fbpx
Browsing Category

ଦେଶ

ସାବଧାନର ସହ ଜମା କରନ୍ତୁ ବିଜୁଳି ବିଲ : ସାମାନ୍ୟ ଅସାବଧାନତା ପଡିବ ଭାରି

ଲକ୍ଷ୍ନୌ : ଦୁନିଆ ଦିନକୁ ଦିନ ଡିଜିଟାଲ ହେବାରେ ଲାଗିଛି, ଏହା ସହିତ ସାଇବର ଠକମାନେ ମଧ୍ୟ ନୂତନ ଟେକ୍ନୋଲୋଜି ସାହାର୍ଯ୍ୟରେ ଠକେଇ କରୁଛନ୍ତି । ସାଇବର ଠକମାନେ ଏବେ ନକଲି ବିଜୁଳିର ବିଲ ତିଆରି କରି ଲୋକଙ୍କୁ ଏସଏମଏସ…

ଉନ୍ମୋଚିତ ହେବ ୧୦୮ ଫୁଟର ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମା, ୨୧୦୦ କୋଟି ଟଙ୍କା ଖର୍ଚ୍ଚରେ ହୋଇଥିଲା ନିର୍ମାଣ

ଭୋପାଳ : ମଧ୍ୟପ୍ରଦେଶର ଓମକେଶ୍ୱରରେ ଆଜି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ । ଏହା ୨୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି । ଏହା ଅଷ୍ଟଧାତୁରେ…

ଗୋଟିଏ ଦିନରେ ଏକ ମିଲିୟନରୁ ଅଧିକ ସବ୍ସକ୍ରାଇବର: WhatsApp Channelsରେ ରେକର୍ଡ ସୃଷ୍ଟି କଲେ ପିଏମ ମୋଦୀ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଆକ୍ଟିଭ୍ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ହ୍ୱାଟ୍ସଆପ୍ ଚ୍ୟାନେଲରେ ମଧ୍ୟ ଆସିଛନ୍ତି । ହ୍ୱାଟ୍ସଆପ୍ ନିକଟରେ ଏହାର ନୂଆ ଫିଚର ଲଞ୍ଚ କରିଛି, ଯେଉଁଠାରେ ପ୍ରଧାନମନ୍ତ୍ରୀ…

ଭାରତୀୟ ପ୍ରାଣୀ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଚିହ୍ନଟ କଲେ ଏକ ନୂଆ ପ୍ରଜାତିର ମାଛ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭାରତୀୟ ପ୍ରାଣୀ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ ଏକ ନୂଆ ପ୍ରଜାତିର ମାଛ ଚିହ୍ନଟ କରିଛନ୍ତି । ଗତ ୨୦୧୮ ମସିହାରେ ଏହି ପ୍ରଜାତିର ମାଛର ୨୪ଟି ନମୂନା ଭାରତର ପୂର୍ବ ଉପକୂଳର ଦିଘା…

ଲୋକସଭାରେ କେଉଁ ଦୁଇଜଣ ସାଂସଦ ମହିଳା ସଂରକ୍ଷଣ ବିଲକୁ ବିରୋଧ କରିଥିଲେ ଓ କାହିଁକି?

ନୂଆଦିଲ୍ଲୀ: ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନ ନେଇ ଆଜି ଲୋକସଭା ଓ ରାଜ୍ୟସଭାରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ପାଇଁ ଭୋଟ ହୋଇଥିଲା । ଲୋକସଭାରେ ଏହି ବିଲକୁ ଅଧିକ ଦଳ ସମର୍ଥନ କରିଥିବା ବେଳେ ସପକ୍ଷରେ ୪୫୪ଟି…

ଶିକ୍ଷା ବିଭାଗର ସର୍ଭେ ରିପୋର୍ଟରୁ ସାମ୍ନାକୁ ଆସିଲା ସତ: ଏବେବି ଏହି ରାଜ୍ୟର ନଅ ଲକ୍ଷ ଛାତ୍ରଛାତ୍ରୀଙ୍କର ନାହିଁ ଆଧାର କାର୍ଡ

