Browsing Category
ଦେଶ
ସହିଦ ଯବାନଙ୍କ ପେନସନ ପାଇବାର ଅଧିକାର କାହାର? ସଂସଦରେ ସ୍ପଷ୍ଟ କରିଲେ ସରକାର…
ନୂଆଦିଲ୍ଲୀ: ସହିଦ ହୋଇଥିବା ଯବାନଙ୍କ ପରିବାରରେ କିଏ ପାଉଛନ୍ତି ପେନସନ ? କଂଗ୍ରେସ ସାଂସଦ ଇମ୍ରାନ ମାସୁଦଙ୍କ ଏହି ପ୍ରଶ୍ନର ଉତ୍ତର କେନ୍ଦ୍ର ସରକାର ଅଗଷ୍ଟ ୯ ତାରିଖ ଶୁକ୍ରବାର ସଂସଦରେ ଜଣାଇଛନ୍ତି। ସହିଦଙ୍କ ପତ୍ନୀ…
ସୁକନ୍ୟା ଖାତାରେ ଏପରି ମିଳିବ କୋଟି କୋଟି ଟଙ୍କା, ପ୍ରତି ମାସରେ କରିବାକୁ ହେବ ଏତିକି ନିବେଶ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ଝିଅମାନଙ୍କ ପାଇଁ ଅନେକ ପ୍ରକାର ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି। ପୋଷ୍ଟ ଅଫିସର ମଧ୍ୟ ଅନେକ ଯେଜନା ରହିଛି, ଯେଉଁଥିରେ ନିବେଶ କରିବାରେ ଭଲ ରିଟର୍ଣ୍ଣ ମିଳିଥାଏ। ପୋଷ୍ଟ ଅଫିସର…
ୱାୟନାଡ଼ରେ ପହଞ୍ଚିଲେ ପିଏମ ମୋଦୀ, ଭୂସ୍ଖଳନ ପ୍ରଭାବିତ ଅଞ୍ଚଳର ପରଖିଲେ ସ୍ଥିତି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ କେରଳରେ ପହଞ୍ଚିଛନ୍ତି। ପିଏମ ସକାଳ ୧୧ଟା ୨୦ରେ କନ୍ନୁର ବିମାନବନ୍ଦରରେ ପହଞ୍ଚିଛନ୍ତି। ସେଠାରେ ରାଜ୍ୟପାଳ ଆରିକ ମହମ୍ମଦ ଖାନ ଏବଂ ମୁଖ୍ୟମନ୍ତ୍ରୀ ପିନାରାଇ…
ଦୁଃଖ ଖବର: ମରାଠୀ ଅଭିନେତା ବିଜୟ କଦମଙ୍କ ବିୟୋଗ
ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଜଗତରୁ ଆସିଛି ଏକ ଦୁଃଖ ଖବର । ବିଶିଷ୍ଟ ମରାଠୀ ଅଭିନେତା ବିଜୟ କଦମଙ୍କ ପରଲୋକ ଘଟିଛି । ମୃତ୍ୟୁ ପୂର୍ବରୁ ବିଜୟଙ୍କୁ ୬୭ ବର୍ଷ ବୟସ ହୋଇଥିଲା । କ୍ୟାନସରରେ ପୀଡ଼ିତ ହୋଇ ବିଜୟ ଶେଷ…
(Video) ୮ ମାସର ଗର୍ଭବତୀ ଦୀପିକା ପାଦୁକୋନ ବଦଳାଇଲେ ନିଜର ଲୁକ, ଫ୍ୟାନ୍ସ ଦେଖି ଦିୱାନା
ନୂଆଦିଲ୍ଲୀ: ଦୀପିକା ପାଦୁକୋନ ଏବଂ ରଣବୀର ସିଂହ ଖୁବଶୀଘ୍ର ଅଭିଭାବକ ହେବାକୁ ଯାଉଛନ୍ତି। ଦୀପିକା ୮ ମାସର ଗର୍ଭବତୀ ଅଟନ୍ତି। ଦୀପିକାଙ୍କ ମୁହଁରେ ଗର୍ଭବତୀର ଚମକ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। ସେହିପରି ଏହାରି…
