Browsing Category
ଖବର
ଦୁଃଖଦ ଖବର: ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ବାପା ଯୁଗଳ କିଶୋରଙ୍କ ଦେହାନ୍ତ
ଓଡିଶା ଭାସ୍କର: ଓଡିଶା କଂଗ୍ରେସର ବରିଷ୍ଠ ନେତା ତଥା ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ବାପା ଯୁଗଳ କିଶୋର ପଟ୍ଟନାୟକଙ୍କ ଦେହାନ୍ତ। ଏନେଇ ବର୍ତ୍ତମାନ ସୂଚନା ମିଳିଥିବା ଦେଖିବାକୁ ମିଳିଛି । ମୃତ୍ୟୁ ବେଳକୁ ଯୁଗଳ…
Breaking News: ଭୋଜିରୁ ସାଙ୍ଗମାନଙ୍କ ମଧ୍ୟରେ ଗଣ୍ଡଗୋଳ, ୩ ଆହତ
ଭୁବନେଶ୍ୱର: ସାଙ୍ଗମାନେ ମିଶି ଭୋଜି କରୁଥିବା ସମୟରେ ଗଣ୍ଡଗୋଳ ହେବା ଘଟଣା ସାମ୍ନାକୁ ଆସିଛି । ତେବେ ଏହି ଗଣ୍ଡଗୋଳରେ ଫାଙ୍କା ଗୁଳି ଫୁଟାଯାଇଛି । ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲାର ପୋଲସରା ଅନ୍ତର୍ଗତ ଗରେଇଝୁଳି…
(Video) ‘ମୁଁ ମୁସଲମାନ ସତ କିନ୍ତୁ ରାମ ଭକ୍ତ, ମୋ ନାଁରେ ହିଁ ରହିଛନ୍ତି ପ୍ରଭୁ ଶ୍ରୀରାମ’
ଓଡ଼ିଶା ଭାସ୍କର: ମୁସଲମାନ ଅଭିନେତା କହିଲେ ମୋ ନାଁରେ ରହିଛି ରାମ । ମୁଁ ମୁସଲମାନ ସତ କିନ୍ତୁ ରାମ ଭକ୍ତ, ମୋ ନାଁରେ ହିଁ ରହିଛନ୍ତି ପ୍ରଭୁ ଶ୍ରୀରାମ । ମୁଁ ହିନ୍ଦୀ ସିନେମାରେ ଖଳ ନାୟକ । କିନ୍ତୁ ପ୍ରକୃତରେ ଜଣେ…
ରାମମନ୍ଦିର ନିମନ୍ତ୍ରଣକୁ କଂଗ୍ରେସ ମନା କରିବା ପ୍ରସଙ୍ଗ; ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର
ଓଡ଼ିଶା ଭାସ୍କର: ଅଯୋଧ୍ୟାରେ ରାମ ମନ୍ଦିର ର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ କଂଗ୍ରେସ ଅଂଶଗ୍ରହଣ ନ କରିବା ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ପ୍ରତିକ୍ରିୟା ଆସିଛି । ଅନୁରାଗ ଠାକୁର କହିଛନ୍ତି ଯେ ଏଥିରେ…
ପ୍ରକାଶ ପାଇଲା ରାମ ମନ୍ଦିର ଉଦଘାଟନର ପୂର୍ଣ୍ଣ କାର୍ଯ୍ୟସୂଚୀ: ରାମଲଲାଙ୍କ ମୂର୍ତ୍ତି ସ୍ଥାପନା ଠାରୁ ଆରମ୍ଭ କରି ପ୍ରାଣ ପ୍ରତିଷ୍ଠା ଯାଏଁ…
ଓଡିଶା ଭାସ୍କର: ଐତିହାସିକ ତଥା ବହୁ ପ୍ରତିକ୍ଷିତ ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ ସମ୍ପର୍କରେ ଏକ ବଡ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ମନ୍ଦିର ଉଦଘାଟନର ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏଥିରେ ପ୍ରଭୁ…
