Browsing Category
ଖବର
ବଡ଼ ଖବର… ଭୁବନେଶ୍ୱର ଲୋକସେବା ଭବନରେ ଅଗ୍ନିକାଣ୍ଡ: ଜଳୁଛି ରାଜସ୍ୱ ବିଭାଗ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଲୋକସେବା ଭବନରେ ଭୀଷଣ ଅଗ୍ନିକାଣ୍ଡ ଘଟିଯାଇଛି । ଲୋକସେବା ଭବନର ପ୍ରଥମ ମଲାରେ ନିଆଁ ଲାଗିଯାଇଥିବା ଦେଖାଯାଇଛି । ଭବନର ରାଜସ୍ୱ ବିଭାଗର କୋଠାରେ ଏହି ଅଗ୍ନିକାଣ୍ଡ ଘଟିଥିବା…
ନେପାଳକୁ ଚକମା ଦେଇ ସେମିଫାଇନାଲରେ ଭାରତର ଏଣ୍ଟ୍ରି: ସ୍ୱର୍ଣ୍ଣ ପଦକ ଲକ୍ଷ୍ୟରେ ଋତୁରାଜ…
ନୂଆଦିଲ୍ଲୀ: କ୍ୱାର୍ଟର ଫାଇନାଲରେ ନେପାଳକୁ ମାତ୍ ଦେଇ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଋତୁରାଜଙ୍କ ନେତୃତ୍ୱରେ ଏସିଆନ୍ ଗେମ୍ସର ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହୋଇଛି । ଯଶସ୍ୱୀ ଜଏସ୍ୱାଲଙ୍କ ଦମଦାର ଶତକ ଏବଂ ପରେ…
କେନୋ ଡବଲରେ Bronze ପଦକ ହାସଲ କଲେ ଅର୍ଜୁନ-ସୁନୀଲ: ପଦକ ସଂଖ୍ୟା ୬୧କୁ ବୃଦ୍ଧି
ନୂଆଦିଲ୍ଲୀ: ଏସିଆନ୍ ଗେମ୍ସର ଦଶମ ଦିନରେ ପ୍ରଥମ ପଦକ ଭାବରେ ବ୍ରୋଞ୍ଜ ପଦକ ହାସଲ କରିଛି ଭାରତ । ପୁରୁଷ ୧୦୦୦ ମିଟର କେନୋ ଡବଲରେ ଏହି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ଅର୍ଜୁନ ସିଂହ ଏବଂ ସୁନୀଲ ସିଂହ ସଲାମ । ଏହି…
ସାବଧାନ୍! ଆପଣଙ୍କ University ଅସଲି ତ? UGC ଜାରି କଲା ନକଲି ବିଶ୍ୱବିଦ୍ୟାଳୟ ତାଲିକା
ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ତରଫରୁ ଜାରି କରାଯାଇଛି ନକଲି ବିଶ୍ୱବିଦ୍ୟାଳୟର ତାଲିକା । ଦେଶର ଅନେକ ରାଜ୍ୟରେ ଏକାଧିକ ନକଲି ୟୁନିଭର୍ସିଟି ଖୋଲି ଛାତ୍ରଛାତ୍ରୀମାନଙ୍କ ଭାଗ୍ୟ ସହ ଖେଳାଯାଉଛି…
ଏସିଆନ୍ ଗେମ୍ସ କ୍ରିକେଟରେ ଜୟସ୍ୱାଲ ଶୋ’: ପ୍ରଥମ ମ୍ୟାଚରେ ବିସ୍ଫୋରକ ଶତକ
ନୂଆଦିଲ୍ଲୀ: କ୍ରିକେଟରେ ଭାରତର ଯୁବ ଷ୍ଟାର ବ୍ୟାଟର ଯଶସ୍ୱୀ ଜଏସ୍ୱାଲଙ୍କ ଭବିଷ୍ୟତ ଖୁବ ଉଜ୍ଜ୍ୱଳ ଦେଖାଯାଉଛି । ଦମଦାର ଫର୍ମରେ ଥିବା ଜୟସ୍ୱାଲ ଗୋଟିଏ ପରେ ଗୋଯିଏ ରେକର୍ଡ ନିଜ ନାମରେ କରିବାରେ ସଫଳ ହେଉଛନ୍ତି । ଆଜି…
