fbpx
Browsing Category

ଖବର

ବିଚ୍ ରାସ୍ତାରେ ସ୍ତ୍ରୀ ଓ ଝିଅକୁ ଗୁଳି କରି ନିଜ ମୁଣ୍ଡକୁ ଗୁଳି ମାରି ଟଳିପଡିଲେ ରାଜୀବ, ସିସିଟିଭରେ କଏଦ ହେଲା ଲାଇଭ ମୃତ୍ୟୁର ଦୃଶ୍ୟ

ପାଟନା: ବିହାରର ରାଜଧାନୀ ପାଟନାର ରାଜୀବ ନାମକ ଜଣେ ବ୍ୟକ୍ତି ବିଚ୍‌ ରାସ୍ତାରେ ନିଜ ପତ୍ନୀ ଓ ଝିଅର ମୁଣ୍ଡକୁ ଗୁଳି କରିଥିଲେ । ଏହାପରେ ସେ ନିଜକୁ ମଧ୍ୟ ଗୁଳି ମାରିଥିଲେ । ଘଟଣାସ୍ଥଳରେ ହିଁ ଟଳି ଡିଥିଲେ ତିନି ଜଣ ।…

ଚମ୍ପଟ ମାରିଲା ଲମ୍ପଟ ପ୍ରେମିକ: ପ୍ରେମିକା ଗର୍ଭବତୀ ଜାଣି ଛୁ ମାରିଲା ଯୁବକ, ଏବେ କୋଳରେ ଶିଶୁକୁ ଧରି ନ୍ୟାୟ ପାଇଁ ଘୂରିବୁଲୁଛି ପୀଡିତା

ସଇଁତଳା, (ଭାସ୍କର ନ୍ୟୁଜ୍‌): ପ୍ରଥମେ ପ୍ରେମ, ପରେ ଶାରିରୀକ ସମ୍ପର୍କ । ପ୍ରେମିକା ଗର୍ଭବତୀ ହେଲା ପରେ ପ୍ରେମିକ ଛୁ । ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଡଙ୍ଗରିଗୁଡା ଗ୍ରାମରେ…

ଆଜିଠୁ ୫ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆସନ୍ତା ୩ରେ ଓଡ଼ିଶା ଫେରିବେ ନବୀନ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ଆଜିଠୁ ୫ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେ ଆସନ୍ତା ୩ ତାରିଖରେ ଓଡ଼ିଶା ଫେରିବେ । ଦିଲ୍ଲୀ…

ଅଟୋକୁ କାରରେ ଧକ୍କା ଦେଲେ, ରାଜରାସ୍ତାରେ ଉତ୍ପାତ କଲେ ମଦ୍ୟପ ହାବିଲଦାର।, ଅଭିଯୋଗ ଶୁଣିଲାନି ପୋଲିସ

କଣ୍ଟାପଡ଼ା, (ଭାସ୍କର ନ୍ୟୁଜ୍‌) : ଦେବୀକନ୍ଦଳ ଦ୍ୱୀପାଞ୍ଚଳ କସର୍ଦ୍ଦା ପଞ୍ଚାୟତ ବୋତାଖାଲ ଛକରେ ଗତକାଲି ସଂଧ୍ୟା ୮.୩୦ମି. ସମୟରେ ପହଲି ମହାନ୍ତି ହାବିଲଦାର। ଘର- ଡଗରା ମେଳକ ଅତ୍ୟନ୍ତ ମଦ୍ୟପାନ କରି ଗାଡି ନମ୍ବର…

ରେମୁଣା ବିଧାନସଭା ନିର୍ବାଚନ ମାମଲା, ମଇ ୧୧ରେ ହେବ ଶୁଣାଣି: ହାଇକୋର୍ଟ

କଟକ (ଭାସ୍କର ନ୍ୟୁଜ୍‌): ରେମୁଣା ବିଧାନସଭା ଆସନ ର୍ନିବାଚନ ସମ୍ପର୍କିତ ମାମଲାର ହାଇକୋର୍ଟରେ ଶୁଣାଣି ଘୁଞ୍ଚିଛି । ହାଇକୋର୍ଟର ବିଚାରପତି ଶତ୍ରୁଘନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆସନ୍ତା ମଇ ୧୧ ତାରିଖରେ ଏହାର…

