fbpx
Browsing Category

ଦେଶ

୩ ଜଣ ମନ୍ତ୍ରୀଙ୍କୁ ସସପେଣ୍ଡ କଲେ ମାଲଦୀପ ସରକାର: ପିଏମ୍ ମୋଦୀଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେବା ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ଦେବା ମହଙ୍ଗା ପଡ଼ିଛି । ୩ ଜଣ ମନ୍ତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମାଲଦୀପ ସରକାର ।…

ଚଳିତ ବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ କାହିଁକି ଦୁଇଥର ଆଗତ ହେବ ବଜେଟ: ସାଧାରଣ ବଜେଟ ଓ ଅନ୍ତରୀଣ ବଜେଟ ମଧ୍ୟରେ ତଫାତ୍ କ’ଣ?

ନୂଆଦିଲ୍ଲୀ: ଆଉ କିଛି ମାସ ପରେ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ତା’ ପୂର୍ବରୁ ଆସନ୍ତା ଫେବୃଆରୀ ମାସ ୧ ତାରିଖରେ କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦୀ ସରକାର ସଂସଦରେ ଅନ୍ତରୀଣ ବଜେଟ ଆଗତ କରିବେ ।…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତ ଓ ମାଲଦ୍ୱୀପର ମନ୍ତବ୍ୟକୁ ନେଇ ଏଭଳି କିଛି ଲେଖିଲେ ଭାରତୀୟ ସେଲିବ୍ରେଟି

ଓଡିଶା ଭାସ୍କର: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାକ୍ଷାଦ୍ୱୀପ ଗସ୍ତ କରିଥିଲେ। ସାଉଥ ଏସିଆର ମାଲଦ୍ୱୀପ ଓ ଭାରତର ଲାକ୍ଷାଦ୍ୱୀପ ମଧ୍ୟରେ ମୋଦୀ ଫରକ ଦେଖାଇ ସେ ଲାକ୍ଷାଦ୍ୱୀପକୁ ବୁଲିଯିବା ପାଇଁ ସମସ୍ତଙ୍କୁ…

ବିନା ଲୁହା ସିମେଣ୍ଟରେ ତିଆରି ହେଉଛି ଅଯୋଧ୍ୟା ରାମ ମନ୍ଦିର, ଏହା କିପରି ସମ୍ଭବ ହୋଇଛି ଜାଣନ୍ତୁ

ଅଯୋଧ୍ୟା: ଅଯୋଧ୍ୟାର ରାମ ମନ୍ଦିର ନା କେବଳ ଏହାର ଭବ୍ୟତା ଲାଗି ଦିବ୍ୟ ବରଂ ଭାରତକୁ ଏକତା ସୂତ୍ରରେ ବାନ୍ଧିବା ଲାଗି ମଧ୍ୟ କାର୍ଯ୍ୟ କରୁଛି । ଅଯୋଧ୍ୟାରେ ଦଶକ ଦଶକ ଧରି କଠିନ ସଂଘର୍ଷ ଓ ହଜାର ହଜାର ରାମ ଭକ୍ତଙ୍କ…

ରାଜସ୍ଥାନ: ପୂର୍ବତନ କଂଗ୍ରେସ ବିଧାୟକ ସସପେଣ୍ଡ: ଅଶ୍ଲୀଳ ଭିଡିଓ ଭାଇରାଲ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଆଗକୁ ଆସୁଛି ୨୦୨୪ ଲୋକସଭା ନିର୍ବାଚନ । ଏହାକୁ ନେଇ ପ୍ରତ୍ୟେକ ରାଜନୈତିକ ଦଳମାନେ ଏବେଠାରୁ ପ୍ରସ୍ତୁତି ପ୍ରକିୟା ଆରମ୍ଭ କରିଦେଲେଣି । ଏନେଇ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)…

