fbpx
Browsing Category

ଦେଶ

‘ଡୋନେଟ୍ ଫର୍ ଦେଶ’ରେ କମ ପାଣ୍ଠି ଯୋଗାଡ଼ ନେଇ କଂଗ୍ରେସ କ୍ଷୁବ୍ଧ, ପ୍ରୟାସ ଜାରି କରିବା ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଳୀ: କଂଗ୍ରେସର ‘ଡୋନେଟ୍ ଫର୍ ଦେଶ’ ଅଭିଯାନର ଉଦ୍ଦେଶ୍ୟ ବିଫଳ ହେବା ନେଇ ସମ୍ଭାବନା ଦେଖା ଦେଇଛି । ଏନେଇ କଂଗ୍ରେସ ଅସନ୍ତୁଷ୍ଟ ଥିବା ଜଣା ପଡ଼ିଛି । ତେଣୁ ଦଳର ନେତା, କର୍ମକର୍ତ୍ତା ଏବଂ ସାଧାରଣ ଜନତାଙ୍କୁ…

(Video) ଇଡି ଟିମ ଉପରେ ୨୦୦ ଲୋକ କଲେ ଆକ୍ରମଣ, ଭାଙ୍ଗିଲେ ଗାଡ଼ି କାଚ

କୋଲକାତା: ପଶ୍ଚିମବଙ୍ଗରେ ଇଡି ଟିମ୍ ଉପରେ ଆକ୍ରମଣ ହେବା ଖବର ସାମ୍ନାକୁ ଆସିଛି । ଉତ୍ତର ୨୪ ପ୍ରଗଣାକୁ ଟିଏମସି ନେତାଙ୍କ ଘରେ ଚଢାଉ ପାଇଁ ଯାଇଥିଲା ଇଡି ଟିମ୍ । ଏହି ସମୟରେ ସେମାନଙ୍କରେ ଉପରେ ଆକ୍ରମଣ ହୋଇଛି ।…

ଏସିଆର ଏକ ନମ୍ବର ଧନୀ ବ୍ୟକ୍ତି ହେଲେ ଗୌତମ ଅଦାନୀ: ଗୋଟିଏ ଦିନରେ ବଢ଼ିଲା ୭.୬ ଅରବ ଡଲାର ସମ୍ପତ୍ତି

ନୂଆଦିଲ୍ଲୀ: ପାଖାପାଖି ୧ ବର୍ଷ ପରେ ଶିଳ୍ପପତି ଗୌତମ ଅଦାନୀ ପୁଣି ଥରେ ଏସିଆର ଏକ ନମ୍ବର ଧନୀ ହୋଇଛନ୍ତି । ବିଶ୍ୱର ଅରବପତିଙ୍କ ଲିଷ୍ଟରେ ଏବେ ସେ ୧୨ତମ ସ୍ଥାନରେ ରହିଛନ୍ତି । ଏଭଳି ସ୍ଥିତିରେ ଭାରତର ଅନ୍ୟତମ…

ସକାଳୁ ସକାଳୁ ଭାରତର ଏହି ରାଜ୍ୟରେ ଭୁମିକମ୍ପ ଝଟକା, ଜାଣନ୍ତୁ କେତେ ରହିଛି ତୀବ୍ରତା

ଆଇଜୋଲ: ଭାରତର ମିଜୋରାମ ରାଜ୍ୟରେ ପୁଣି ଥରେ ଭୂମିକମ୍ପ ଅନୁଭୂତ ହୋଇଛି। ସକାଳେ ଲୁଙ୍ଗଲେ ଅଞ୍ଚଳରେ ଭୂମିକମ୍ପ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୫ ରେକର୍ଡ କରାଯାଇଛି। ଏହି ଭୂମିକମ୍ପ ମିଜୋରାମର ଲୋକଙ୍କୁ…

ଆଜି ରାଜସ୍ଥାନ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ: ୩ ଦିନ ଯାଏଁ ହାଇ ଆଲର୍ଟରେ ରହିବ ଜୟପୁର ସହର

