Browsing Category
ଖବର
ହେଲମେଟ୍କୁ ବି କରନ୍ତୁନି ନଜର ଅନ୍ଦାଜ, ଏଥିରେ ଲୁଚିଥିବା ସ୍ପାଏ କ୍ୟାମେରା ଲିକ୍ କରିପାରେ ଆପଣଙ୍କ ପ୍ରାଇଭେଟ୍ ଭିଡିଓ
ନୂଆଦିଲ୍ଲୀ: ରେଷ୍ଟୁରାଣ୍ଟ, ମଲ୍ କି ହୋଟେଲ ଆଦିରୁ ପ୍ରାଇଭେଟ୍ ଭିଡିଓ ଲିକ୍ ହେବାର ଖବର ତ ଆପଣ ନିଶ୍ଚୟ ପଢିଥିବେ । ତେଣୁ ଆମକୁ ପ୍ରତି କ୍ଷେତ୍ରରେ ସାବଧାନ ରହିବାକୁ ହେବ । ଏହି କ୍ରମରେ ଆଜି ଆମେ ଆପଣଙ୍କୁ…
ପାଠପଢା-ପରିବାର-ପରୀକ୍ଷା ଚାପରେ ଜୀବନ ହାରୁଛନ୍ତି ଛାତ୍ରଛାତ୍ରୀ; ଚିନ୍ତାରେ ଅଭିଭାବକ
ଭୁବନେଶ୍ୱର: କିଛିଦିନ ଦିନ ହେବ ଅନେକ ଛାତ୍ରଛାତ୍ରୀ ଜୀବନ ହାରୁଥିବା ଘଟଣା ସାମ୍ନକୁ ଆସୁଛି। ବିଶେଷକରି ଏଥିରେ ଶିକାର ହେଉଛନ୍ତି ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ । ନଜ ଘର ଛାଡି କ୍ୟାରିୟର କରିବାକୁ ବାହାରକୁ…
୫ ଲକ୍ଷ କୃଷକଙ୍କ ଋଣର ସୁଧ ଓ ପେନାଲ୍ଟୀ ଛାଡ଼ କଲେ ସରକାର: କୃଷକ ଆନ୍ଦୋଳନ ମଧ୍ୟରେ ବଡ଼ ଘୋଷଣା
ନୂଆଦିଲ୍ଲୀ: ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ସହିତ ଅନ୍ୟ ଦାବିକୁ ନେଇ କୃଷକମାନେ ପଞ୍ଜାବ-ହରିୟାଣାର ସୀମାରେ ଗତ ୧୦ ଦିନ ହେଲା ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି । ଏହି ଆନ୍ଦୋଳନ ସମୟରେ ଜଣେ ୨୧ ବର୍ଷୀୟ କୃଷକ…
BIG BREAKING…ସନ୍ଦେଶଖାଲି ମାମଲା: ଅଭିଯୁକ୍ତ ଶେଖଙ୍କ ଭାଇଙ୍କ ଘରେ ନିଆଁ ଲଗାଇଦେଲେ ସ୍ଥାନୀୟ ଲୋକେ
କୋଲକାତା: ପଶ୍ଚିମବଙ୍ଗରେ ସନ୍ଦେଶଖାଲି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପୁଣି ଉତ୍ତେଜନା ପ୍ରକାଶ ପାଇଛି । ଶୁକ୍ରବାର (ଫେବ୍ରୁଆରି ୨୩, ୨୦୨୪) ଦିନ ସେଠାକାର ଲୋକମାନେ ଅଭିଯୁକ୍ତ ତୃଣମୂଳ କଂଗ୍ରେସ (ଟିଏମସି)…
ଖବର ପ୍ରକାଶ କରିବା ବନ୍ଦ କରିଲା ଅନ୍ତର୍ଜାତୀୟ ଗଣମାଧ୍ୟମ ‘ଭାଇସ୍ ମିଡିଆ’; ଶତାଧିକ ସାମ୍ୱାଦିକଙ୍କୁ ଛଟେଇ
ନୂଆଦିଲ୍ଲୀ: ଶତାଧିକ ଲୋକଙ୍କୁ ଛଟେଇ କରିବାକୁ ଯାଉଛି ଭାଇସ୍ ମିଡିଆ । ଏପରିକି ତାର ୱେବସାଇଟ Vice.comରେ ଖବର ପ୍ରକାଶ କରିବା ବନ୍ଦ କରିଦେଇଛି । କଂପାନିର ମୁଖ୍ୟ କାର୍ଯ୍ୟନିର୍ବାହୀ ବ୍ରୁସ୍ ଡିକ୍ସନ୍ ଏକ ମେମୋ…
