Browsing Category

ଖବର

ଯାତ୍ରୀଙ୍କୁ ବଞ୍ଚାଇବା ପାଇଁ ଟ୍ରେନ ଆଗକୁ ଡେଇଁଲା ୧୨ ବର୍ଷର ପୁଅ: ଅଟକାଇଦେଲା ବଡ଼ ଦୁର୍ଘଟଣା

ନୂଆଦିଲ୍ଲୀ: ଓଡ଼ିଶା କୋଣାର୍କ ଐତିହ୍ୟ ନିର୍ମାଣରେ ଧର୍ମପଦର ଭୂମିକା ଏବେ ବି ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି । ବାପା ବିଶୁ ମହାରଣାଙ୍କ ସହ ୧୨ ଶହ ବଢେଇଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି…

ତୁମେ ମରିଯାଅ… କାହାକୁ ଏମିତି କହିବା ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିବା କି? କ’ଣ କହିଲେ ହାଇକୋର୍ଟ

ନୂଆଦିଲ୍ଲୀ: ମଣିଷର ରାଗ ଖୁବ ଭୟଙ୍କର । ରାଗରେ କେଉଁ ବ୍ୟକ୍ତି କେତେବେଳେ କି ପ୍ରକାର ନିଷ୍ପତ୍ତି ନେଇଯିବ, ତାହା କହିବା ବି ମୁସ୍କିଲ । ବେଳେବେଳେ ରାଗରେ ଜଣେ ବ୍ୟକ୍ତି ଅନ୍ୟ ଜଣକୁ ମରିଯିବା ପାଇଁ ମଧ୍ୟ କହିଦିଏ ।…

ବାବୁସାନଙ୍କ ‘ଦମନ’ ଘୋଡ଼ାକୁ ମିଳିପାରେ ବଡ଼ ସମ୍ମାନ: ଅଷ୍ଟମ ପ୍ରଜାତିର ଘୋଡ଼ାର ମିଳିପାରେ ମାନ୍ୟତା

ମାଲକାନାଗିରି: ଅଷ୍ଟମ ପ୍ରଜାତିର ଘୋଡ଼ା ଭାବରେ ମାନ୍ୟତା ପାଇପାରେ ମାଲକାନାଗିରିର ଘୋଡ଼ା । ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଦେଖାଯାଉଥିବା ଘୋଡ଼ାକୁ ଏହି ବଡ଼ ମାନ୍ୟତା ପ୍ରଦାନ କରାଯାଇପାରେ ବୋଲି ଅନୁମାନ କରାଯାଉଛି ।…

(Video) ଆଉ ନାହାନ୍ତି ବିକ୍ରମ-ପ୍ରଜ୍ଞାନ… ଜହ୍ନ ରାଇଜରେ ଗଡ଼ିବନି ଚନ୍ଦ୍ରଯାନ-୩, ଅଧାରେ ରହିଲା ‘Moon Mission’

ଚନ୍ଦ୍ରଯାନ-୩କୁ ନେଇ ଏକ ବିରାଟ ସୂଚନା ଦେଇଛି ଭାରତର ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥା ଇସ୍ରୋ । ଲାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ଉପରେ ଇସ୍ରୋ ଏକ ବଡ଼ ମନ୍ତବ୍ୟ ଦେଇଛି, ଯାହା ଇସ୍ରୋର ସମସ୍ତ ବୈଜ୍ଞାନିକଙ୍କ ସମେତ…

Firstest Fifty… ଟି-୨୦ ଇତିହାସରେ ବିଶ୍ୱର ଦ୍ରୁତତମ ଅର୍ଦ୍ଧଶତକ: ମାତ୍ର ୯ ବଲରେ ନେପାଳୀ କ୍ରିକେଟରଙ୍କ ରେକର୍ଡ- Video

କ୍ରିକେଟରେ କୌଣସି ରେକର୍ଡ ଦୀର୍ଘସ୍ଥାୟୀ ନୁହେଁ । ତାହା ଆଜି ପୁଣି ଥରେ ପ୍ରମାଣିତ ହୋଇଛି । ଏସିଆନ ଗେମ୍ସରେ ଆଜିଠାରୁ ଆରମ୍ଭ ହୋଇଛି ପୁରୁଷ କ୍ରିକେଟ୍ ଇଭେଣ୍ଟ । ଟି-୨୦ ଫର୍ମାଟରେ ଖେଳାଯାଉଥିବା ଏହି ଇଭେଣ୍ଟର ପ୍ରଥମ…

