Browsing Category
ଖବର
ନୂଆ ସଂସଦ ଭବନକୁ ଆଜି ମିଳିବ ପାରମ୍ପରିକ ମର୍ଯ୍ୟାଦା: ଇତିହାସ ହେଲା ଭାରତର ପୁରୁଣା ସଂସଦ ଭବନ
ନୂଆଦିଲ୍ଲୀ: ଆଜି ଇତିହାସରେ ପରିଣତ ହୋଇଯିବ ଭାରତର ପୁରୁଣା ସଂସଦ ଭବନ । ଦେଶର ନୂଆ ସଂସଦ ଭବନକୁ ଆଜି ମିଳିବ ପରିଚୟ । ପୁରୁଣା ସଂସଦକୁ ପଛରେ ପକାଇ ଏବେ ଦେଶର ‘ବର୍ତ୍ତମାନ’ ପାଲଟିଛି ନୂଆ ସଂସଦ ଭବନ । ମହାପ୍ରଭୁ…
ଓଡ଼ିଶାରେ ଭୟ ବଢାଉଛି ନୂଆ ଭାଇରସ: ‘ସ୍କ୍ରବ ଟାଇଫସ’ରେ ଆଉ ୧୦ ଜଣ ପଜିଟିଭ ଚିହ୍ନଟ
ସୁନ୍ଦରଗଡ଼: ସାରା ରାଜ୍ୟରେ ବର୍ତ୍ତମାନ ‘ସ୍କ୍ରବ ଟାଇଫସ’କୁ ନେଇ ଆତଙ୍କ ବ୍ୟାପିବାରେ ଲାଗିଛି । ବିଶେଷ କରି ସୁନ୍ଦରଗଡ଼ ଜିଲ୍ଲା ଏହି ଭାଇରସର ଏକ ହବ୍ ପାଲଟିଯାଇଛି । ପ୍ରତିଦିନ ଅଧିକ ସଂଖ୍ୟାରେ ପଜିଟିଭ ସଂଖ୍ୟା ଏବେ…
Big Breaking… ପୃଥିବୀ କକ୍ଷ ପଥା ଛାଡ଼ି L1ରେ ପହଞ୍ଚିଲା ସନ୍-ଆର୍ଥ ସିଷ୍ଟମ: ‘ସୋଲାର ମିଶନ୍’ କୁ ନେଇ ସୂଚନା ଦେଲା…
ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ଇତିହାସ ରଚିବା ପରେ ଭାରତ ଏବେ ସୌର ମିଶନ୍ ରେ ବି ସଫଳତା ହାସଲ କରୁଛି । ସୂର୍ଯ୍ୟରେ ଥିବା ବିଭିନ୍ନ ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ଇସ୍ରୋ ପକ୍ଷରୁ ସୌର ମିଶନ୍ ସୂର୍ଯ୍ୟ ଅଭିମୁଖେ ଆଗେଇ…
(Video) ଜହ୍ନ ଉଇଁଲେ ଗାଁକୁ ମାଡ଼ି ଆସୁଛି ଜଙ୍ଗଲଛଡ଼ା ଭାଲୁ: ଧରିବା ପାଇଁ ବନବିଭାଗ ନାକେଦମ
ଜହ୍ନ ଆସିଲେ ଗାଁକୁ ଆସୁଛି ଭାଲୁ । ସୂର୍ଯ୍ୟ ଅସ୍ତ ହେବା ମାତ୍ରେ ଗାଁରେ ମାତି ଉଠୁଛି ଭୟଙ୍କର ଭାଲୁ । ଜହ୍ନ ଛାଇ ପଡିଲେ ଏହି ଭାଲୁ ଏକ ବିକଟାଳ ରୂପ ଦେଖାଉଛି । ଯାହାକୁ ନେଇ ଗାଁ ସାରା ଚହଳ ପଡ଼ିଛି । ଜଙ୍ଗଲ ଛଡା…
‘ଶାରୀରିକ ସମ୍ପର୍କ ନଥିଲେ ବିବାହ ଏକ ଅଭିଶାପ…’: ହାଇକୋର୍ଟ ଦେଲେ ଏଭଳି ରାୟ
ନୂଆଦିଲ୍ଲୀ: ଜଣେ ଦମ୍ପତ୍ତିଙ୍କ ଛାଡ଼ପତ୍ର ମାମଲାକୁ ସମର୍ଥନ କରିବା ସହ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଜାଣି ଜାଣି ଜୀବନସାଥୀଙ୍କ ଯୌନ ସମ୍ବନ୍ଧ ରଖିବା ଇଚ୍ଛାକୁ ମନା କରିବା ଏକ ନିଷ୍ଠୁରତା ସଙ୍ଗେ…
