CHARIDHAM
Browsing Category

ଦେଶ

ଜେଲରେ କଏଦୀଙ୍କୁ ମିଳିବ ବିରିୟାନୀ-ପଲଉ… ଖାଇବା ଆଇଟମରେ ହେଲା ପରିବର୍ତ୍ତନ, ମିଳିଲା ଦୁର୍ଗାପୂଜା ଭେଟି

ଓଡ଼ିଶା ଭାସ୍କର: ଏଣିକି କଏଦୀମାନେ ମଧ୍ୟ ଜେଲରେ ବିରିୟାନୀ ଖାଇପାରିବେ । ଏ ନେଇ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି । ଜେଲରେ ଥାଇ ମଧ୍ୟ ନବରାତ୍ରୀ ଉପଭୋଗ କରିପାରିବେ କଏଦୀ । ଶାରଦୀୟ ନବରାତ୍ରୀ ଉପଲକ୍ଷେ…

ଦୁଃଖ ଖବର: ମାତ୍ର ୩୮ ବର୍ଷ ବୟସରେ ଆଖି ବୁଜିଲେ ସାଉଥ୍ ଅଭିନେତା ରାଜେନ୍ଦ୍ର ପ୍ରସାଦଙ୍କ ଝିଅ

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଦୁନିଆରୁ ଆସିଛି ଏକ ବଡ଼ ଦୁଃଖ ଖବର । ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଜଣେ ବିଶିଷ୍ଟ ଅଭିନେତାଙ୍କ ଝିଅ ଆଉ ନାହାନ୍ତି । ତେଲୁଗୁ ଅଭିନେତା ରାଜେନ୍ଦ୍ର ପ୍ରସାଦଙ୍କ ଝିଅ ଗାୟତ୍ରୀ ଆଜି ଶେଷ…

ATMରୁ ବାହାରିବ ସୁନା କଏନ୍! ଭାରତରେ ପ୍ରଥମ ଥର ଏକ କୋ-ଅପରେଟିଭ୍ ସୋସାଇଟି ସ୍ଥାପନ କଲା ଗୋଲ୍ଡ କଏନ୍ ଏଟିଏମ୍

ନୂଆଦିଲ୍ଲୀ: ଏଣିକି ଏଟିଏମରୁ ବାହାରିବ ସୁନା କଏନ୍ । ଭାରତରେ ପ୍ରଥମ ଥର ପାଇଁ ଏକ କୋ-ଅପରେଟିଭ୍ ସୋସାଇଟି ଗୋଲ୍ଡ କଏନ୍ ଏଟିଏମ ସ୍ଥାପନ କରିଛି । ଏହି ଏଟିଏମରୁ ଗ୍ରାହକମାନେ ୦.୫, ୧, ୨, ୫ ଓ ୧୦ ଗ୍ରାମ (୨୪…

ଦିଲ୍ଲୀରେ ହାଇ ଡ୍ରାମା: ଜଣେ ବିଧାୟକଙ୍କ ପାଦ ଧରିଲେ ଜଣେ ମନ୍ତ୍ରୀ, କାହିଁକି ଘଟିଲା ଏପରି….

ନୂଆଦିଲ୍ଲୀ: ଦିଲ୍ଲୀରେ ବସ୍ ମାର୍ଶାଲଙ୍କୁ ପୁନଃ ନିଯୁକ୍ତି ପ୍ରସଙ୍ଗରେ ହାଇ ଡ୍ରାମା ଦେଖିବାକୁ ମିଳିଛି । ସାର୍ବଜନିକ ପରିବହନ ବସ ସେବାରେ ମାର୍ଶଲ ଭାବେ ୧୦ ହଜାରରୁ ଅଧିକ ନାଗରିକ ସୁରକ୍ଷା ସ୍ୱୟଂସେବକଙ୍କୁ ଗତ ବର୍ଷ…

ନବରାତ୍ରୀରେ ଭୁଲରେ ବି କରନ୍ତୁ ନାହିଁ ଏହିସବୁ ଭୁଲ: ରାଗିଯିବେ ମା’ ଦୁର୍ଗା, ପରିବାରରେ ଆସିପାରେ ଝଡ଼

