Browsing Category
ଦେଶ
ମନ୍ଦିର କାନ୍ଥ ଭୁଶୁଡ଼ି ୯ ମୃତ, ୪ ଲକ୍ଷ ସହାୟତା ରାଶି ଘୋଷଣା କଲେ ମଧ୍ୟପ୍ରଦେଶ ସରକାର
ଭୋପାଲ: ମଧ୍ୟପ୍ରଦେଶ ସାଗର ଜିଲ୍ଲା ଶାହାପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ହରଦୌଲ ମନ୍ଦିର କାନ୍ଥ ଭୁଶୁଡ଼ି ୯ ଜଣଙ୍କର ମୃତ୍ୟୁ ହୋଇଛି । ସମସ୍ତ ମୃତକଙ୍କ ବୟସ ୧୦ରୁ ୧୯ ବର୍ଷ ମଧ୍ୟରେ ରହିଥିବା ଅନୁମାନ…
ବିଶାଖାପାଟନାମ ଷ୍ଟେସନରେ କୋରବା ଏକ୍ସପ୍ରେସରେ ଲାଗିଲା ନିଆଁ, ଜଳିଗଲା ୩ଟି ବଗି, ସମସ୍ତ ଯାତ୍ରୀ ସୁରକ୍ଷିତ
ଓଡ଼ିଶା ଭାସ୍କର: ବିଶାଖାପାଟନାମ ଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ । ଷ୍ଟେସନରେ ଛିଡ଼ା ହୋଇଥିବା ବେଳେ ଧୁ ଧୁ ହୋଇ ଜଳିଥିଲା କୋରବା ଏକ୍ସପ୍ରେସର ୩ଟି ବଗି । ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ସମଗ୍ର ଷ୍ଟେସନ…
୪୮ ଘଣ୍ଟା ମଧ୍ୟରେ ହେବ ତୃତୀୟ ବିଶ୍ୱଯୁଦ୍ଧ? ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ ତାଜା ତାରିଖ ଜାରି କଲେ ‘ଭାରତୀୟ ନୋଷ୍ଟ୍ରଡାମସ୍’
ନୂଆଦିଲ୍ଲୀ: ଇରାନଓ ଇସ୍ରାଏଲ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ କାରଣରୁ ଏବେ ସାରା ବିଶ୍ୱରେ ଆତଙ୍କର ମାହୋଲ ସୃଷ୍ଟି ହୋଇଛି । ଏହି ବିବାଦ ତୃତୀୟ ବିଶ୍ୱଯୁଦ୍ଧର ରୂପ ନେଇପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି । ହମାସ…
PM Modi: ପୁଣିଥରେ ବିଶ୍ୱର ଲୋକପ୍ରିୟ ନେତା ହେଲେ ମୋଦୀ, 69% ରେଟିଂ ସହ ରହିଲେ ଉପରେ , ଦେଖନ୍ତୁ ଟପ୍ 10 ନେତାଙ୍କ ତାଲିକା
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ବିଶ୍ୱର ଲୋକପ୍ରିୟ ନେତାଙ୍କ ତାଲିକାରେ ଶୀର୍ଷରେ ଅଛନ୍ତି। ପିଏମ ମୋଦୀ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ କିର…
(Video):‘ମୁଁ ତୁମକୁ ବାଡ଼ିରେ ପିଟିବିି…’ ମହିଳା ବନ ଅଧିକାରୀଙ୍କୁ ଧମକ ଦେଲେ TMC ନେତା
କୋଲକାତା: ପୁଣି ବିବାଦ ଘେରରେ ପଶ୍ଚିମବଙ୍ଗର ଜେଲ୍ ମନ୍ତ୍ରୀ ଅଖିଲ ଗିରି । ଜଣେ ମହିଳା ବନ ଅଧିକାରୀଙ୍କୁ ଦିବାଲୋକରେ ଧମକ ଦେବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏନେଇ ଟିଏମସି ସମେତ ଅନ୍ୟ…