ହାଣ୍ଡିଶାଳରେ ମହଙ୍ଗା ମାଡ଼, କଲବଲ କରୁଛି ପରିବା ଦର

ଭୁବନେଶ୍ୱର : ହାଣ୍ଡିଶାଳକୁ ଲୋଡ଼ା ପଡ଼ିଥାଏ ପରିବା । ପ୍ରତ୍ୟେକ ପରିବାରରେ ଏହା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ । ତେବେ ଏହାରି ଭିତରେ ଏବେ ସବୁଜ ପନି ରିବାର ଦର ଆକାଶଛୁଆଁ ହେବା ସାଧାରଣ ଲୋକଙ୍କୁ କଲବଲ କରିବା ସହ…

ସ୍ୱାଭିମାନ ଅଞ୍ଚଳ ଆଜି ବି ଅନ୍ଧାରରେ, ସନ୍ଧ୍ୟା ହେଲେ ଡିବିରି ଆଲୁଅ ଭରସା, ବିଜୁଳି ପାଲଟିଛି ଦକ୍ଷତା ବିକାଶରେ କଣ୍ଟା

ମାଲକାନଗିରି, (ଭାସ୍କର ନ୍ୟୁଜ୍‌): ଗୁରୁପ୍ରିୟା ସେତୁ ସ୍ୱାଭିମାନ ଅଞ୍ଚଳବାସୀଙ୍କ ଜୀବନଧାରଣ ମାନରେ ଅନେକ ଉନ୍ନତି ଆଣିଛି । ଏହାକୁ ଅସ୍ୱୀକାର କରାଯାଇ ନପାରେ । ମାତ୍ର ସ୍ୱାଭିମାନ ଅଞ୍ଚଳବାସୀ ସଡ଼କର ସଂଯୋଗ ସିନା…

ରୁଷ୍‌ ଅସ୍ତ୍ରାଗାରରେ ବଡ଼ ଧରଣର ବିସ୍ଫୋରଣ, ୟୁକ୍ରେନ୍‌ ମିସାଇଲ୍‌ ମାଡ଼ରେ ନଷ୍ଟ ଆଶଙ୍କା

କିଭ୍‌,: ରୁଷ୍‌ର ସାମରିକ ଡିପୋରେ ବଡ଼ଧରଣର ବିସ୍ଫୋରଣ । ୟୁକ୍ରେନ୍‌ ସୀମା ପାଶ୍ୱର୍ବର୍ତ୍ତୀ ରୁଷ୍‌ର ବେଲଗୋରଡ଼ ସହର ନିକଟରେ ଥିବା ଅସ୍ତ୍ରାଗାରରେ ଏହି ବିସ୍ଫୋରଣ ଘଟିଛି । ଏନେଇ ସ୍ଥାନୀୟ ଗଭର୍ଣ୍ଣର ସୂଚନା ଦେଇଛନ୍ତି ।…

ରାଜ୍ୟ କଂଗ୍ରେସ ନେତୃତ୍ୱକୁ ନେଇ ବିବାଦ: ମୁଖ୍ୟ ସଚେତକ ପଦରୁ ତାରାଙ୍କ ଇସ୍ତଫା !

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ରାଜ୍ୟ କଂଗ୍ରେସର ନେତୃତ୍ୱକୁ ନେଇ ବିବାଦ ଲାଗି ରହିଥିବା ବେଳେଦଳର ମୁଖ୍ୟ ସଚେତକ ପଦରୁ ବିଧାୟକ ତାରାପ୍ରସାଦ ବାହିନୀପତି ଇସ୍ତଫା ଦେଇଥିବା ସୂଚନା ମିଳିଛି । ଏଥିପୂର୍ବରୁ ବିଧାୟକ ଦଳ…

ଆଜିଠୁ ଯୁକ୍ତ ୨ ବୋର୍ଡ ପରୀକ୍ଷା, ଦୁଇ ବର୍ଷ ପରେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେବେ ୩,୨୧,୫୦୮ ଛାତ୍ରଛାତ୍ରୀ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌ ) :  ଆଜିଠୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଯୁକ୍ତ ୨ ପରୀକ୍ଷା  ଆରମ୍ଭ ହେବ । ଏହା ମେ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ବିଜ୍ଞାନ, କଳା ଓ ବାଣିଜ୍ୟର…