Browsing Category

ଖବର

(Video)ରାସ୍ତା କଡ଼ରେ ଗାଡି ରଖି ନମାଜ ପଢିଲେ ଡ୍ରାଇଭର, ଘଟଣା ସାମ୍ନାକୁ ଆସିବା ପରେ ବାନ୍ଧିଲା ପୋଲିସ

ଓଡିଶା ଭାସ୍କର: ଭାରତରେ ସର୍ବ ଧର୍ମକୁ ସମ୍ମାନ ରହିଛି। ଅନ୍ୟପଟେ ନିଜ ନିଜ ଧର୍ମକୁ ନେଇ ସମସ୍ତଙ୍କ ମଧ୍ୟରେ ଅଗାଢ଼ ବିଶ୍ୱାସ ମଧ୍ୟ ରହିଛି। ଏଥିପାଇଁ ଅନେକ ସାରା ମନ୍ଦିର, ମସଜିଦ ଭଳି ଧର୍ମାନୁଷ୍ଠାନ ଖୋଲାଯାଇଛି। ଏହି…

ନିର୍ବାଚନୀ ପ୍ରସ୍ତୁତି; ଦିବ୍ୟାଙ୍ଗଙ୍କ ପାଇଁ ଅତିରିକ୍ତ ୫% ହ୍ୱିଲଚେୟାର ବ୍ୟବସ୍ଥା

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏଥିପାଇଁ ଜାତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଦିବ୍ୟାଙ୍ଗଙ୍କ ପାଇଁ ପାଖାପାଖି ୩ ଲକ୍ଷରୁ…

ଅଜଣା କଥା: ୧ ଲିଟର ପେଟ୍ରୋଲରେ ସରକାରଙ୍କୁ ମିଳୁଛି ଏତିକି ଲାଭ: ଜାଣି ରଖନ୍ତୁ ଏହି ହିସାବ

ନୂଆଦିଲ୍ଲୀ: ଦୀର୍ଘ ଦିନରୁ ଅପରିବର୍ତ୍ତିତ ରହିଛି ପେଟ୍ରୋଲ-ଡିଜେଲ ଦର । ଋଷ-ୟୁକ୍ରେନ ଯୁଦ୍ଧ ପରେ ତେଲ ଦର ପୃଦ୍ଧି ପାଇଥିଲା । ଅନ୍ତର୍ଜାତୀୟ ସ୍ତରରେ ତେଲର ଦାମ୍ ବଢିବା ପରେ ଦେଶର ତୈଳ କମ୍ପାନୀଗୁଡିକ ମଧ୍ୟ…

ଟି-୨୦ ବିଶ୍ୱକପରେ ଖେଳିବେ ଭୁବନେଶ୍ୱର କୁମାର? ରଣଜୀ ଟ୍ରଫିରେ ଦମଦାର ବୋଲିଂ କରି ଦେଖାଇଲେ ଦମ୍

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ବୋଲର ଭୁବନେଶ୍ୱର କୁମାର ଏବେ ଦଳରୁ ବାଦ୍ ପଡ଼ିଛନ୍ତି । ଟିମ ଇଣ୍ଡିଆରେ ସୁଯୋଗ ନ ମିଳିବାରୁ ବର୍ତ୍ତମାନ ରଣଜୀ ଟ୍ରଫି ଖେଳୁଛନ୍ତି ସ୍ୱିଙ୍ଗର ରାଜକୁମାର । ୬ ବର୍ଷ ପରେ ରଣଜୀ ଟ୍ରଫିକୁ…

(video)ମାଲିକାଣୀଙ୍କ ସହ ମିଶି ରାମ ରାମ କହୁଛି କୁକୁର, ଏକ ପଶୁର ଏପରି ଭକ୍ତି ପୂର୍ବରୁ କେବେ ଦେଖି ନ ଥିବେ

ଅଯୋଧ୍ୟା: ଜାନୁୟାରୀ ୨୨ରେ ଆଯୋଧ୍ୟା ରାମ ମନ୍ଦିରରେ ହେବ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ । ତେବେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମୟ ଯେତେ ପାଖେଇ ଆସୁଛି ସାରା ଦେଶରେ ସମସ୍ତଙ୍କ ଉତ୍ସାହ ସେତେ ବଢିବାରେ ଲାଗିଛି…