ସରକାର ନିର୍ମାଣ କରିବେ କୋଟି କୋଟି ଘର, ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀଙ୍କ ପୂରା ହେବ ଶସ୍ତା ଗୃହର ସ୍ୱପ୍ନ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ଅର୍ବାନ ୨.୦ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି । ଏହି ଯୋଜନା ଅନୁଯାୟୀ, କେନ୍ଦ୍ର ସରକାର ସହରାଞ୍ଚଳର ଗରିବ ଏବଂ ମଧ୍ୟବିତ୍ତ ପରିବାର ପାଇଁ ଏକ କୋଟି ଶସ୍ତା ଘର…
‘Something big soon India’: ଭାରତକୁ ନେଇ ପୁଣି ଏକ ବଡ଼ ଚେତାବନୀ ଜାରି କଲା ହିଣ୍ଡେନବର୍ଗ, ଅଦାନୀଙ୍କ ପରେ ଏବେ ପରବର୍ତ୍ତୀ…
ନୂଆଦିଲ୍ଲୀ: ଭାରତର ଦ୍ୱିତୀୟ ଧନଶାଳୀ ବ୍ୟକ୍ତି ଗୌତମ ଅଦାନୀଙ୍କୁ ବଡ଼ ଝଟକା ଦେଇଥିବା ଆମେରିକାର ଶର୍ଟ ସେଲର ଫାର୍ମ ହିଣ୍ଡେନବର୍ଗ ରିସର୍ଚ୍ଚ ପୁଣି ଥରେ ଏକ ଚେତାବନୀ ଜାରି କରିଛି । ତେଣୁ ଅଦାନୀଙ୍କ ପରେ ଏବେ…
JNUରେ undergraduate ପାଠ୍ୟକ୍ରମରେ ଆଡମିଶନ ପାଇଁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ, ଜାଣନ୍ତୁ ଫି ଷ୍ଟ୍ରକଚର
ନୂଆଦିଲ୍ଲୀ: ଦେଶର ଜଣାଶୁଣା ବିଶ୍ୱବିଦ୍ୟାଳୟ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(JNU)ରେ undergraduate ପାଠ୍ୟକ୍ରମ ପାଇଁ ଆଡ଼ମିଶନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଇଚ୍ଛୁକ ଛାତ୍ର ଛାତ୍ରୀ ବିଶ୍ୱବିଦ୍ୟାଳୟର ଅଫିସିଆଲ…
ଜେଲରୁ ବାହାରିବା ପରେ ମନୀଷ ସିସୋଦିଆଙ୍କୁ ମିଳିବ ବଡ଼ ଦାୟିତ୍ୱ; ଆପ୍ ପ୍ରସ୍ତୁତ କରିଛି ପ୍ଲାନ୍
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଖୁବଶୀଘ୍ର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରନ୍ତି। ଦଳୀୟ…
ପ୍ରାଇଭେଟ ସ୍କୁଲରେ ୨୫ ପ୍ରତିଶତ ସିଟରେ ଆଡମିଶନ କରିପାରିବେ ଗରିବ ପିଲା! ସରକାର ନେଲେ ନିଷ୍ପତ୍ତି
ନୂଆଦିଲ୍ଲୀ: ଗରିବ ଶ୍ରେଣୀର ପିଲାଙ୍କ ଶିକ୍ଷା ପାଇଁ ସରକାର ଅନେକ ପ୍ରକାର ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି । ଏଥିସହ ଶିକ୍ଷା ପାଇଁ ସରକାରଙ୍କ ଅବଦାନ ଅତୁଳନୀୟ । ତେବେ ଏହାରି ମଧ୍ୟରେ ଏପରି ଏକ ଖବର ଆସିଛି ଯାହା…