Browsing Category

ଖବର

Indian ଟି-୨୦ ଦଳରେ ଯଶସ୍ୱୀଙ୍କ ଏଣ୍ଟ୍ରି: କର ବା ମର ସ୍ଥିତିରେ ହାର୍ଦ୍ଦିକ ସେନା

ନୂଆଦିଲ୍ଲୀ: ଟେଷ୍ଟ ପରେ ଭାରତର ଟି-୨୦ ଦଳରେ ଡେବ୍ୟୁ କରିବାକୁ ଯାଉଛନ୍ତି ଯୁବ ଓପନର ଯଶସ୍ୱୀ ଜଏସ୍ୱାଲ । ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦ରେ ଭାରତୀୟ ଦଳର ଅଧିନାୟକ ଏକ ବଡ଼ ପରିବର୍ତ୍ତନ କରିଛନ୍ତି । ପ୍ରଥମ ଦୁଇଟି…

ଏଣିକି ମନ୍ଦିର ଭିତରକୁ ‘No Entry’ : ଛୋଟ-ଚିରା ଡ୍ରେସ ପିନ୍ଧିଲେ ଭିତରକୁ ଯାଇପାରିବେନି ଶ୍ରଦ୍ଧାଳୁ

ଦୀର୍ଘ ଦିନରୁ ମନ୍ଦିର ଭିତରକୁ ଅଶ୍ଳୀଳ ପୋଷାକ ପିନ୍ଧି ଯିବା ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଏଣିକି ଛୋଟ କିମ୍ବା ଚିରା ଡ୍ରେସ ପିନ୍ଧିଲେ ମନ୍ଦିର ଭିତରକୁ ଯିବା ସମ୍ଭବ ନୁହେଁ । ଏମିତି ଡ୍ରେସ ପିନ୍ଧିଥିବା…

୧୮ ତାରିଖରୁ ଲୋକଙ୍କୁ ମିଳିବ ଜାଗା ମିଶନ ପଟ୍ଟା: ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ପାଇଁ ଏକ ବଡ଼ କୁସି ଖବର ଆଣିଛନ୍ତି ରାଜ୍ୟ ସରକାର । ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ଭୂମିହୀନ ମାନଙ୍କୁ ପ୍ରଦାନ କରାଯିବ ନିଜସ୍ୱ ଜମି ପଟ୍ଟା । ଆସନ୍ତା ୧୮ ତାରିଖରେ ଏହି ଜାଗା ମିଶନ…

(Video) ପାଣିରେ ବୁଡ଼ିଯିବ ସମଗ୍ର ପୃଥିବୀ: ଧିରେ ଧିରେ ବୃଦ୍ଧି ପାଉଛି ସମୁଦ୍ରର ତାପମାତ୍ରା, ଆସୁଛି ମହାପ୍ରଳୟ!

ବର୍ଷ ବର୍ଷର ରେକର୍ଡ଼ ଭାଙ୍ଗିଛି ସମୁଦ୍ରର ତାପମାତ୍ରା । ମାଡ଼ି ଆସୁଛି ମହା ପ୍ରଳ୍ରୟ । ଚଳିତ ସପ୍ତାହରେ ସମସ୍ତ ରେକର୍ଡ଼ ଭାଙ୍ଗିଛି ସମୁଦ୍ରର ତାପମାତ୍ରା । ଯାହାକି ପୃଥିବୀ ପାଇଁ ଶୁୂଭ ସଂଙ୍କେତ ନୁହେଁ । ପୃଥିବୀର…

ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ସୁଭାଶିଷ ତାଳପତ୍ର

ଭୁବନେଶ୍ୱର: ଓଡିଶା ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ ଶପଥ ନେବାକୁ ଯାଉଛନ୍ତି ଜଷ୍ଟିସ ସୁଭାଶିଷ ତାଳପତ୍ର । ଆସନ୍ତାକାଲି ସେ ହାଇକୋର୍ଟର ନୂଆ ବିଚାରପତି ଭାବରେ ଶପଥ ଗ୍ରହଣ କରିବେ । ବର୍ତ୍ତମାନର ମୁଖ୍ୟ ବିଚାରପତି…