‘ଆଳି’ ରାଜମାତା ତଥା ପୂର୍ବତନ ବିଧାୟିକା-ମନ୍ତ୍ରୀ ପ୍ରତାପ ଦେବଙ୍କ ମା’ ସୁଶ୍ରୀ ଦେବୀଙ୍କର ପରଲୋକ
ଆଳି: (ଓଡ଼ିଶା ଭାସ୍କର) ଆଳିର ରାଜମାତା ସୁଶ୍ରୀ ଦେବୀ ତଥା ପୂର୍ବତନ ବିଧାୟିକା ଓ ରାଜ୍ୟସଭା ସାଂସଦ ଓ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ମା'ଙ୍କ ଆଜି କଟକ ମେଡିକାଲ୍ ରେ ଦେହାନ୍ତ ହେଇଛି । ସୁଚନା ଅନୁଯାୟୀ ସେ ୮୦…
ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲେ ମହିଳା ମାଓବାଦୀ; ମିଳିଲା ୧ଲକ୍ଷ ଟଙ୍କା
ଓଡ଼ିଶା ଭାସ୍କର: ଓଊ ବ୍ଲାଷ୍ଟରେ ମହିଳା ମାଓବାଦୀ ମିଳିଲା ୧ ଲକ୍ଷ ଟଙ୍କା। ଆଇଡି ବ୍ଲାଷ୍ଟରେ ବି ସାମିଲ ଥିଲେ ଏହି ମହିଳା ମାଓବାଦୀ । ଶେଷରେ ଆଜି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଜଣେ ମହିଳା ମାଓବାଦୀ । ହଁ…
ଯେଉଁଠି ମୃତ୍ୟୁ ଏକ ପର୍ବ; ଚିତାରେ ଚଢାଇଲେ ମଦ, ବିଡି ଓ ବନାରସୀ ପାନ: ଭିଡିଓ ହେଉଛି ଭାଇରାଲ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାରାଣାସୀରେ ମୃତ୍ୟୁ ଦ୍ୱାରା ମୋକ୍ଷ ପ୍ରାପ୍ତ ହୁଏ, ସେଥିପାଇଁ ଏଠାରେ ମୃତ୍ୟୁ ଶୋକ ସହିତ ନୁହେଁ ବରଂ ଏକ ପର୍ବ ଭାବରେ ପାଳନ କରାଯାଏ । ଏହି ଉତ୍ସବର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…
କେବଳ ଅଯୋଧ୍ୟା ନୁହେଁ, ଭାରତରେ ପ୍ରଭୁ ଶ୍ରୀ ରାମଙ୍କ ନାଁରେ ରହିଛି ଏହି ସବୁ ଗାଁ
ନୂଆଦିଲ୍ଲୀ: ଅଯୋଧ୍ୟାରେ ଆସନ୍ତା ୨୨ ତାରିଖରେ ରାମଲାଲାଙ୍କର ପ୍ରାଣପ୍ରତିଷ୍ଠା ହେବାକୁ ଯାଉଛି । ଭବ୍ୟ ଶୈଳୀରେ ପ୍ରତିଷ୍ଠା ହୋଇଥିବା ଏହି ମନ୍ଦିରରେ ରାମଲଲା ବିରାଜମାନ କରିବେ । ପ୍ରଭୁ ଶ୍ରୀ ରାମ ଏମିତି ଏକମାତ୍ର…
ଠିକ୍ ସମୟରେ ବ୍ରେକ୍ ନଲଗିବାରୁ ଧକ୍କା ଖାଇଲା ଚାରିମିନାର ଏକ୍ସପ୍ରେସ୍; ୩ଟି ବଗି ଲାଇନଚ୍ୟୁତ, ୬ ଆହତ
ହାଇଦ୍ରାବାଦ: ହାଇଦ୍ରାବାଦର ନାମପଲ୍ଲୀସ୍ଥିତ ହାଇଦ୍ରାବାଦ ଡେକାନ୍ ରେଳ ଷ୍ଟେସନରେ ଚେନ୍ନାଇ-ହାଇଦ୍ରାବାଦ ଚାରିମିନାର ଏକ୍ସପ୍ରେସର ୩ଟି ବଗି ବୁଧବାର ଅପରାହ୍ନରେ ଲାଇନଚ୍ୟୁତ ହେବାଫଳରେ ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି।…