Browsing Category
ଖବର
ନର୍ସରୀରୁ ଅଷ୍ଟମ ପିଲାଙ୍କ ସ୍କୁଲ ଟାଇମ ପରିବର୍ତ୍ତନ: ଏଥର ଏହି ସମୟରେ ସ୍କୁଲ ଆସିବେ ଛାତ୍ରଛାତ୍ରୀ
ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ଜାନୁୟାରୀ ୧୮ ତାରିଖରୁ ଠାରୁ ପୁଣି ଖୋଲିବ ସ୍କୁଲ । ଏକ ନୂଆ ସମୟରେ ସ୍କୁଲକୁ ଆସିବେ ଛାତ୍ରଛାତ୍ରୀ । ନର୍ସରୀ ପିଲାଙ୍କଠାରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ଟାଇମିଙ୍ଗରେ…
ପିସିସି ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ କଂଗ୍ରେସ ହାତ ଧରିଲେ ଗମାଙ୍ଗ ପରିବାର
ଭୁବନେଶ୍ବର: କଂଗ୍ରେସକୁ ଫେରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ଗିରିଧରଙ୍କ ସହ ପତ୍ନୀ ହେମା ଏବଂ ପୁଅ ଶିଶିର ବି ଫେରିଲେ ।ଦିଲ୍ଲୀରେ କଂଗ୍ରେସ ହାତ ଧରିଲେ ଗମାଙ୍ଗ ପରିବାର । ପିସିସି ପ୍ରଭାରୀ ଅଜୟ…
ଟପ୍-୫ରେ ଏଣ୍ଟ୍ରି କଲେ ଅକ୍ସର ପଟେଲ: ICC T-20 Rankingରେ ଟିମ ଇଣ୍ଡିଆର ଦାଦାଗିରି
ନୂଆଦିଲ୍ଲୀ: ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲ ତରଫରୁ ଟି-୨୦ ରାଙ୍କିଙ୍ଗ ଜାରି ହୋଇଛି । ଏହି ତାଲିକାରେ ଟିମ ଇଣ୍ଡିଆର କ୍ରିକେଟରମାନଙ୍କୁ ମିଳିଛି ବଡ଼ ଫାଇଦା । ଷ୍ଟାର ଓପନର ଯଶସ୍ୱୀ ଜଏସ୍ୱାଲ ଏବଂ ଅଲରାଉଣ୍ଡର ଅକ୍ସର…
ପୁଣି ଅଡୁଆରେ ମହୁଆ ମୈତ୍ର: ସରକାରୀ ବଙ୍ଗଳା ନ ଛାଡ଼ିଲେ ଜୋରଜବରଦସ୍ତ କରାଯିବ ଖାଲି
ନୂଆଦିଲ୍ଲୀ: ସରକାରୀ ବଙ୍ଗଳା ଖାଲି କରିବା ପାଇଁ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ନୋଟିସ୍ ଦିଆଯାଇଛି । ନୋଟିସରେ କୁହାଯାଇଛି ଯେ ଯଦି ସେ ବଙ୍ଗଳା ଖାଲି ନକରନ୍ତି, ତେବେ ତାଙ୍କ ବିରୋଧରେ ବଳ ପ୍ରୟୋଗ କରାଯିବ ଏବଂ…
ଅଯୋଧ୍ୟା ଯାଉଥିବା ବାଣ ବୋଝେଇ ଟ୍ରକରେ ଲାଗିଲା ନିଆଁ; ଘଣ୍ଟା ଘଣ୍ଟା ଧରି ହେଲା ବିସ୍ଫୋରଣ
ଓଡ଼ିଶା ଭାସ୍କର: ଉନ୍ନାଓ ଜିଲ୍ଲାର ଖରଗିଖେଡ଼ା ଗାଁ ନିକଟରେ ଅଘଟଣ । ବାଣ ବୋଝେଇ ଏକ ଟ୍ରକରେ ସନ୍ଦେହଜନକ ଅବସ୍ଥାରେ ନିଆଁ ଲାଗିଯାଇଛି । ଏହି କାରଣରୁ ଟ୍ରକ୍ ଟି ଜଳିବାକୁ ଲାଗିଥିଲା ଏବଂ ଘଣ୍ଟା ଘଣ୍ଟା ଧରି ବିସ୍ଫୋରଣ…