ଜୟପୁର: ରାଜସ୍ଥାନରେ ହୋଇଥିବା ଭୂସ୍ଖଳନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଥମ ଥର ପାଇଁ ରାଜ୍ୟ ଗସ୍ତ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଆଜି ସନ୍ଧ୍ୟା ପ୍ରାୟ ୬ ଟାରେ ଜୟପୁରରେ ପହଞ୍ଚିବେ ଯେଉଁଠାରେ ସେ…

ସୁଇସାଇଡ କଲା ଇଞ୍ଜିନିୟରିଂ ଛାତ୍ର, ଅବିଭାବକଙ୍କ ଅନୁପସ୍ଥିତିରେ ବାପାଙ୍କ ବନ୍ଧୁକରେ ନିଜକୁ ଫୁଟାଇଲା ଗୁଳି

ବେଙ୍ଗାଲୁରୁ: ସକାଳୁ ସକାଳୁ ବେଙ୍ଗାଲୁରୁରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଇଞ୍ଜିନିୟର ଛାତ୍ର ନିଜକୁ ଗୁଳି କରି ଆତ୍ମହତ୍ୟା କରିଛି । କୁହାଯାଉଛି ଯେ, ଘରେ ତାଙ୍କ ବାପା ମାଆ ନଥିବା ସମୟରେ ସେ…

ଖୁବ ଶୀଘ୍ର ଖୋଲିବ ‘ମୋଦୀ ଗ୍ୟାଲେରୀ’, ପ୍ରଦର୍ଶିତ ହେବ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଉପଲବ୍ଧି

ନୂଆଦିଲ୍ଲୀ: ସାଧାରଣ ଜନତାଙ୍କ ପାଇଁ ଖୋଲିବ ‘ମୋଦୀ ଗ୍ୟାଲେରୀ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳର ପ୍ରମୁଖ ଉପଲବ୍ଧି ଗୁଡ଼ିକୁ ଏହି ଗ୍ୟାଲେରୀ ପ୍ରଦର୍ଶିତ କରାଯିବ । ଅଧିକାରୀକ ସୂଚନାରୁ ପ୍ରକାଶ ଯେ…

ଉତ୍ତରପ୍ରଦେଶରେ ପିଏମ୍ ଶ୍ରୀ ସ୍କୁଲର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ, କହିଲେ- ‘ବିଦ୍ୟାଳୟ ଶିକ୍ଷାରେ ଆଣିବ ନୂଆ କ୍ରାନ୍ତି ‘

ନୂଆଦିଲ୍ଲୀ: ବିଦ୍ୟାଳୟ ଶିକ୍ଷାରେ ନୂଆ କ୍ରାନ୍ତି ଆଣିବା ଦିଗରେ ପିଏମ ଶ୍ରୀ ସ୍କୁଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଗୁରୁବାର ଉତ୍ତରପ୍ରଦେଶରେ ପିଏମ ଶ୍ରୀ ସ୍କୁଲର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି…

ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ‘ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର’ ୨୦୨୩ ଘୋଷିତ

ନୂଆଦିଲ୍ଲୀ: ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଆଜି 'ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର' ୨୦୨୩ ଘୋଷଣା କରାଯାଇଛି । ଜାନୁଆରୀ ୦୯, ୨୦୨୪ (ମଙ୍ଗଳବାର) ପୂର୍ବାହ୍ନ ୧୧ଟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ…

‘ପ୍ରେରଣା: ଏକ ଅନୁଭୂତିମୂଳକ ଶିକ୍ଷା କାର୍ଯ୍ୟକ୍ରମ’ର ଶୁଭାରମ୍ଭ କଲା ଶିକ୍ଷା ମନ୍ତ୍ରଣାଳୟ: ନବମରୁ ଦ୍ୱାଦଶ ଶ୍ରେଣୀର…

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ 'ପ୍ରେରଣା: ଏକ ଅନୁଭୂତିମୂଳକ ଶିକ୍ଷା କାର୍ଯ୍ୟକ୍ରମ' ଆରମ୍ଭ କରାଯାଇଛି, ଯାହାର ଉଦ୍ଦେଶ୍ୟ ସମସ୍ତ…