦେଶ

ତନ୍ତ୍ର କରି ବାହାଘର କରାଇଥିଲେ; ସ୍ତ୍ରୀ ଅନ୍ୟତ୍ର ପଳାଇବାରୁ ତାନ୍ତ୍ରିକକୁ ହତ୍ୟା କଲେ

ଜୟପୁର: ରାଜସ୍ଥାନର ବାଲୋତ୍ରା ଜିଲ୍ଲାର ସାମଦାରୀରୁ ଜଣେ ତାନ୍ତ୍ରିକର ମୃତଦେହ ଉଦ୍ଧାର କରାଯାଇଛି। ଏବେ ପୋଲିସ ଏହି ଘଟଣାର ସମାଧାନ କରିଛି। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣ ଅଭିଯୁକ୍ତଙ୍କୁ…

ଅମୃତ ଯାତ୍ରାରେ ସାମିଲ ହେଲା ଆଉ ଏକ ବଡ ଉପଲବ୍ଧି, ବିଶ୍ୱର ସର୍ବବୃହତ୍‌ ଶସ୍ୟ ସଂରକ୍ଷଣ ଯୋଜନାର ଉଦ୍‌ଘାଟନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମବାୟ କ୍ଷେତ୍ରରେ ବିଶ୍ୱର ସବୁଠାରୁ ବୃହତ୍ତ ଶସ୍ୟ ସଂରକ୍ଷଣ ଭଣ୍ଡାର ଲାଗି ପାଇଲଟ୍ ପରିଯୋଜନାର ଉଦଘାଟନ କରିଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ କି ଏହାକୁ…

ଖୁବ ଶୀଘ୍ର Xmail ଲଞ୍ଚ୍ କରିବେ ଏଲନ୍ ମସ୍କ, Gmailକୁ ଦେବ ଟକ୍କର

ନୂଆଦିଲ୍ଲୀ: ଟେସଲା ଏବଂ ସ୍ପେସ୍‌ଏକ୍ସର ସିଇଓ ଏଲନ୍ ମସ୍କ ବର୍ତ୍ତମାନ ଏକ ନୂଆ ପ୍ରୋଜେକ୍ଟ ପାଇଁ ଚର୍ଚ୍ଚାରେ ଅଛନ୍ତି । ନିକଟରେ ChatGPTର ଭର୍ସନ ଜାରି କରିବା ପରେ ‘ଏକ୍ସ ମେଲ୍‌’ ଲଞ୍ଚ୍ କରିବା ନେଇ ସୂଚନା ଦେଇଛନ୍ତି…

କର୍ଣ୍ଣାଟକରେ ମନ୍ଦିରରେ ଟିକସ ଲଗାଇବା ପ୍ରସଙ୍ଗ; ବିଧାନ ପରିଷଦରେ ଖାରଜ ହେଲା ବିଲ୍

ବେଙ୍ଗାଲୁର: କର୍ଣ୍ଣାଟକରେ ବାର୍ଷିକ ୧ କୋଟିରୁ ଅଧିକ ଆୟ କରୁଥିବା ମନ୍ଦିରଗୁଡ଼ିକର ଆୟ ଉପରେ ୧୦ ପ୍ରତିଶତ ଟିକସ ଲଗାଇବା ବିଲ୍ ବିଧାନ ପରିଷଦରେ ଖାରଜ ହୋଇଛି। ଦୁଇ ଦିନ ତଳେ ରାଜ୍ୟ ବିଧାନସଭାରେ ଏହି ବିଲ୍ ପାରିତ…

କ୍ରୀଡ଼ା ଜଗତରେ ଦୁଃଖର ଲହରୀ: ଆଖି ବୁଜିଲେ ୩୪ ବର୍ଷୀୟ ଯୁବ କ୍ରିକେଟର

ନୂଆଦିଲ୍ଲୀ: କ୍ରୀଡ଼ା ଜଗତରୁ ଆସିଛି ଏକ ଦୁଃଖଦ ଖବର । ମାତ୍ର ୩୪ ବର୍ଷ ବୟସରେ ଜଣେ ଯୁବକ କ୍ରିକେଟରଙ୍କ ବିୟୋଗ ଘଟିଛି । ସବୁଠାରୁ ଦୁଃଖର କଥା ହେଉଛି, ମ୍ୟାଚ ବିଜୟର ଖୁସି ମନାଉଥିବା ସମୟରେ ସତେ ଯେମିତି ମୃତ୍ୟୁ ମାଡ଼ି…