ବିମାନ ଶୌଚାଳୟରେ ଫସିଥିବା ଯାତ୍ରୀଙ୍କୁ ଦେଲେ ଆଶ୍ୱାସନା, ନୋଟ୍ ହେଉଛି ଭାଇରାଲ…
ନୂଆଦିଲ୍ଲୀ: ନିକଟରେ ବିମାନ ଚଳାଚଳକୁ ନେଇ ବିଭିନ୍ନ ମାମଲା ସାମ୍ନାକୁ ଆସିଛି । କେତେବେଳେ ବିମାନର ଉଡ଼ାଣରେ ବିଳମ୍ବ ତ ପୁଣି କେତେବେଳେ ଜରୁରୀକାଳୀନ ବିମାନ ଅବତରଣକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥାଏ ।…
(LIVE) ଶ୍ରୀମନ୍ଦିର ଇତିହାସରେ ଯୋଡ଼ିହେଲା ସ୍ୱର୍ଣ୍ଣିମ ଅଧ୍ୟାୟ: ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ପୂର୍ଣ୍ଣାହୁତି ଦେଲେ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଇତିହାସରେ ଯୋଡ଼ି ହୋଇଛି ସ୍ୱର୍ଣ୍ଣିମ ଅଧ୍ୟାୟ । ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
ଏଣିକି କୁକୁର ସହ କରିପାରିବେ ଟ୍ରେନ୍ ଯାତ୍ରା, ଜାଣନ୍ତୁ ରେଳବାଇ ନିୟମ ଓ ବୁକିଂ ପ୍ରକ୍ରିଆ…
ଓଡ଼ିଶା ଭାସ୍କର: ପୋଷା ଜୀବ ରଖୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ସେମାନେ ନିଜ ପୋଷା କୁକୁର ସହ ଟ୍ରେନ୍ ଯାତ୍ରା କରିପାରିବା ନେଇ ରେଳବାଇ ପକ୍ଷରୁ ସୂଚନା ଜାରି କରାଯାଇଛି । ତେବେ ଆସନ୍ତୁ ଜାଣିବା ରେଳରେ ନିଜ…
କୁନୋ ନ୍ୟାସନାଲ ପାର୍କରେ ଆଉ ଏକ ଚିତା ବାଘର ମୃତ୍ୟୁ
ଓଡ଼ିଶା ଭାସ୍କର: କୁନୋ ନ୍ୟାସନାଲ ପାର୍କରେ ଆଉ ଏକ ଚିତା ବାଘର ମୃତ୍ୟୁ। ନାମିବ୍ୟାରୁ ଆସିଥିବା ଚିତାବାଘଙ୍କ ମଧ୍ୟରୁ ଆଜି ଶୌର୍ଯ୍ୟ ନାମକ ଚିତା ବାଘର ମୃତ୍ୟୁ ହୋଇଛି। ଆଜି ସକାଳ ୧୧ଟା ସମୟରେ ଚିତାବାଘ ଶୌର୍ଯ୍ୟର…
ମୃତ୍ୟୁ ପରେ ପ୍ରେତଲୋକରୁ ପିତୃଲୋକର ଯାତ୍ରା… କାହିଁକି ଥାଏ ଦୁଃଖ, ଶୋକ ଓ ଯନ୍ତ୍ରଣା ?
ଓଡ଼ିଶା ଭାସ୍କର: ବେଦ, ଉପନିଷଦ ଓ ଶ୍ରୀମଦ୍ ଭଗବତ୍ ଗୀତା ପ୍ରକୃତ ଭାବରେ ଆମ ଜାତି ଧର୍ମର ଦିଗଦର୍ଶନ ଦେଇଅଛି। ଆଜିର ହିନ୍ଦୁ ସମାଜ ବହୁ କ୍ଷେତ୍ରରେ ତା’ର ଧର୍ମ ଓ ଆଚରଣକୁ ଭୁଲି ଯାଇ ଥିଲେ ହେଁ କେତେକ ବିଧି ବିଧାନକୁ…