ଚୀନ-ପାକିସ୍ତାନକୁ ଝଟକା ଦେବ ଇସ୍ରୋ: ନୂଆ ମାଷ୍ଟରପ୍ଲାନକୁ ନେଇ ଚାଲିଛି ଯୋଜନା

ନୂଆଦିଲ୍ଲୀ: ଭାରତର ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ(ଇସ୍ରୋ) ଏକ ନୂଆ ଯୋଜନା ଏବଂ ନୂଆ ପଦକ୍ଷେପ ନେବାକୁ ଯାଉଛି । ତେବେ ଇସ୍ରୋର ଏହି ନୂଆ ମାଷ୍ଟରପ୍ଲାନ ବିଶେଷ କରି ଚୀନ ଏବଂ ପାକିସ୍ତାନ ପାଇଁ ଏକ ବଡ଼ ଝଟକା ସଦୃଶ…

ନାବାଳିକା ଘରୋଇ ସହାୟିକାଙ୍କ ସହ ଅମାନବୀୟ ଅତ୍ୟାଚାର, ରକ୍ତ ପିଆଇବା ସହ ଖୁଆଉଥିଲେ ଡଷ୍ଟବିନର ଅଳିଆ

ଗୌହାଟୀ: ଆସାମରେ ଅମାନବୀୟ ଆଚରଣର ସବୁ ସୀମା ଟପି ଯାଇଛନ୍ତି ଜଣେ ସେନା ମେଜରଙ୍କ ପତ୍ନୀ । ସେ ନିଜ ଘରେ ଥିବା ନାବାଳିକା ଘରୋଇ ସହାୟିକା ସହ ଏପରି ବ୍ୟବହାର କରିଛନ୍ତି ଯାହା ଜାଣିଲେ ଆପଣଙ୍କ ଲୋମମୂଳ ଟାଙ୍କୁରୀ ଉଠିବ ।…

ଭାରତକୁ ୫ମ ସ୍ୱର୍ଣ୍ଣ: ମହିଳା ସୁଟିଂରେ ଜିତିଲେ ସୁଟର ସିପ୍ତ କୌର ସାମ୍ରା, ୧୮ରେ ପହଞ୍ଚିଲା ଭାରତର ପଦକ ସଂଖ୍ୟା

ଓଡ଼ିଶା ଭାସ୍କର: ଭାରତକୁ ୫ମ ସ୍ୱର୍ଣ୍ଣ । ହାଙ୍ଗଝୌ ଏସୀୟ କ୍ରୀଡାରେ ଭାରତକୁ ପଞ୍ଚମ ସ୍ୱର୍ଣ୍ଣ । ମହିଳା ସୁଟିଂରେ ଜିତିଲେ ସୁଟର ସିପ୍ତ କୌର ସାମ୍ରା । ବିଶ୍ଵ ରେକର୍ଡ ଅଧିକାରୀ ହେଲେ ସାମ୍ରା । ୫୦ ମିଟର ରାଇଫଲ ଥ୍ରୀ…

କେତେ ଦିନ ପାଳନ ହେବ ଶାରଦୀୟ ନବରାତ୍ରୀ? ଜାଣନ୍ତୁ ଘଟସ୍ଥାପନାରୁ ବିଜୟ ଦଶମୀର ସମସ୍ତ ତିଥି

ଆଶ୍ୱୀନ ମାସରେ ଶାରଦୀୟ ନବରାତ୍ରୀ ପାଳନ ହୋଇଥାଏ । ମା ଦୁର୍ଗାଙ୍କ ଭକ୍ତଙ୍କୁ ଏହି ନବରାତ୍ରୀର ଅପେକ୍ଷା ରହିଛି । ଶାରଦୀୟ ନବରାତ୍ରୀରେ ୯ ଦିନ ପର୍ଯ୍ୟନ୍ତ ଦେବୀଙ୍କ ୯ଟି ରୂପକୁ ପୂଜା କରାଯାଇଥାଏ । ମା’ଙ୍କ ଆଶିଷ ଲାଭ…

ଜଣେ ଉପ-ଅଧିନାୟକ, ଜଣେ ଶତକବୀର: ତଥାପି ରୋହିତଙ୍କ ଦଳରେ ସ୍ଥାନ ପାଇଲେନି ହାର୍ଦ୍ଦିକ-ଗିଲ୍

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦୁଇଟି ମ୍ୟାଚ ଜିତି ସିରିଜ ହାତେଇ ସାରିଛି ଟିମ ଇଣ୍ଡିଆ । ବର୍ତ୍ତମାନ କ୍ଲିନ ସ୍ୱିପ କରିବା ଲକ୍ଷ୍ୟରେ ତୃତୀୟ ଦିନିକିଆ ଖେଳିବ ଭାରତ । କିନ୍ତୁ ଏହି ମ୍ୟାଚ ପୂର୍ବରୁ ଦଳକୁ…