ଅମୃତ ଭାରତ ଯାତ୍ରୀଙ୍କୁ ମିଳିବ ବିଶେଷ ରିହାତି, ଟିକେଟ ଶସ୍ତା ସହ ରହିଛି ଏହିସବୁ ସୁବିଧା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅମୃତ ଭାରତ ଏକ୍ସପ୍ରେସ ରୂପରେ ବଡ ଉପହାର ଦେଇଛନ୍ତି । ଅଯୋଧ୍ୟାରେ ସବୁଜ ପତାକା ଦେଖାଯିବା ପରେ ଅମୃତ ଭାରତ ଟ୍ରେନର ଯାତାୟତ ଆରମ୍ଭ ହୋଇଯାଇଛି । ଏହି…

ବାଂଲାଦେଶରେ ଶେଖ୍ ହସୀନା କ୍ଷମତାକୁ ଆସିଲେ ଭାରତକୁ କ’ଣ ଲାଭ ମିଳିବ ?

ଢ଼ାକା: ବାଂଲାଦେଶରେ ୩ ଶହଟି ଆସନ ପାଇଁ ଭୋଟ ଗ୍ରହଣ ଜାରି ରହିଛି । ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି(ବିଏନପି)ର ଖାଲିଦା ଜିୟା(Khalida Zia) ଏହି ନିର୍ବାଚନକୁ ବର୍ଜନ କରିଥିବା ଯୋଗୁଁ…

ନାବାଳିକାଙ୍କ ସହ କଥା ହୋଇ କାହାକୁ ଅଡିଓ ସେୟାର କରୁଥିଲେ ସାବଧାନ! ପୋସ୍କୋ ଆକ୍ଟରେ ପୋଲିସ କରିପାରେ ଆରେଷ୍ଟ

ନୂଆଦିଲ୍ଲୀ: ଆଜିକାଲି ଝିଅମାନଙ୍କ ସହ କଥା ହୋଇ ସେମାନଙ୍କ ପ୍ରମାଣ ପତ୍ର ଅନ୍ୟମାନଙ୍କୁ ଦେଖାଇବା ଏବଂ ସେୟାର କରିବା ଏକ ଟ୍ରେଣ୍ଡରେ ପରିଣତ ହୋଇଛି । ତେବେ ଏପରି ଏକ ଘଟଣା ରାଜସ୍ଥାନରୁ ସାମ୍ନାକୁ ଆସିଛି । ଯେଉଁଥିରେ…

(video)ଏକ ଛୋଟ ଶିଶୁକୁ କୋଳରେ ଧରି ଖୁଆଇଦେଲେ ମୁଖ୍ୟମନ୍ତ୍ରୀ , ଭାଇରାଲ ହେଲା ଯୋଗୀ ଆଦିତ୍ୟନାଥଙ୍କ ଅଭିନବ ଭିଡିଓ

ନୂଆଦିଲ୍ଲୀ: ଏବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ସେ ଏକ ଛୋଟ ଶିଶୁକୁ ଖୁଆଉଥିବାର ଦେଖିବାକୁ ମିଳୁଛି । ଭିଡିଓଟି ଗୋରଖପୁରର ଅଟେ । ଏଠାରେ ଏକ ଅନ୍ନ ପ୍ରାଶନ ଓ…

ଭାରତରେ ବନ୍ଦ ହେଲା ୨ ବର୍ଷିଆ B.Ed କୋର୍ସ: ଏଣିକି ୪ ବର୍ଷର ସ୍ପେଶାଲ କୋର୍ସ ମାଧ୍ୟମରେ ହୋଇପାରିବେ ଶିକ୍ଷକ

ନୂଆଦିଲ୍ଲୀ: ସମଗ୍ର ଦେଶରେ ଚାଲିଥିବା ଦୁଇ ବର୍ଷର ସ୍ୱତନ୍ତ୍ର ବି.ଏଡ କୋର୍ସକୁ ସବୁଦିନ ପାଇଁ ବନ୍ଦ କରିଦିଆଯାଇଛି । ପରବର୍ତ୍ତୀ ଏକାଡେମିକ୍ ଅଧିବେଶନ ୨୦୨୪-୨୦୨୫ ରୁ କେବଳ ଚାରି ବର୍ଷର ସ୍ପେଶାଲ ବି.ଏଡ କୋର୍ସ…