fbpx
Browsing Category

ଦେଶ

ବର୍ଷ ୨୦୨୩: କ୍ରିକେଟକୁ ବିଦାୟ ଦେଲେ ୬ଜଣ ଷ୍ଟାର ଖେଳାଳି; ବିଶ୍ୱକପ୍ ଜିତିଥିବା ଖେଳାଳି ବି ଅଛନ୍ତି ସାମିଲ

ଓଡ଼ିଶା ଭାସ୍କର: ନିକଟରେ ଭାରତରେ ଖେଳାଯାଇଥିଲା ଦିନିକିଆ ବିଶ୍ୱକପ୍। ଫାଇନାଲରେ ଟିମ୍ ଇଣ୍ଡିଆକୁ ହରାଇ ଷଷ୍ଠ ଥର ପାଇଁ ବିଶ୍ୱକପ୍ ଜିତିଥିଲା ଅଷ୍ଟ୍ରେଲିଆ। ଅନ୍ୟପକ୍ଷରେ ଚଳିତ ବିଶ୍ବକପ୍ ପରେ ଆଫ୍ରିକୀୟ ଓପନର…

ସୋସିଆଲ ମିଡ଼ିଆ ନିୟମ ବଦଳିଲା! ଗୋଟିଏ ଭୁଲ୍ କାରଣରୁ ଫେସବୁକ, ଇନଷ୍ଟାଗ୍ରାମ ଆକାଉଣ୍ଟ ସବୁଦିନ ପାଇଁ ବନ୍ଦ ହୋଇପାରେ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆର ବ୍ୟବହାର ଦ୍ରୁତ ଭାବେ ବଢ଼ିଚାଲିଛି । ଛୋଟ ପିଲାଙ୍କଠାରୁ ଆରମ୍ଭ ବୃଦ୍ଧ ପର୍ଯ୍ୟନ୍ତ, ଗୃହିଣୀଙ୍କ ଠାରୁ ଆରମ୍ଭ କରି କର୍ମଜୀବୀ, ବ୍ୟବସାୟୀ ସମସ୍ତଙ୍କ ପାଇଁ ଇଣ୍ଟରନେଟ୍…

(Video) ଲୋକେ ଦେଖି କାବା: ଓଭରବ୍ରିଜ୍ ତଳେ ଲାଖିଗଲା ଏକ ବିରାଟ ବିମାନ

ନୂଆଦିଲ୍ଲୀ: ବର୍ତ୍ତମାନ ପିକନିକ୍ ଋତୁ ଚାଲିଥିବା ବେଳେ ନୂଆବର୍ଷ ଉପଲକ୍ଷେ ସମସ୍ତେ ନିଜର ବନ୍ଧୁ, ପରିଜନଙ୍କ ସହିତ ନୂଆ ନୂଆ ସ୍ଥାନ ପରିଭ୍ରମଣ କରୁଛନ୍ତି । ତେବେ ଶୀତଦିନେ କୁହୁଡ଼ି କାରଣରୁ ବିଭିନ୍ନ ସ୍ଥାନରେ ବହୁ ସଡ଼କ…

ଭାରତ ସରକାରଙ୍କ କ୍ୟାଲେଣ୍ଡର ୨୦୨୪ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ଜାଣନ୍ତୁ କେଉଁ ମାସରେ କ’ଣ ରହିଛି ?

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ଆଜି "ଆମ ସଂକଳ୍ପ ବିକଶିତ ଭାରତ" ଶୀର୍ଷକରେ ଭାରତ ସରକାରଙ୍କ କ୍ୟାଲେଣ୍ଡର ୨୦୨୪ ର ଉନ୍ମୋଚନ କରିଛନ୍ତି । କ୍ୟାଲେଣ୍ଡର ୨୦୨୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

(Video)ପ୍ରଧାନମନ୍ତ୍ରୀ ଫେରିବା ପରେ ଫୁଲକୁଣ୍ଡ ବୋହି ନେଲେ ଲୋକେ: କହିଲେ, ମୋଦୀ ତ ଚାଲିଯାଇଛନ୍ତି, ଏସବୁ ଆଉ କ’ଣ ହେବ?

