fbpx
Browsing Category

ଦେଶ

ଲେହ-ଲଦାଖରେ ଭୂକମ୍ପ ଯୋଗୁଁ ଥରିଲା ପୃଥିବୀ, ଜାଣନ୍ତୁ କେତେ ଥିଲା ତୀବ୍ରତା?

ନୂଆଦିଲ୍ଲୀ: ମୋରକ୍କୋରେ ପ୍ରବଳ ଭୂକମ୍ପ ଯୋଗୁଁ ହଜାର ହଜାର ଲୋକ ପ୍ରାଣ ହରାଇଥିବା ବେଳେ ମଙ୍ଗଳବାର ଦିନ ଭାରତର ପାହାଡ଼ିଆ ଅଞ୍ଚଳରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି । ମଙ୍ଗଳବାର ଅପରାହ୍ନରେ ଭାରତର ହିମାଳୟ ଅଞ୍ଚଳରେ…

ରାଜନେତାଙ୍କ କ୍ରାଇମ ରିପୋର୍ଟ…କେଉଁ ସାଂସଦଙ୍କ ବିରୋଧରେ ଅଛି ଅଧିକ କ୍ରିମିନାଲ ରେକର୍ଡ? ଆସିଲା ରିପୋର୍ଟ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ରାଜନୀତି ଏବଂ ଐତିହାସିକ ନିଷ୍ପତ୍ତି ପାଇଁ ସାରା ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । କିନ୍ତୁ ଦେଶ ଭିତରେ ଅନେକ ସାଂସଦ ନିଜ ଦାୟିତ୍ୱ ଓ…

ଏଣିକି ଚାଲାଣରୁ ବଞ୍ଚାଇବ ଆପ୍: ୧୦୦ ମିଟର ଦୂରରେ କେଉଁଠି ସ୍ପିଡ୍ କ୍ୟାମେରା ଅଛି, ତାହା ଆପଣଙ୍କୁ କହିବ

ନୂଆଦିଲ୍ଲୀ: ଭାରତରେ ପ୍ରତିବର୍ଷ ଓଭରସ୍ପିଡ ଯୋଗୁଁ ସଡ଼କ ଦୁର୍ଘଟଣା ଦେଖତିବାକୁ ମିଳୁଛି । ଏଥିରେ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି । ଏହିପରି ଦୁର୍ଘଟଣାକୁ ରୋକିବା ପାଇଁ ଟ୍ରାଫିକ ପୋଲିସ ଅଧିକ ପଦକ୍ଷେପ ଉପରେ ନଜର…

ଚନ୍ଦ୍ର, ସୂର୍ଯ୍ୟ ମିଶନ ପରେ ଏବେ ଆରମ୍ଭ ସମୁଦ୍ର ମିଶନ : ଜାଣନ୍ତୁ କାହିଁକି ସ୍ୱତନ୍ତ୍ର ଏହି ମିଶନ

ନୂଆଦିଲ୍ଲୀ : ଭାରତୀୟ ବୈଜ୍ଞାନିକମାନେ ଚନ୍ଦ୍ର ଏବଂ ସୂର୍ଯ୍ୟ ମିଶନ ପରେ ଏବେ ସମୁଦ୍ର ମିଶନ ପାଇଁ ପ୍ରସ୍ତୁତ ହେଉଛନ୍ତି । ଅଗଷ୍ଟ ୨୩ରେ ଚନ୍ଦ୍ରଯାନ ୩ ମିଶନର ସଫଳତା ପରେ ସେପ୍ଟେମ୍ବର ୨କୁ ଆଦିତ୍ୟ ଏଲ-୧ ସୂର୍ଯ୍ୟଙ୍କ…

ଆକାଶରେ ପୁଣି ଭାରତ-ପାକ୍ ଫାଇଟର ଜେଟ୍ ହେବେ ସାମ୍ନାସାମ୍ନି, ୨୦୧୯ ପରେ ପୁଣି ହେବ ଡଗ୍ ଫାଇଟ୍‌

ନୂଆଦିଲ୍ଲୀ: ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ପରେ ପରେ ଫେବୃୟାରୀ ୨୦୧୯ରେ ଭାରତ ଓ ପାକିସ୍ତାନ ବାୟୁସେନା ମଧ୍ୟରେ ଶେଷ ଥର ଲାଗି ଆକାଶରେ ଡଗ୍ ଫାଇଟ୍ ହୋଇଥିଲା । ଏବେ ପୁଣି ଆଉଥରେ ଏହି ଦୁଇ ଦେଶର ଫାଇଟର ଜେଟ୍ ଆକାଶରେ…

G-20 ସମ୍ମିଳନୀରେ ଅତିଥିଙ୍କୁ ଏହି ଉପହାର ଦେଲେ ପ୍ରଧାନମନ୍ତ୍ରୀ: କ’ଣ ଅଛି ଏହି ବକ୍ସ ଭିତରେ?

