Browsing Category
ଖବର
ଅସୁସ୍ଥ ହେଲେ ପୋପ୍ ଫ୍ରାନ୍ସିସ: ଶ୍ୱାସନଳୀରେ ସଂକ୍ରମଣ ପରେ ଡାକ୍ତରଖାନାରେ ଭର୍ତ୍ତି
ଭାଟିକାନ୍ ସିଟି: ଶ୍ୱାସନଳୀରେ ସଂକ୍ରମଣ ଯୋଗୁଁ ହଠାତ ଅସୁସ୍ଥ ହୋଇପଡିଛନ୍ତି ପୋପ୍ ଫ୍ରାନ୍ସିସ । ନିଶ୍ୱାସପ୍ରଶ୍ୱାସ କ୍ରିୟାରେ ଅସୁବିଧା ହେବାରୁ ରୋମର ଏକ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଛି । ତେବେ…
ବଡ ଘୋଷଣା! ଟାକ୍ସ ଚୋରି କରୁଥିବା ଲୋକଙ୍କୁ ଧରା ପକାଇଲେ ମିଳିବ ଇନାମ: ଗୁପ୍ତ ରହିବ ସୂଚନା ଦାତାଙ୍କ ନାମ
ନୂଆଦିଲ୍ଲୀ: ଦେଶରେ ଟାକ୍ସ ଚୋରି କରୁଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତେଣୁ ଏହାକୁ ରୋକିବା ପାଇଁ ଏବଂ ଟାକ୍ସ ଚୋରି କରୁଥିବା ଲୋକମାନଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛି ଜିଏସଟି…
ଜୁନ ୨୦ରେ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା: ଶାନ୍ତିଶୃଙ୍ଖଳା ପାଇଁ ପ୍ରସ୍ତୁତି ଆରମ୍ଭ
ପୁରୀ: ଆସନ୍ତା ଜୁନ୍ ୨୦ ତାରିଖରେ ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଚଳିତ ବର୍ଷ ଏହି ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ ବୁଧବାର ଜିଲ୍ଲାପାଳ ସମର୍ଥ…
(Video)ବସରେ ଲାଗିଥିବା ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ନେଇ ଭାବପ୍ରବଣତା ଦେଖାଇଲେ ବୃଦ୍ଧଚାଷୀ, କହିଲେ ତୁମେ ହେଉଛ ‘ବିଶ୍ୱ…
ବାଙ୍ଗାଲୋର:ଗତକାଲି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଘୋଷଣା କରାଯାଇଛି। ବିଧାନସଭା ନିର୍ବାଚନ ପ୍ରଚାରର ପାଇଁ ଏବେ କର୍ଣ୍ଣାଟକ ପଡିବ ଆଉ ଉଠିବ। ତେବେ ଏହାପୂର୍ବରୁ କର୍ଣ୍ଣାଟକର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ…
୩୧ରେ ସର୍ବାଧିକ ପ୍ରଭାବ ପକାଇବ ପଶ୍ଚିମା ଝଡ: ଭାରି ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି
ଭୁବନେଶ୍ୱର: ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ଜାରି ରହିଛି । ତେବେ ଆସନ୍ତା ୩୧ମାର୍ଚ୍ଚରେ ପଶ୍ଚିମାଝଡ଼ର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରିଛି…