ଅଯୋଧ୍ୟା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଗବାନ ରାମଙ୍କ ନଗରୀ ଅଯୋଧ୍ୟାରେ ଆଜି ବହୁ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଅଯୋଧ୍ୟା ଧାମ ରେଳଷ୍ଟେସନ ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ୨ ଅମୃତ ଭାରତ ଓ ୬ ବନ୍ଦେ ଭାରତ…

କିଏ ଏହି ମୀରା ଯାହାଙ୍କ ଘରେ ଆଜି ଅଚାନକ ପହଞ୍ଚିିଗଲେ ମୋଦୀ, ଚା’ ପିଇ କହିଲେ ଅଧିକ ମିଠା ହୋଇଯାଇଛି

ଅଯୋଧ୍ୟା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଯୋଧ୍ୟା ଗସ୍ତରେ ଅଛନ୍ତି । ରାମ ମନ୍ଦିର ଯିବା ପୂର୍ବରୁ ସେ ଅଚାନକ ଏକ ଦଳିତ ପରିବାରକୁ ଯାଇଥିଲେ । ଏଠାରେ ସେ ଚା’ ବି ପିଇଥିଲେ । ଏହି ପରିବାର ସରକାରଙ୍କ ଉଜ୍ଜ୍ୱଳା…

୧୦ଟି ଲକ୍ଷଣକୁ ଆଦୌ ଅଣଦେଖା କରନ୍ତୁନି: JN.1 ସବ-ଭାରିଆଣ୍ଟକୁ ନେଇ AIIMS ପକ୍ଷରୁ ଚେତାବନୀ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧୀରେଧୀରେ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୭୪୩ଟି ନୂଆ ମାମଲା ଚିହ୍ନଟ ହେବା ସହିତ ୭ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । କେରଳରୁ ୩ ଜଣ, କର୍ଣ୍ଣାଟକରୁ ୨ ଜଣ, ତାମିଲନାଡ଼ୁ…

ରାମ ନଗରୀରେ ବିରଳ ଦୃଶ୍ୟ, ଗଛ ଦେହରେ ସ୍ୱତଃ ଲେଖି ହୋଇଯାଉଛି ‘ରାମ’ ନାମ

ଅଯୋଧ୍ୟା: ‘ରାମ’ ନାମରେ ଚମତ୍କାରୀ ଶକ୍ତି ରହିଛି । ଏହା ପଥର ଉପରେ ଲେଖିଦେଲେ ପଥର ପତର ପରି ପାଣିରେ ଭାସିବାକୁ ଲାଗିଥାଏ । ସେହିପରି କୌଣସି ବୃକ୍ଷ ଉପରେ ଏହା ଲେଖା ହୋଇଗଲେ ବୃକ୍ଷଟି ପୂଜ୍ୟ ହୋଇଯାଏ । ଏହାକୁ ନେଇ…

(Video) ସତ ହେଲା ପିଲା ବେଳର ‘ଚତୁର କୁଆ’ ଗପ; ଢେଲା ପକାଇ ପିଇଲା ପାଣି

ଓଡ଼ିଶା ଭାସ୍କର: ପକ୍ଷୀ ଭିତରେ ସବୁଠୁ ଚତୁର ପକ୍ଷୀ ହେଉଛି କୁଆ । ବୈଜ୍ଞାନିକମାନେ କୁଆର ବୁଦ୍ଧିକୁ ସାତ ବର୍ଷର ମଣିଷ ପିଲା ସହ ତୁଳନା କରନ୍ତି । ମନେ ପଡ଼େ ପିଲା ବେଳର 'ଚତୁର କୁଆ' ଗପ, ଯିଏ ଏକ ଅଳ୍ପ ପାଣିଥିବା…

ମୁଖ୍ୟ ନିର୍ବାଚନ ଆୟୁକ୍ତ ଏବଂ ନିର୍ବାଚନ ଆୟୁକ୍ତ ନିଯୁକ୍ତି ସମ୍ପର୍କିତ ବିଧେୟକ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ ଆୟୁକ୍ତ ଏବଂ ନିର୍ବାଚନ ଆୟୁକ୍ତ ନିଯୁକ୍ତି ସମ୍ପର୍କିତ ବିଧେୟକକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ସ୍ୱୀକୃତି ପ୍ରଦାନ କରିଛନ୍ତି । ରାଷ୍ଟ୍ରପତିଙ୍କ ସ୍ୱୀକୃତି ପରେ କେନ୍ଦ୍ର…