କୋଲକତା: ବର୍ତ୍ତମାନ ପ୍ରୟତଃ ସବୁ ସ୍ଥାନରେ ଆଧାର କାର୍ଡ ବାଧ୍ୟତାମୂଳକ ହୋଇସାରିଲାଣି। ଅନେକ ସରକାରୀ କାମରେ ଆଧାରକୁ ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏବେ ବି ଲକ୍ଷ ଲକ୍ଷ…

୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ କୃଷି ଋଣ, ୧୪ ଦିନ ମଧ୍ୟରେ ଚାଷୀଙ୍କୁ କାର୍ଡ ପ୍ରଦାନ କରିବ ବ୍ୟାଙ୍କ

ନୂଆଦିଲ୍ଲୀ: ଏବେ କିଷାନ କ୍ରେଡିଟ୍ କାର୍ଡ ପ୍ରକ୍ରିୟାକୁ କେନ୍ଦ୍ର ସରକାର ସହଜ କରିଛନ୍ତି। ଏଣିକି ଆବେଦନ କରିବାର ୧୪ ଦିନ ମଧ୍ୟରେ ଚାଷୀଙ୍କୁ କାର୍ଡ ପ୍ରଦାନ କରିବ ବ୍ୟାଙ୍କ । କେନ୍ଦ୍ର କୃଷି ମନ୍ତ୍ରାଳୟ ପକ୍ଷରୁ…

ସାଧାରଣତନ୍ତ୍ର ଦିବସ ସମାରୋହକୁ ଜୋ’ ବାଇଡେନଙ୍କୁ ନିମନ୍ତ୍ରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଆସନ୍ତା ଜାନୁଆରି ୨୬ ତାରିଖରେ ନୂଆଦିଲ୍ଲୀରେ ହେବାକୁ ଥିବା ଭାରତର ସାଧାରଣତନ୍ତ୍ର ଦିବସ ସମାରୋହରେ ଅତିଥି ହେବାପାଇଁ ଆମେରିକା ରାଷ୍ଟ୍ରପତି ଜୋ’ ବାଇଡେନଙ୍କୁ ନିମନ୍ତ୍ରଣ କରାଯାଇଛି ବୋଲି ଭାରତରେ…

କିଲୋ ପିଛା ୨୦୦ ଟଙ୍କା ଛୁଇଁଁବ ଡାଲି ! ଦର ବୃଦ୍ଧି ନେଇ ଖାଉଟି ଅସନ୍ତୋଷ

ନୂଆଦିଲ୍ଲୀ: ଦିନକୁ ଦିନ ବଢ଼ୁଛି ଅତ୍ୟାବଶ୍ୟକ ସାମଗ୍ରୀର ଦର, ଯାହାକୁ ନେଇ ଚିନ୍ତାରେ ଏବେ ସାଧାରଣ ଖାଉଟି । ଆଗରୁ ତେଲ, ଅଟା, ଚାଉଳ ବଢିଥିବାବେଳେ ଏବେ ଡାଲି ଦର ବୃଦ୍ଧିରେ ଖାଉଟି ପୁରା ହତାଶ। କାରଣ ଖୁଚୁରା ବଜାରରେ…

ବୃଦ୍ଧି ପାଇଲା ରେଲୱେ ଦୁର୍ଘଟଣାର ଅନୁକମ୍ପା ରାଶି: ରେଲୱେ ମନ୍ତ୍ରାଳୟ ପକ୍ଷରୁ ବଡ଼ ଘୋଷଣା

ନୂଆଦିଲ୍ଲୀ: ବର୍ତ୍ତମାନ ବିଭିନ୍ନ ସ୍ତାନରେ ରେଳ ଦୁର୍ଘଟଣା ମାମଲା ଦେଖିବାକୁ ମିଳୁଛି । ବାଲେଶ୍ୱରର ବାହାନଗା ଦୁର୍ଘଟଣା ପରଠାରୁ ଭାରତୀୟ ରେଲୱେ ମଧ୍ୟ ଏ ନେଇ ଚିନ୍ତାରେ ରହିଛି । ତେବେ ଏହି ଦୁର୍ଘଟରାରେ ପୀଡ଼ିତ…