ନୂଆଦିଲ୍ଲୀ: ରବିବାର ଶେଷ ହୋଇଛି ଭାରରେ ଆୟୋଜିତ ହୋଇଥିବା ଐତିହାସିକ ଜି-୨୦ ସମ୍ମିଳନୀ । ସଫଳତା ର ସହ ସମ୍ମଳିନୀ ଶେଷ କରିବା ସହ ଏଥିରେ ଅନେକ ବଡ଼ ବଡ଼ ନିଷ୍ପତ୍ତି ମଧ୍ୟ ନେଇଛନ୍ତି । ନୂଆଦିଲ୍ଲୀ ଘୋଷଣାପତ୍ରକୁ ମଞ୍ଜୁରୀ…

MCD ଦିଲ୍ଲୀର ବିଭିନ୍ନ ସ୍ଥାନରୁ ଧାରା ହୋଇଥିଲା କୁକୁର, ବର୍ତ୍ତମାନ ନିଜ ଅଞ୍ଚଳରେ ଛାଡିବା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଚେତାବନୀ

ନୂଆଦିଲ୍ଲୀ : ଦିଲ୍ଲୀ ନଗର ନିଗମ (ଏମସିଡି) ସୋମବାର କହିଛି, ଯେଉଁ କୁକୁର ମାନଙ୍କୁ ସେମାନଙ୍କ ସ୍ଥାନରୁ ଧରାଯାଇଥିଲା, ବର୍ତ୍ତମାନ ସେମାନଙ୍କୁ ସେମାନଙ୍କ ସ୍ଥାନରେ ଛଡାଯିବ । ଅଧିକାରୀଙ୍କ କହିବା ଅନୁସାରେ ୨୦୨୩ରେ…

ଆମେରିକା ଆପଲ୍ ଏବଂ ଆଖରୋଟ୍ ଉପରେ ଅତିରିକ୍ତ କର ପ୍ରତ୍ୟାହାର କଲେ କେନ୍ଦ୍ର ସରକାର, ଭାରତୀୟ ଚାଷୀଙ୍କ ଉପରେ ପ୍ରଭାବ ପଡ଼ିବା ଆଶଙ୍କା

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ସରକାର ଆମେରିକା ଆପଲ୍ ଏବଂ ଆଖରୋଟ୍ ଆମଦାନୀ ଉପରେ ଅତିରିକ୍ତ କର ପ୍ରତ୍ୟାହାର କରିଛନ୍ତି । ଯାହାକୁ ଭାରତର କାଶ୍ମୀର ଚାଷୀମାନେ ଜୋରଦାର ବିରୋଧ କରିଛନ୍ତି । ଏଠାରେ ଚାଷୀ ଏବଂ ରାଜନୈତିକ…

‘ପଠାନ’ଏବଂ ‘ଗଦର-୨’ ଫିଲ୍ମକୁ ପଛରେ ପକାଇଲା ଶାହରୁଖ ଖାନଙ୍କ ‘ଯବାନ’, ଜାଣନ୍ତୁ ୫ ଦିନରେ କଲେକସନ କେତେ …

ନୂଆଦିଲ୍ଲୀ : ଶାହାରୁଖ ଖାନଙ୍କ ଫିଲ୍ମ ‘ଯବାନ’ ବକ୍ସ ଅଫିସରେ ଧମାଲ କରୁଛି । ‘ଯବାନ’ର କ୍ରେଜ ଦର୍ଶକମାନଙ୍କ ମଧ୍ୟରେ ମଧ୍ୟ ଦେଖିବାକୁ ମିଳୁଛି । ସିନେମା ଘରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଏହି ଫିଲ୍ମ ପାଇଁ…

ଆଉ କିଛି ଦିନ ପରେ ଭାରତରେ ମିଶିଯିବ POK, କେନ୍ଦ୍ର ମନ୍ତ୍ରୀଙ୍କ ଏପରି ବୟାନରେ ପାକିସ୍ତାନର ନିଦ ହଜିଯାଇଛି

ନୂଆଦିଲ୍ଲୀ:କେନ୍ଦ୍ର ମନ୍ତ୍ରୀ ଓ ପୂର୍ବତନ ସେନା ମୁଖ୍ୟ ଜେନେରାଲ ଭିକେ ସିଂହଙ୍କ ଏକ ବୟାନ ପାକିସ୍ତାନର ନିଦ ହଜାଇ ଦେଇଛି । ସେ କହିଛନ୍ତି ପାକିସ୍ତାନ କବଜାରେ ଥିବା କାଶ୍ମୀର କିଛି ସମୟ ମଧ୍ୟରେ ସ୍ୱତଃ ଭାରତ ସହ…