fbpx
Browsing Category

ଦେଶ

ପୁଣି ଜୀବନ ନେଲା ନିଆଁ ଚୁଲ୍ଲୀ: ୨ ଜଣଙ୍କ ମୃତ୍ୟୁ, ହସ୍ପିଟାଲରେ ଭର୍ତ୍ତି ହେଲେ ୩ ଆହତ

ନୂଆଦିଲ୍ଲୀ: ନିଆଁ ଚୁଲ୍ଲୀ କାରଣରୁ ମୃତ୍ୟୁ ଘଟଣା ଦେଶର ବିଭିନ୍ନ ରାଜ୍ୟରୁ କ୍ରମାଗତ ଭାବେ ସାମ୍ନାକୁ ଆସୁଛି। ଏହି ଦୁର୍ଘଟଣାଟି ଦକ୍ଷିଣ ଦିଲ୍ଲୀର ମୈଦାନଗରୀ ଅଞ୍ଚଳରେ ଘଟିଛି। ଘର ଭିତରେ ନିଆଁ  ଜଳିବା କାରଣରୁ…

୭ ଦିନରେ ଲାଗୁ ହେବ CAA, ଗ୍ୟାରେଣ୍ଟି ଦେଲେ କେନ୍ଦ୍ରୀୟ ମନ୍ତ୍ରୀ ଶାନ୍ତନୁ ଠାକୁର

ନୂଆଦିଲ୍ଲୀ: ଆଗାମୀ ଏକ ସପ୍ତାହ ମଧ୍ୟରେ ଦେଶରେ ନାଗରିକ ସଂଶୋଧନ ଅଧିନିୟମ(CAA) ଲାଗୁ ହେବା ନେଇ କେନ୍ଦ୍ରୀୟ ମନ୍ତ୍ରୀ ଶାନ୍ତନୁ ଠାକୁର ଦାବି କରିଛନ୍ତି । ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗଣା ସ୍ଥିତ କାକଦ୍ୱୀପରେ ଏକ…

ନିଆଁ ଲାଗି ଜଳିଗଲା ୨୦୦ କାର, ୨୫୦ ବାଇକ

ନୂଆଦିଲ୍ଲୀ: ଦିଲ୍ଲୀର ମାଲଖାନା ଅଞ୍ଚଳରେ ବ୍ୟାପକ ଅଗ୍ନିକାଣ୍ଡ ଯୋଗୁଁ ଉତ୍ତେଜନା ଦେଖାଦେଇଛି। ଯେଉଁଠାରେ ଅଗ୍ନିକାଣ୍ଡ ଘଟିଛି ​​ତାହା ପ୍ରାୟ ୫୦୦ ବର୍ଗ ଫୁଟର ଅଞ୍ଚଳ ଅଟେ। ଏଠାରେ ପ୍ରାୟ ୨୦୦ ଚାରି ଚକିଆ ଏବଂ ୨୫୦ ଦୁଇ…

ଏବେ RSS ମୁଖ୍ୟାଳୟ ଉପରେ ଉଡିବନି ଡ୍ରୋନ, ଏହି କାରଣ ପାଇଁ ପ୍ରତିବନ୍ଧକ ଲଗାଇଲା ପୋଲିସ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଖେଇ ଆସୁଥିବା ସମୟରେ ନାଗପୁର ସ୍ଥିତ ଜାତୀୟ ସ୍ୱୟଂସେବକ ସଂଘ ମୁଖ୍ୟାଳୟର ସୁରକ୍ଷା ବଢାଯାଇଛି । ଆରଏସଏସ ମୁଖ୍ୟାଳୟର ବିପଦ ସମ୍ଭାବନାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ପରିସରରେ…

ବିହାର ବିଧାନସଭା ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନୋଟିସ

ପାଟନା: ବିହାରରେ NDAର ନୂତନ ସରକାର ଗଠନ ପରେ ଆରଜେଡ଼ି ବିରୋଧରେ ଆକ୍ସନ ମୋଡ଼ରେ ବିଜେପି । ବିଧାନସଭା ଅଧ୍ୟକ୍ଷ ପଦରେ ଥିବା ଅୱଧ ବିହାରୀ ଚୌଧୁରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଜାରି କରିବା ପାଇଁ ନୋଟିସ ଦିଆଯାଇଛି ।…

ଏହି ଜିଲ୍ଲାମାନଙ୍କରେ ୩୧ ଜାନୁଆରୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ, ଜିଲ୍ଲାଧିକାରୀଙ୍କ ସୂଚନା

ନୂଆଦିଲ୍ଲୀ: କାଠୁଆ ଶୀତ ଏବଂ ଘନ କୁହୁଡ଼ିକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର ଚାରୋଟି ଜିଲ୍ଲାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ ନବମରୁ…

INDIA ମେଣ୍ଟକୁ ପୁଣି ଝଟକା, ଏକାକୀ ନିର୍ବାଚନ ଲଢ଼ିବେ କେଜରିୱାଲ

ନୂଆଦିଲ୍ଲୀ: ହରିଆଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଏକାକୀ ପ୍ରତିଦ୍ୱନ୍ଦିତା କରିବା ନେଇ ରବିବାର ଆମ୍ ଆଦମୀ ପାର୍ଟି(ଆପ୍‌)ର ସଂଯୋଜକ ଅରବିନ୍ଦ କେଜରିୱାଲ ବଡ଼ ଘୋଷଣା କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି…

ଆଜି ‘ପରୀକ୍ଷା ପେ ଚର୍ଚ୍ଚା’ରେ ପରୀକ୍ଷା ପ୍ରସ୍ତୁତି ଟିପ୍ସ ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମର ୭ମ ସଂସ୍କରଣ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକଙ୍କୁ ସମ୍ବୋଧିତ କରି…

(Video) ମୁନାୱାର ଫାରୁକି ଜିତିଲେ Bigg Boss 17 ର ଟ୍ରଫି, ୱିନର ହେବା ପରେ କହିଲେ ଏପରି କଥା ଭାବପ୍ରବଣ ହେଲେ ଫ୍ୟାନ୍ସ

ନୂଆଦିଲ୍ଲୀ: ବିଗ୍ ବସ୍ ସିଜନ ୧୭ ଶୋ’ ବହୁ ମଜାଦାର ଥିଲା । ଶୋ’ରେ ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ାକୁ ନେଇ ଲୋକମାନଙ୍କ ବ୍ୟକ୍ତିଗତ ସହ ଜଡିତ କିଛି ମାମଲା ସାମ୍ନାକୁ ଆସିଥିଲା । ଏଥିରେ ବିକି ଜୈନ ଏବଂ ଅଙ୍କିତା ଲୋଖଣ୍ଡେଙ୍କ…

ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତ: ଜାଣନ୍ତୁ, ତାଙ୍କ କ୍ୟାରିଅରର କିଛି ସଫଳତା ବିଷୟରେ

ଓଡିଶା ଭାସ୍କର: ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତ। ରାଜଧାନୀ ଭୁବନେଶ୍ୱରରେ ହିନ୍ଦୁ ବୈଦିକ ରୀତିନୀତିରେ ତାଙ୍କର ବିବାହ ସମ୍ପନ୍ନ ହୋଇଛି। ସେ ମୁମ୍ବାଇର ଜୟକିଶିନ…