ଆଗ ଗୁପଚୁପ ମୁଁ ଖାଇବି… ଏଇ କଥାକୁ ନେଇ ରାଜରାସ୍ତାରେ ଯୁବତୀଙ୍କ ମାରପିଟ୍

ଭୁବନେଶ୍ୱର: ଗୁପଚୁପ ଲୋଭରେ ଆରମ୍ଭ ହେଲା ତୁମୁଳକାଣ୍ଡ । ଆଗେ ଗୁପଚୁପ କିଏ ଖାଇବ, ସେ କଥାକୁ ନେଇ ପାଟିତୁଣ୍ଡ, ଆଉ ତା’ପରେ କାମୁଡ଼ା କାମୁଡ଼ି, ଚୁଟି ଝିଙ୍କାଝିଙ୍କି ହୋଇ ରାଜରାସ୍ତାରେ ଗଡ଼ିଗଲେ ଯୁବତୀ । ଭୁବନେଶ୍ୱରର…

ବିଦେଶରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ପ୍ରଭାବ, ମେରିଲ୍ୟାଣ୍ଡରେ ଲାଇଟ୍ ଶୋ’ ପରେ ଆମେରିକାରେ କାର ରାଲି

ନୂଆଦିଲ୍ଲୀ: ସଜେଇ ହୋଇଛି ଅଯୋଧ୍ୟା ନଗରୀ । ଅନ୍ତିମ ପର୍ଯ୍ୟାୟରେ ସମସ୍ତ ପ୍ରସ୍ତୁତି । ଜାନୁଆରୀ ୨୨ରେ ହେବାକୁ ଥିବା ପ୍ରଭୁ ରାମ ଲଲାଙ୍କର ଭବ୍ୟ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ସମସ୍ତେ ଉତ୍ସବମୁଖର । କେବଳ ଭାରତ…

ପାକ୍ ଆତଙ୍କୀର ହେବ ସର୍ବନାଶ: ‘ଅପରେସନ ସର୍ବଶକ୍ତି’ ନଷ୍ଟ କରିବ ପାକିସ୍ତାନର ଗେମ୍ ପ୍ଲାନ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ପାକିସ୍ତାନର ଆତଙ୍କବାଦୀ ଗତିବିଧି ବିରୋଧରେ ଭାରତ ପ୍ରସ୍ତୁତ କରିଛି ବଡ଼ ପ୍ଲାନ । ପାକ୍ ଆତଙ୍କବାଦକୁ ମୁହଁତୋଡ଼ ଜବାବ ଦେବା ପାଇଁ ଇଣ୍ଡିଆନ୍ ଆର୍ମି ନେଇଛି ବଡ଼ ପଦକ୍ଷେପ । ଜାମ୍ମୁ…

‘ମୁଁ OBC ସମୁଦାୟ ବିଷୟରେ କିଛି ବି କହିନି…’ ସ୍ପଷ୍ଟିକରଣ ଦେଲେ ବାବା ରାମଦେବ

ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବ ଅନ୍ୟ ପଛୁଆ ବର୍ଗ(ଓବିସି) ବିଷୟରେ ଦେଇଥିବା ଏକ ଟିପ୍ପଣୀକୁ ନେଇ ବିବାଦ ଘେରରେ ଛନ୍ଦି ହୋଇଛନ୍ତି । ଏହା ପରେ ସେ ଏକ ବୟାନ ମାଧ୍ୟମରେ ସ୍ପଷ୍ଟିକରଣ ଦେଇଥିଲେ ଯାହା ସୋସିଆଲ…

ପୁଣିଥରେ ଟିମ ଇଣ୍ଡିଆକୁ ଫେରିବେ ଯୁବରାଜ ସିଂ… ନିଜର Future PLan କହିଲେ ବିଶ୍ୱକପ ବିଜେତା

ନୂଆଦିଲ୍ଲୀ: ପୁଣିଥରେ ଭାରତୀୟ ଦଳକୁ ଫେରିବାକୁ ଚାହୁଁଛନ୍ତି ସିକ୍ସର କିଙ୍ଗ ଯୁବରାଜ ସିଂହ । କ୍ରିକେଟରୁ ବିଦାୟ ନେବା ପରେ ପୁଣିଥରେ ଟିମ ଇଣ୍ଡିଆ ସହ ଯୋଡ଼ି ହେବାକୁ ଚାହୁଁଛନ୍ତି ଭାରତର ବିଶ୍ୱକପ ବିଜତୋ । ଆଇସିସି…