୨୭୦୦୦ ଲୋକଙ୍କୁ ସେମିକଣ୍ଡକ୍ଟର ପ୍ଲାଣ୍ଟରେ ମିଳିବ ଚାକିରି, ଆସନ୍ତା ବର୍ଷରୁ ଆରମ୍ଭ : ଟାଟା ଚେୟାରମ୍ୟାନଙ୍କ ବଡ ପ୍ଲାନ୍
ନୂଆଦିଲ୍ଲୀ: ଭାରତ ଅନ୍ୟ ଦେଶ ଉପରେ ନିଜର ସେମିକଣ୍ଡକ୍ଟର ନିର୍ଭରଶୀଳତାକୁ ଶେଷ କରିବା ପାଇଁ ଶୀଘ୍ର ପଦକ୍ଷେପ ନେଉଛି । ଏହାକୁ ଦୃଷ୍ଟିରେ ରଖି ଗତକାଲି ମୋରିଗାଓଁ ଜିଲ୍ଲାର ଜାଗିରୋଡରେ ୨୭,୦୦୦ କୋଟି ଟଙ୍କା ମୂଲ୍ୟର ଏକ…
(Video) ୱାୟନାଡରେ ମହାରେକର୍ଡ କଲା ଭାରତୀୟ ସେନା: ୩୧ ଘଣ୍ଟାରେ ନିର୍ମାଣ କଲା ୧୯୦ ଫୁଟ ଲମ୍ବ ବିଶିଷ୍ଟ ବେଲି ବ୍ରିଜ୍
ନୂଆଦିଲ୍ଲୀ: କେରଳର ୱାୟନାଡରେ ଦେଖାଦେଇଥିବା ଭୟଙ୍କର ଭୂସ୍ଖଳନ କାରଣରୁ ମୃତ୍ୟୁସଂଖ୍ୟା ୩୫୦ ଟପିଥିବା ବେଳେ ଏବେ ବି ଶତାଧିକ ନିଖୋଜ ରହିଛନ୍ତି । ଏହି ପ୍ରାକୃତିକ ଦୁର୍ବିପାକ କାରଣରୁ ଶତାଧିକ ଘରଦ୍ୱାର ନିଶ୍ଚିହ୍ନ…
ଆଗ୍ରା- ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; କାର- ବସ୍ ଧକ୍କା, ୬ ମୃତ, ୪୦ରୁ ଉର୍ଦ୍ଧ୍ୱ ଆହତ
ଲକ୍ଷ୍ନୌ: ଉତ୍ତରପ୍ରଦେଶ ଇଟାୱା ଅଞ୍ଚଳରେ ଆଗ୍ରା- ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି…
ହର ଘର ତ୍ରୀରଙ୍ଗା ଅଭିଯାନରେ ଦେଶ ବାସୀଙ୍କୁ ସାମିଲ ହେବା ପାଇଁ ଗୃହମନ୍ତ୍ରୀଙ୍କ ନିବେଦନ: ଅଗଷ୍ଟ ୯ ଠାରୁ ନିଜ ଘରେ ତ୍ରିରଙ୍ଗା ଉଡାନ୍ତୁ
ନୂଆଦିଲ୍ଲୀ: ନିଜ ଘରେ ତ୍ରିରଙ୍ଗା ଉତ୍ତୋଳନ କରିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ । ଅଗଷ୍ଟ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ଆରମ୍ଭ ହେବ ‘ହର ଘର ତ୍ରିରଙ୍ଗା’…
ବଞ୍ଚିବେ ତ ସୁନିତା ୱିଲିୟମ୍ସ! ପାଖରେ ରହିଛି ଏତେ କମ୍ ଇନ୍ଧନ , ଯଦି ସରିଯିବ ସୁନିତାଙ୍କ କେମିତି ଫେରିବେ ଅନ୍ତରୀକ୍ଷରୁ….
ଓଡିଶା ଭାସ୍କର: ସ୍ପେସକ୍ରାଫ୍ଟର ଜାଳେଣୀ ବା ଇନ୍ଧନ ସରି ସରି ଯାଉଛି । ତାହାସହ ମହାକାଶଯାତ୍ରୀ ସୁନିତାଙ୍କ ଜୀବନ ମଧ୍ୟ ସରି ସରି ଯାଉଛି । ମୃତ୍ୟୁ ଓ ଜୀବନ ମଧ୍ୟରେ ଲଢୁଛନ୍ତି ସାହସୀ ଝିଅ ସୁନିତା । ନିର୍ଭୀକତାର…