Browsing Category
ଖବର
ବିିନା ଡିଗ୍ରୀରେ ସପ୍ତାହକୁ ମାତ୍ର ୬ ଘଣ୍ଟା ଚାକିରୀ କରି ବର୍ଷକୁ ଆୟ କରୁଛନ୍ତି ୫୦ ଲକ୍ଷ, ଆସନ୍ତୁ ଜାଣିନେବା କ’ଣ ସେହି ଚାକିରୀ
ନୂଆଦିଲ୍ଲୀ:ଦୁନିଆରେ ସମସ୍ତେ ଚାହାନ୍ତି କି ତାଙ୍କୁ ଏପରି ଏକ ଚାକିରୀ ମିଳିଯାଉ ଯେଉଁଠି କାମ କମ୍ ହୋଇଥିବ ଆଉ ଦରମା ଅଧିକ ହୋଇଥିବ । ଲୋକମାନେ ଏକ ଭଲ ଚାକିରୀ ପାଇବା ଲାଗି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଡିଗ୍ରୀ…
ରାଜସ୍ଥାନ ନିର୍ବାଚନ: ପ୍ରିୟଙ୍କା ଗାନ୍ଧୀଙ୍କୁ ନୋଟିସ୍ ପଠାଇଲେ ନିର୍ବାଚନ କମିଶନ
ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର) କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କୁ ନୋଟିସ୍ ପଠାଇ ଜବାବ ମାଗିଛନ୍ତି ନିର୍ବାଚନ ଆୟୋଗ । ଅକ୍ଟୋବର ୩୦ ତାରିଖ ସନ୍ଧ୍ୟା ସୁଦ୍ଧା ପ୍ରିୟଙ୍କା ଗାନ୍ଧିଙ୍କୁ ନୋଟିସର ଜବାବ…
କଟକର ଐତିହାସିକ ବାଲିଯାତ୍ରା; ନଭେମ୍ଵର ୧୧ ରୁ ଆରମ୍ଭ ହେବ ପ୍ଲଟ ବୁକିଂ ପ୍ରକ୍ରିୟା
କଟକ: (ଓଡ଼ିଶା ଭାସ୍କର) ନଭେମ୍ବର ୨୭ରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା । ୨୭ରୁ ଆରମ୍ଭ ହୋଇ ଡିସେମ୍ବର ୪ ଯାଏଁ ଚାଲିବ ବାଲିଯାତ୍ରା । ଏଥର ମୋଟ ୮ ଦିନ ବାଲିଯାତ୍ରା ଚାଲିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା…
ଏହି ଉପାୟରେ ସଫା କରନ୍ତୁ ପାଣି ଟାଙ୍କି; ୫ ମିନିଟରେ ହୋଇଯିକ ଚକ୍ ଚକ୍
ଓଡ଼ିଶା ଭାସ୍କର: ଆଗକୁ ଆସୁଛି ଦୀପାବଳି ସେଥିଲାଗି ଘର ସଫାରେ ଲାଗି ପଡ଼ିଛନ୍ତି ଲୋକ । ହେଲେ ସବୁଠୁ କଷ୍ଟ ହେଉଛି ପାଣି ଟାଙ୍କି ସଫା କରିବା । ଅନେକ ଲୋକ ପାଣି ଟାଙ୍କି କାମକରାଳିଙ୍କ ମାଧ୍ୟମରେ ସଫା କରାଇଥାନ୍ତି ।…
ସାପକୁ ସିପିଆର୍ ଦେଇ ଜୀବନ ବଞ୍ଚାଇଲେ ପୋଲିସ୍; କ୍ୟାମେରାରେ କଏଦ ହେଲା ଦୃଶ୍ୟ
ଭୋପାଳ: (ଓଡ଼ିଶା ଭାସ୍କର) ମଣିଷଙ୍କୁ ସିପିଆର୍ ଦେଇ ଜୀବନ ବଞ୍ଚା ଯାଉଥିବା କଥା ଶୁଣିଥିବେ। ହେଲେ ମଣିଷ ସାପକୁ ସିପିଆର୍ ଦେଇ ଜୀବନ ବଞ୍ଚାଇବା କଥା କେବେ ଶୁଣି ନଥିବେ। ହେଲେ ଏପରି ଏକ ଘଟଣା ମଧ୍ୟପ୍ରଦେଶର…