ମ୍ୟାଲେରିଆର ଦ୍ୱିତୀୟ ଟୀକାକୁ ମଞ୍ଜୁରୀ ଦେଲା WHO : ଭାରତ ସହ ରହିଛି ବଡ଼ କନେକ୍ସନ
ନୂଆଦିଲ୍ଲୀ: ସାରା ଦେଶରେ ମ୍ୟାଲେରିଆ ରୋଗ ଖୁବ ଜୋରରେ ବ୍ୟାପିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ମ୍ୟାଲେରିଆର ଦ୍ୱିତୀୟ ଟୀକାକୁ ମଞ୍ଜୁରୀ ଦେଇଛି । ମ୍ୟାଲେରିଆ ଭଳି ରୋଗ ସହ ଲଢିବା…
ଅହିଂସାର ପ୍ରତୀକ, ତଥାପି ମହାତ୍ମା ଗାନ୍ଧୀଙ୍କୁ କାହିଁକି ମିଳିଲାନି ନୋବେଲ ଶାନ୍ତି ପୁରସ୍କାର? ପ୍ୟାନେଲ କହିଲେ କାରଣ
ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀ, ପୂରା ନାମ ମୋହନ ଦାସ କରମ ଚାନ୍ଦ ଗାନ୍ଧୀ । ଦେଶ ସ୍ୱାଧୀନତାର ଜଣେ ବଡ଼ ହସ୍ତୀ । ଅହିଂସରା ମାର୍ଗର ସେ ଥିଲେ ପୂଜାରୀ, ତେଣୁ ତାଙ୍କୁ ଅହିଂସାର ଜଣେ ପ୍ରତୀକ ବୋଲି ମଧ୍ୟ…
୨୪ ଘଣ୍ଟାରେ ୨୪ ଜଣଙ୍କ ମୁଣ୍ଡ ନେଲାଣି ସରକାରୀ ହସ୍ପିଟାଲ: ୧୨ ଜଣ ଶିଶୁ ବି ଥିଲେ ସାମିଲ
ମୁମ୍ବାଇ: ମାତ୍ର ୨୪ ଘଣ୍ଟା ବା ଗୋଟିଏ ଦିନ । ଏହି ୨୪ ଘଣ୍ଟା ଭିତରେ, ଗୋଟିଏ ମେଡିକାଲରେ ୨୪ ଜଣ ମୃତ୍ୟୁବରଣ କରିସାରିଛନ୍ତି । ତେବେ ଏହା ଭିତରେ ୧୨ ଜଣ ଶିଶୁ ମଧ୍ୟ ଏଥିରେ ସାମିଲ ରହିଛନ୍ତି । ଏହି ମାମଲାକୁ ନେଇ…
ଶ୍ରୀଦେବୀଙ୍କ ମୃତ୍ୟୁ ରହସ୍ୟରୁ ଉଠିଲା ପରଦା! ସେଦିନ ରାତିର ସବୁ ଘଟଣା କହିଦେଲେ ବୋନୀ କପୁର
ମୁମ୍ବାଇ: ୨୪ ଫେବୃଆରୀ, ୨୦୧୮... ଏହି ଦିନକୁ ବଲିଉଡ ସିନେପ୍ରେମୀମାନେ ବୋଧହୁଏ କେବେ ଭୁଲିପାରିବେ ନାହିଁ । କାରଣ ବଲିଉଡର 'ଚାନ୍ଦନୀ' ତଥା ବିୟୁଟି କ୍ୱିନ ଶ୍ରୀଦେବୀ ଏହି ଦିନ ସାରା ଦୁନିଆରୁ ବିଦାୟ ନେଇ ଆରପାରିକୁ…
(Video) ବନ୍ଦେ ଭାରତ ଟ୍ରେନକୁ ଦୁର୍ଘଟଣା ପାଇଁ ଷଡ଼ଯନ୍ତ୍ର: ଟ୍ରାକରେ କିଏ ରଖିଛି ଇଟା, ପଥର?
ନୂଆଦିଲ୍ଲୀ: ଦେଶରେ ଗୋଟିଏ ପରେ ଗୋଟିଏ ବନ୍ଦେ ଭାରତ ଟ୍ରେନ ଚଳାଇବା ଆରମ୍ଭ କରୁଛନ୍ତି କେନ୍ଦ୍ର ସରକାର । ଏହାକୁ ନେଇ ଭାରତ ଅନେକ ସୁନାମ ଅର୍ଜନ କରୁଛି । କିନ୍ତୁ ଏବେ ଏହି ବନ୍ଦେ ଭାରତକୁ ଦୁର୍ଘଟଣାର ଶିକାର କରାଇବା…