ଟିଭି ଆଙ୍କରଙ୍କୁ ଦେଖି ପାଗଳ ହେଲେ ମହିଳା; ବାହା ହେବା ପାଇଁ କଲେ ଅପହରଣ, ଏବେ…

ହାଇଦ୍ରାବାଦ: ହାଇଦ୍ରାବାଦରେ ଜଣେ ମହିଳା ଜଣେ ଟିଭି ଆଙ୍କରଙ୍କୁ ବିବାହ କରିବା ପାଇଁ ତାଙ୍କୁ ଅପହରଣ କରି ନେଇଛନ୍ତି। ଜଣେ ମହିଳା ବ୍ୟବସାୟୀ ଜଣେ ଟିଭି ମ୍ୟୁଜିକ୍ ଚ୍ୟାନେଲ୍ ଆଙ୍କରଙ୍କୁ ବିବାହ କରିବା ଉଦ୍ଦେଶ୍ୟରେ…

ହିମନ୍ତ ସରକାରଙ୍କ ବଡ଼ ନିଷ୍ପତ୍ତି, ରଦ୍ଦ ହେବ ମୁସଲିମ ବିବାହ ଏବଂ ଛାଡ଼ପତ୍ର ଆଇନ୍‌

ଡେରାଡୁନ୍‌: ଆସାମ ସରକାର ସମାନ ନାଗରିକ ସଂହିତା(UCC) ଆଡ଼କୁ ପ୍ରଥମ ପଦକ୍ଷେପ ଗ୍ରହଣ କରିଛନ୍ତି । ମୁସଲିମ ମ୍ୟାରେଜ୍ ଆଣ୍ଡ୍ ଡିଭର୍ସ ଆକ୍ଟ ୧୯୩୫କୁ ରଦ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଆସାମ ସରକାର । ଶୁକ୍ରବାର…

ଭଗବନ୍ତ ସରକାରଙ୍କ ଉପରେ ଚାପ ବଢ଼ାଇଲେ କୃଷକ ନେତା; କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ନୂଆଦିଲ୍ଲୀ: ପଞ୍ଜାବର ହରିୟାଣାର ଖାନୌରୀ ସୀମାରେ ଜଣେ ଯୁବ କୃଷକଙ୍କ ମୃତ୍ୟୁ ପରେ କୃଷକ ସଂଗଠନଗୁଡ଼ିକ ପଞ୍ଜାବର ଭଗବନ୍ତ ସରକାରଙ୍କ ଉପରେ ଚାପ ବଢ଼ାଇଛନ୍ତି। କୃଷକ ନେତାମାନେ ଦାବି କରିଛନ୍ତି ଯେ ବୁଧବାର ର ଆକ୍ରମଣ…

MIWvsDCW: ଶେଷ ବଲରେ ୬ମାରି ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ; ୪ୱିକେଟରେ ଜିତିଲା ମ୍ୟାଚ୍

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ୍ ୨୦୨୪ର ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ୪ ୱିକେଟରେ ଉପବିଜେତା ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଶେଷ ବଲରେ ମୁମ୍ବାଇକୁ ୫ ରନ୍ ଦରକାର ଥିବା…

ଅମ୍ବାନୀଙ୍କ ପୁଅ Pre-wedding ଉତ୍ସବ, ଯୋଗ ଦେବେ ବିଲ୍ ଗେଟ୍ସ ଏବଂ ମାର୍କ ଜୁକରବର୍ଗ!

ଓଡ଼ିଶା ଭାସ୍କର: ଦେଶର ସବୁଠାରୁ ଧନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ହେବାକୁ ଯାଉଛି। ଏଣୁ ଏହାକୁ ନେଇ ରାଜକୀୟ ଢଙ୍ଗରେ ଏକ ପ୍ରି-ୱେଡିଂ ଉତ୍ସବ ଆୟୋଜନ…