ପାକିସ୍ତାନ ସୀମାରୁ ଅନୁପ୍ରବେଶ କରୁଥିବା ୫ ଲସ୍କର ଆତଙ୍କବାଦୀଙ୍କୁ ନିପାତ କଲା ସୁରକ୍ଷାବାହିନୀ
ଶ୍ରୀନଗର: (ଓଡ଼ିଶା ଭାସ୍କର) ଜମ୍ମୁ-କଶ୍ମୀରର କୁପଓ୍ଵାରା ଜିଲ୍ଲାର ମାଚିଲ ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିଛି ସୁରକ୍ଷା ବାହିନୀ । ଏକ ବଡ଼ ଅପରେସନରେ ସୁରକ୍ଷା ବାହିନୀ ୫ ଜଣ ଲସ୍କର-ଇ-ତୋଇବା…
ବିଦାୟୀ ରାଜ୍ୟପାଳଙ୍କୁ ରାଜଭବନରେ ସୌଜନ୍ୟମୂଳକ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ବିଦାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କୁ ରାଜଭବନରେ ସୌଜନ୍ୟମୂଳକ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତ ମାସ ୨୭ ତାରିଖରେ ବିଦାୟ ନେବେ ରାଜ୍ୟପାଳ ପ୍ରଫେସର…
୨୬ ବର୍ଷ ବୟସରେ ୨୨ ସନ୍ତାନର ମା’ ହୋଇଛନ୍ତି ଏହି ମହିଳା, କୋଟିପତି ସ୍ୱାମୀଙ୍କ ଠାରୁ ୧୦୫ ସନ୍ତାନ ଲାଭ କରିବା ରହିଛି ଲକ୍ଷ୍ୟ
ନୂଆଦିଲ୍ଲୀ: ସବୁ ମହିଳାଙ୍କ ଲାଗି ମା’ ହେବା ଏକ ବଡ ସ୍ୱପ୍ନ ହୋଇଥାଏ । କିନ୍ତୁ ଏହି ସ୍ୱପ୍ନ ପୂରଣ ହେବା ସମସ୍ତଙ୍କ ଲାଗି ଏତେ ସହଜ ହୋଇ ନ ଥାଏ । ମାନସିକ ଠାରୁ ଆରମ୍ଭ କରି ଶାରୀରିକ ପର୍ଯ୍ୟନ୍ତ ଏହି ସମୟରେ ଜଣେ…
କରାମତି କୀଟ, ବଞ୍ଚିଥିବା ବେଳେ ନୁହେଁ ମରିଯିବା ପରେ ବଢାଇଥାଏ ମଣିଷର ଶୋଭା
ନୂଆଦିଲ୍ଲୀ: ଆଜି ଆମେ ଏପରି ଏକ ପୋକ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ଯାହାର ମୂଲ୍ୟ ଜୀବିତ ଅବସ୍ଥାରେ ନୁହେଁ ମୃତ୍ୟୁ ପରେ ବହୁତ ବଢିଯାଏ । ଏହି ପୋକକୁ କିଣିବା ଲାଗି ଲକ୍ଷେ ଟଙ୍କା ଦେଇ ଗ୍ରାହକ ଲମ୍ବା ଧାଡିରେ…
ନବରାତ୍ର ପରେ ଓଡ଼ିଶା ଦେଖିଲା ନାରୀ ଶକ୍ତିର ଭିନ୍ନ ଏକ ଉଦାହରଣ; ଚିକିତ୍ସା ପାଇଁ ବାପାଙ୍କୁ ଟ୍ରଲିରେ ଧରି ୩୫କିମି ଆଣିଲା ୧୪ବର୍ଷୀୟା ଝିଅ
ଭଦ୍ରକ: (ଓଡ଼ିଶା ଭାସ୍କର) କଥାରେ ଅଛି ନାରୀ ତୁ ନାରାୟଣୀ...ରାଗିଲେ ଦୂର୍ଗା, ଶାନ୍ତରେ ଲକ୍ଷ୍ମୀ... ନବରାତ୍ର ପରେ ଏମିତି ଏକ ଦେବୀର ଉଦାହରଣ ସାଜିଛନ୍ତି ଏହି କନ୍ୟା । ନବରାତ୍ରରେ ଅନେକ ଲେକ କନ୍ୟା ପୂଜନ କରୁଥିବା…