‘ବର୍ଷ ପରେ ଏଥର ବିଶ୍ୱକପ ଆମେ ଜିତିବୁ…’ World Cup ଟ୍ରଫି ଧରି ହୁଙ୍କାର ଦେଲେ ଅଧିନାୟକ ରୋହିତ

ନୂଆଦିଲ୍ଲୀ: ଚଳିତବର୍ଷ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ ୨୦୨୩ । ଦୀର୍ଘ ୧୨ ବର୍ଷ ପରେ ଭାରତରେ ପୁଣିଥରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବାକୁ ଯାଉଛି । ତେଣୁ ଭାରତ ଚଳିତବର୍ଷ…

(Video) ଫେରି ଆସିଲେ କି ସୁପରଷ୍ଟାର ସୁଶାନ୍ତ ସିଂ ରାଜପୁତ? Instagramରେ ଭାଇରାଲ ହେଉଛି ଏହି ଭିଡିଓ

ମୁମ୍ବାଇ: ବଲିଉଡ ସିନେ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ସୁଶାନ୍ତ ସିଂ ରାଜପୁତ । ଦିନେ ଲକ୍ଷ ଲକ୍ଷ ଝିଅଙ୍କ କ୍ରସ୍ ଥିଲେ ସୁଶାନ୍ତ । କିନ୍ତୁ ୨୦୨୦ ଜୁନ୍ ୧୪ ତାରିଖରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ଦମଦାର ଅଭିନୟ…

Video: ଏଲ୍‌ଓସି ପାର୍ କରୁଥିବା ସମୟରେ ଭାରତୀୟ ସେନା ହାତରେ ଧରା ପଡ଼ିଲେ ପାକିସ୍ତାନୀ ଆତଙ୍କବାଦୀ

ନୂଆଦିଲ୍ଲୀ: ସୁଧୁରୁନି ପାକିସ୍ତାନ, ଗୋଟିଏ ପଟେ ଦେଶରେ ଲୋକେ ଖାଇବାକୁ ପାଉନଥିବା ବେଳେ, ଅନ୍ୟ ପଟେ ଭାରତକୁ ଆତଙ୍କବାଦୀ ପଠାଇ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ଲାଇନ୍ ଅଫ କଣ୍ଟ୍ରୋଲ(ଏଲ୍‌ଓସି) ପୁଞ୍ଚ…

ଦିନିକିଆ ବିଶ୍ୱକପରୁ ବାଦ୍ ପଡ଼ିବେ ନିଜେ ଅଧିନାୟକ: ଚୟନକର୍ତ୍ତା ଦେଲେ ସୂଚନା

ନୂଆଦିଲ୍ଲୀ: ଆଗକୁ ଆସୁଛି ଦିନିକିଆ ବିଶ୍ୱକପ-୨୦୨୩ । ବିଶ୍ୱବିଜେତାର ଟାଇଟଲ ଜିତିବା ପାଇଁ ସବୁ ଦଳ ଏବେ ନିଜକୁ ପ୍ରସ୍ତୁତ କରିବା ଆରମ୍ଭ କରି ସାରିଛନ୍ତି । ତେବେ ଏହା ଭିତରେ ଆସିଛି ଏକ ଦୁଃଖଦ ଖବର । ବିଶ୍ୱକପ ଖେଳିବା…

(Video) ସତ ହେଉଛି ମାଳିକାବାଣୀ, ମଣିଷ ଖାଇବା ପାଇଁ ହୀରାକୁଦରୁ ବାହାରି ଆସିଛି ବଉଳା କୁମ୍ଭୀର: ଧ୍ୱଂସ ପାଇବ ସୃଷ୍ଟି!

ହୀରାକୁଦ ବନ୍ଧରେ ଦେଖା ଦେଇଛି ମଣିଷ ଖିଆ ବଉଳା କୁମ୍ଭୀର । ଇଏ ସେଇ ମାଳିକାରେ ଲେଖାଥିବା ବଉଳା କୁମ୍ଭୀର । ଯିଏ ଶୋଉଛି କମ୍ କିନ୍ତୁ ଖାଉଛି ଅଧିକା । ହଠାତ୍ ଦେଖାଦେତ୍ପୁଣି କେଉଁଆଡେ ଉଭାନ ହୋଇଯାଉଛି ଏହି କୁମ୍ଭୀର ।…