ସୋନିଆ ଗାନ୍ଧୀଙ୍କୁ ଦେଖିବାକୁ ମିଳିଲା ଦେବୀ ରୂପରେ, ବିଜେପି କହିଲା ଏହା ଦେଶ ଠାରୁ ପରିବାରକୁ ବଡ ମାନିବାର ଫଳ
ନୂଆଦିଲ୍ଲୀ: ତେଲେଙ୍ଗାନାର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଦେବୀ ରୂପର ଏକ ପୋଷ୍ଟର ଲଗାଯାଇଛି । ପୋଷ୍ଟରରେ ସୋନିଆ ଗାନ୍ଧୀଙ୍କୁ ଦେବୀ ବେଶରେ ରତ୍ନର ମୁକୁଟ ପିନ୍ଧିଥିବା ଦେଖିବାକୁ ମିଳିଛି । ଏଥିରେ ତାଙ୍କ ଡାହଣ…
ଚନ୍ଦ୍ରପୃଷ୍ଠରୁ ମିଳିଲା ‘ଅମୂଲ୍ୟ ଖଣି’: ପୃଥିବୀରେ ଯାହାର ମୂଲ୍ୟ କୋଟି କୋଟି ଟଙ୍କା
ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠର ଦକ୍ଷିଣ ଧ୍ରୁବରେ ପହଞ୍ଚି ଇତିହାସ ଭାରତର ଚନ୍ଦ୍ରଯାନ-୩ । ବର୍ତ୍ତମାନ ଆମେରିକା ସ୍ପେସ ଏଜେନ୍ସି ନାସା ମଧ୍ୟ ଚନ୍ଦ୍ରମାର ଦକ୍ଷିଣ ଧ୍ରୁବରେ ମିଶନ୍ ପଠାଇବା ପାଇଁ ପ୍ରସ୍ତୁତି ଜାରି ରଖିଛି ।…
ଟିମ ଇଣ୍ଡିଆକୁ ଫେରିଲେ ଅଶ୍ୱୀନ: ରାତାରାତି ବଦଳିଗଲେ ଭାରତୀୟ ଦଳର ଅଧିନାୟକ
ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା ହୋଇ ସାରିଛି । ତେବେ ଏହାପୂର୍ବରୁ ଏସିଆ କପ୍ ଉପରେ କବଜା କରିଛି ଟିମ ଇଣ୍ଡିଆ । ବର୍ତ୍ତମାନ ଭାରତୀୟ ଦଳର ଅଦିନାୟକ ବଦଳି ଯାଇଛନ୍ତି । ଏହାସହିତ ଟିମ ଇଣ୍ଡିଆକୁ…
(Video) ଷ୍ଟାର ସ୍ପୋର୍ଟସ ତରଫରୁ ODI World Cup Promo ରିଲିଜ୍: ବିରାଟ-ଜାଡେଜାଙ୍କ ସହ ବିଗ୍ ବସ୍ ସୁନ୍ଦରୀ
ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ପାଇଁ ଆଉ ମାତ୍ର କେଇଟା ଦିନ ବାକି ରହିଛି । ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅକ୍ଟୋବର ୫ ତାରିଖରୁ ବିଶ୍ୱକପ ଆରମ୍ଭ ହେବାକୁ ଥିବା ବେଳେ ଭାରତର…
ODI ବିଶ୍ୱକପ ପୂର୍ବରୁ ଅବସର ଘୋଷଣା କଲେ ଷ୍ଟାର ପ୍ଲେୟର: ଅଚାନକ ନିଷ୍ପତ୍ତି ନେଲେ କ୍ରିକେଟର
ନୂଆଦିଲ୍ଲୀ: ଆସନ୍ତା ମାସରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ-୨୦୨୩ । ଏଥିପାଇଁ ବିଭିନ୍ନ ଦେଶ ନିଜ ନିଜର ଦଳ ଘୋଷଣା କରିସାରିଛନ୍ତି । ବର୍ତ୍ତମାନ ସୁଦ୍ଧା ଅନେକ ଦଳ ଏଥିପାଇଁ ଦଳର ଚୟନ ଜାରି ରଖିଛନ୍ତି । ତେବେ…