(Video) କ୍ୟାନ୍ସରରେ ପୀଡ଼ିତ ଜେଜେ ମାଆଙ୍କୁ ଦେଖି କାନ୍ଦିବାକୁ ଲାଗିଲା ନାତି, ଭିଡିଓ ଦେଖି ଆଖିରେ ରହିବନି ଲୁହ
ନୂଆଦିଲ୍ଲୀ: ଦୁନିଆରେ ଜେଜେ ମାଆ ଏବଂ ନାତିର ସଂପର୍କ ନିଆରା । ପିଲାଦିନେ ଜେଜେ ମାଆର କାହାଣୀ ଏକ ଅଲଗା ଦୁନିଆକୁ ନେଇଯାଏ । ପିଲାମାନଙ୍କ ଯେଉଁ ଜିଦିକୁ ମମି ପୂରଣ କରିପାରନ୍ତିନି ତାକୁ ଜେଜେ ମାଆ ପୂରଣ କରିଥାଆନ୍ତି ।…
(Video) ଖଣ୍ଡଗିରି ଯାତ୍ରା ମହାସମର; ‘ଲୋକେ ଖାଲି ରାଣୀକୁ ଦେଖିବାକୁ ଆସୁଛନ୍ତି, ଆଉ ୨ଟା ପେଣ୍ଡାଲ ଥିଲେ ବି ଫୁଲ ହେଇଯାନ୍ତା’
ଭୁବନେଶ୍ୱର: ଖଣ୍ଡଗିରି ଯାତ୍ରା ମହାସମରରେ ଦର୍ଶକଙ୍କ ଖଚାଖଚ୍ ଭିଡ଼ ଦେଖିବାକୁ ମିଳୁଛି । ସବୁ ଗଣନାଟ୍ୟ ମାନଙ୍କ ମଧ୍ୟରୁ ଚର୍ଚ୍ଚାରେ ରହିଛି ଗୌରୀ ଗଣନାଟ୍ୟର ‘ରାଣୀ ପଣ୍ଡାଙ୍କୁ ଖଣ୍ଡଗିରି ମନା’ ନାଟକ । ଯାହାକୁନେଇ…
ସରୋଗେସି ନିୟମରେ ସଂଶୋଧନ; ଡୋନର ଗେମେଟ୍ ବ୍ୟବହାରକୁ ନେଇ ଆସିଲା ବଡ଼ ଅପଡେଟ୍
ନୂଆଦିଲ୍ଲୀ: କେନ୍ଦ୍ର ସରକାର ସରୋଗେସି ନିୟମ, ୨୦୨୨ରେ ସଂଶୋଧନ । ଏନେଇ ଆସିଲା ବିଜ୍ଞପ୍ତି. ରୋଗରେ ପୀଡ଼ିତ ଦମ୍ପତିଙ୍କ ଠାରୁ ଗେମେଟ୍ ଆସିବାର ଆବଶ୍ୟକତା ନାହିଁ। ସୂଚନାଯୋଗ୍ୟ ଯେ ସରୋଗେସି ନିୟମ (ସରୋଗେଟ୍ ଡିମାଣ୍ଡ…
(Video) ଏପରି କ’ଣ ଘଟିଲା ଯାହା ପାଇଁ ପ୍ରଧାନମନ୍ତ୍ରୀ କାରରୁ ବାହାରି ରାସ୍ତାରେ ଚାଲିବାକୁ ଲାଗିଲେ, ଜାଣନ୍ତୁ କାରଣ
ବାରଣାସୀ: କାଶୀକୁ କୋଟି କୋଟି ଟଙ୍କା ଉପହାର ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀ ପହଁଚିଛନ୍ତି । ବାରଣାସୀରେ ପହଁଚିବା ମାତ୍ରେ ପ୍ରଧାନମନ୍ତ୍ରୀଙ୍କର ଆକ୍ସନ ଦେଖିବାକୁ ମିଳିଛି । ସେ ବିଳମ୍ବିତ…
ସନ୍ଦେଶଖାଲିରେ ବିକ୍ଷୋଭ ପ୍ରଦର୍ଶନ ଅଭିଯୋଗରେ ବିଜେପି ରାଜ୍ୟ ସଭାପତି ସୁକାନ୍ତ ମଜୁମଦାର ଗିରଫ
କୋଲକାତା: ପଶ୍ଚିମବଙ୍ଗ ବିଜେପି ସଭାପତି ସୁକାନ୍ତ ମଜୁମଦାରଙ୍କୁ ଗୁରୁବାର ସନ୍ଦେଶଖାଲିର ଏକ ଥାନା ସମ୍ମୁଖରେ ଧାରଣା ଦେବା ଅଭିଯୋଗରେ ପୋଲିସ ଗିରଫ କରିଛି। ଏହାପରେ ତାଙ୍କୁ ବୋଟ୍ ଯୋଗେ ଧାମଖାଲି ନିଆଯାଇଥିଲା। ଆଉ କିଛି…