ଓଡ଼ିଆ ଭାସ୍କର: ହିନ୍ଦୁ ଧର୍ମରେ ନବରାତ୍ରୀର ଉତ୍ସବ ବହୁତ ମହତ୍ତ୍ୱ ରଖିଥାଏ । ଏହି ନବରାତ୍ର ୯ ଦିନ ପାଳନ କରାଯାଏ । ଏହି ପୂଜା ସମ୍ପୂର୍ଣ୍ଣ ଭାବରେ ମା’ ଦୁର୍ଗାଙ୍କୁ ସମର୍ପଣ କରାଯାଇଥାଏ । ଦଶଭୂଜା ଦେବୀ ମା…

ଆଉ କେତେ ଲଜ୍ଜାର ଭାର ସହିବ କୋଲକତା! ଜଣେ ୧୦ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା

ନୂଆଦିଲ୍ଳୀ: କୋଲକତାର ଆର.ଜି କର ହସ୍ପିଟାଲରେ ଜଣେ ଟ୍ରେନିଂ ମହିଳା ଡାକ୍ତରଙ୍କ ସହ ଦୁଷ୍କର୍ମ ଓ ହତ୍ୟା ଘଟଣା ଆଜି ମନରୁ ଲିଭି ନଥିବା ପୁଣି ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । ପୁଣି ଥରେ କୋଲକତା ଲଜ୍ଜାରେ ମଥା ତଳକୁ…

ରାଜଧାନୀରେ ଟମାଟୋ କେଜି ୧୦୦ ଟଙ୍କା: ୨୪ ଘଣ୍ଟାରେ ବଢିଲା ୨୦ ଟଙ୍କା 

ଓଡ଼ିଶା ଭାସ୍କର: ରାଜଧାନୀରେ ଟମାଟୋ ଦର ଦିନକୁ ଦିନ ଆକାଶଛୁଆଁ ହେବାରେ ଲାଗିଛି । ବର୍ତ୍ତମାନ ଟମାଟୋ ମୂଲ୍ୟ ୧୦୦ ଟଙ୍କା ପାର କରିଛି । ଯାହାକୁ ନେଇ ଅସାନ୍ତାଷ ଜାହିର କରିଛନ୍ତି ଗ୍ରାହକ । ମାତ୍ର ୨୪ ଘଣ୍ଟା ଭିତରେ…

ହରିୟାଣା ନିର୍ବାଚନରେ ହିଂସା: ପାର୍ଟି ସମର୍ଥକଙ୍କ ମଧ୍ୟରେ ଲଢେଇ, ମତଦାନ ବେଳେ ଅଶାନ୍ତି

ହରିୟାଣା: ଆଜି ସାରା ହରିୟାଣା ନିର୍ବାଚନରେ ମତଦାନ ଜାରି ରହିଛି । ରାଜ୍ୟର ମୋଟ ୯୦ଟି ବିଧାନସଭା ଆସନ ପାଇଁ ଭୋଟ ଦେଉଛନ୍ତି ଜନତା । ତେବେ ଏହା ଭିତରେ ହରିୟାଣାର ଏକାଧିକ ମତଦାନ କେନ୍ଦ୍ରରେ ହିଂସା ଦେଖିବାକୁ ମିଳିଛି ।…

ପାକିସ୍ତାନ ଗସ୍ତକୁ ନେଇ ମୁହଁ ଖୋଲିଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର

ନୂଆଦିଲ୍ଲୀ: ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଶୁକ୍ରବାର ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ କହିଛି ଯେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ…

କଏଦୀଙ୍କ ଦୁର୍ଗାପୂଜା ଭୋଜି; ମିଳିବ ମଟନ୍ ବିରିୟାନି, ଚିକେନ୍ କଷା, ଚିଙ୍ଗୁଡ଼ି, ପଲଉ…

କୋଲକାତା: ଦୁର୍ଗାପୂଜା ଆରମ୍ଭ ହେବାକୁ ଆଉ ଅଧିକ ସମୟ ବାକି ନାହିଁ। ସାରା ଦେଶରେ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଚାଲିଛି । ପଶ୍ଚିମବଙ୍ଗରେ ଏହି ପର୍ବକୁ ନେଇ ଭିନ୍ନ ଧୁମ୍ ଧାମ ଦେଖିବାକୁ ମିଳୁଛି। ଏହି ସମୟରେ…