OPSC ନିଯୁକ୍ତି ୨୦୨୩: ୩୯୧ ଟି ପଦବୀରେ ନିଯୁକ୍ତି ପାଇଁ ଆରମ୍ଭ ହେଲା ଆବେଦନ, ଜାଣନ୍ତୁ ଆବେଦନର ଶେଷ ତାରିଖ
ଭୁବନେଶ୍ୱର: ଓଡିଶା ଲୋକସେବା ଆୟୋଗ (ଓପିଏସସି) ୩୯୧ ଟି ପଦବୀ ପାଇଁ ଖୁବ ଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବ। ଏହି ନିଯୁକ୍ତି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ସିଭିଲ୍) ଏବଂ ସହକାରୀ କାର୍ଯ୍ୟନିର୍ବାହୀ…
ଭଦ୍ରକ: ଅଧ ଘଣ୍ଟାକରେ ଆକାଶରୁ ଖସିଲା ୫,୪୦୦ ବିଜୁଳି; ଚାଲିଗଲା ୫ ରୁ ଅଧିକ ଜୀବନ
ଭୁବନେଶ୍ୱର: ଅଧ ଘଣ୍ଟାକରେ ଆକାଶରୁ ଖସିଲା ୫,୪୦୦ ବିଜୁଳି, ଚାଲିଗଲା ୫ ରୁ ଅଧିକ ଜୀବନ। ପୂର୍ବରୁ ଓଡ଼ିଶାରେ ସର୍ବାଧିକ ବିଜୁଳି ମାରିବା ରେକର୍ଡ ଥିବା ବେଳେ ଆଜି ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ସାରା ରାଜ୍ୟରେ ଏବେ…
ବଡ଼ ଖବର: ଦିନିକିଆ ବିଶ୍ୱକପ ଖେଳିବାକୁ ଭାରତ ଆସିବନାହିଁ ପାକିସ୍ତାନ ଟିମ୍, ଜାଣନ୍ତୁ କେଉଁଠି ଖେଳିବ ପାକିସ୍ତାନ
ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତ ଆଇସିସି ବିଶ୍ୱକପ ଆୟୋଜନ କରୁଥିବା ବେଳେ ପାକିସ୍ତାନ ଏସିଆ କପ୍ ଆୟୋଜନ କରୁଛି । ଭାରତ ଏସିଆ କପ୍ ଖେଳିବାକୁ ପାକିସ୍ତାନ ଯିବା ପାଇଁ ମନା କରିଦେବା ପରେ ସମାନ ଅଭିମୁଖ୍ୟ ପାକିସ୍ତାନ ମଧ୍ୟ…
Video: ଅମ୍ରିତପାଲର ପ୍ରଥମ ଭିଡିଓ ସାମ୍ନାକୁ ଆସିଲା, ଉତ୍ତେଜନାପୂର୍ଣ୍ଣ କଥା କହି ପୋଲିସକୁ ଦେଲା ଖୋଲା ଚ୍ୟାଲେଞ୍ଜ
ନୁଆଦିଲ୍ଲୀ: ଖଲିସ୍ତାନ ରାଷ୍ଟ୍ର ଦାବି କରୁଥିବା ଅମ୍ରିତପାଲ ସିଂକୁ ପଞ୍ଜାବ ପୋଲିସ ଏବେ ମଧ୍ୟ ଖୋଜୁଛି । ଏହାରି ମଧ୍ୟରେ ଅମ୍ରିତ ପାଲ ସିଂ ଫେସ୍ବୁକ୍ରେ ଲାଇଭ୍ କରିଛି । ଏହି ଭିଡିଓରେ ସେ ଭାରତ ତଥା ବିଦେଶର ଶିଖ…
UPI ପେମେଣ୍ଟ ଉପରେ ଚାର୍ଜ ସମ୍ବନ୍ଧରେ NPCI ର ସ୍ପଷ୍ଟୀକରଣ, ଗ୍ରାହକଙ୍କୁ ଦେବାକୁ ପଡିବ ନାହିଁ କୌଣସି ଶୁଳ୍କ
ନୂଆଦିଲ୍ଲୀ: ୟୁପିଆଇ ମାଧ୍ୟମରେ ହେଉଥିବା ଟଙ୍କାର କାରବାର ଉପରେ ଏପ୍ରିଲ୍ ୧, ୨୦୨୩ ରୁ ଆଦାୟ ହେବାକୁ ଥିବା କାରବାର ଶୁଳ୍କ ସମ୍ପର୍କରେ ସ୍ପଷ୍ଟୀକରଣ ଜାରି କରିଛି ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ…