Browsing Category
ଖବର
(Video) ମାତ୍ର ୨୦ ଟଙ୍କାରେ ମିଳୁଛି କିଲେ ପିଆଜ: ଓଡ଼ିଶାର ଏହି ସ୍ଥାନରେ ଗ୍ରାହକଙ୍କର ଭିଡ଼ ଜମିଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ବଜାରକୁ ଯିବାକୁ ଡର ଲାଗୁଛି । ଶହେ ଟଙ୍କା ନେଇ ମାର୍କେଟକୁ ଗଲେ ପରିବାର ବ୍ୟାଗ୍ ଭର୍ତ୍ତି ହେଉନାହିଁ । ଆଳୁ, ବାଇଗଣ, ପୋଟଳ, ବିନ୍ସ, ପିଆଜ, କଲରା ଆଦି ବିଭିନ୍ନ…
ନିର୍ବାଚନ ପରେ ପଶ୍ଚିମବଙ୍ଗରେ ଭଙ୍ଗାଗଲା ବିଜେପି କାର୍ଯ୍ୟାଳୟ; ପୋଲିସ-ଦଳୀୟ କର୍ମୀ ଧସ୍ତାଧସ୍ତି
କୋଲକାତା: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶ କ୍ରମେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜବରଦଖଲ ଉଚ୍ଛେଦ ଅଭିଯାନକୁ ଜୋରଦାର କରିଛି ପୋଲିସ। ଏପରିକି କୋଲକାତାସ୍ଥିତ…
ରାଜ୍ୟ କଂଗ୍ରେସରେ କନ୍ଦଳ, କଂଗ୍ରେସ ଗ୍ରୋଥ କରିଛି କହିଲେ ଶରତ, ପଞ୍ଚାନନଙ୍କ ତେରଛା ବାଣ….
ଓଡିଶା ଭାସ୍କର : ଶରତ ପଟ୍ଟନାୟକଙ୍କ ସ୍ୟାହି ଫିଙ୍ଗିବା ଘଟଣା ପରେ ତାଙ୍କ ନାଁରେ ବିବାଦ ପିଛା ଛାଡୁନି । ରାଜ୍ୟ କଂଗ୍ରେସ ଏବେ ସରଗରମ ହୋଇଛି ଶରତଙ୍କ ପାଇଁ । ଦଳ ମଧ୍ୟରେ କନ୍ଦଳ ଦେଖିବାକୁ ମିଳିଛି । ପିସିସି ସଭାପତି…
ଜରୁରୀକାଳୀନ ପରିସ୍ଥିତି ଉପରେ ଓମ୍ ବିର୍ଲାଙ୍କ ବୟାନକୁ ନେଇ ରାହୁଲ ଖପା; କହିଲେ- ‘ବାଚସ୍ପତି ଏପରି…’
ନୂଆଦିଲ୍ଲୀ: ନବନିର୍ବାଚିତ ଲୋକସଭା ବାଚସ୍ପତି ଓମ୍ ବିର୍ଲା ବୁଧବାର ଜରୁରୀକାଳୀନ ପରିସ୍ଥିତିକୁ ନିନ୍ଦା କରି ସଂକଳ୍ପ ପାଠ କରିଥିଲେ । ଏହି ସମୟରେ ସେ ଜରୁରୀକାଳୀନ ପରିସ୍ଥିତିକୁ ତୀବ୍ର ନିନ୍ଦା କରିବା ସହ ଏହାକୁ ଦେଶର…
KALKI 2898 AD MOVIE: ଫ୍ୟାନ୍ସ କହିଲେ ପେସାବସୁଲ ସିନେମା, ଏସଏସ ରାଜାମୌଲିଙ୍କ ତାରିଫ, ଭୁବନେଶ୍ୱରରେ ମଧ୍ୟ ଦେଖିବାକୁ ମିଳିଲା ଖଚାଖଚ ଭିଡ
ଓଡିଶା ଭାସ୍କର: ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କ ସିନେମା "କଲ୍କି ୨୮୯୮ ଏଡି' ଆଜି ସାରା ଦେଶର ସିନେମା ହଲରେ ରିଲିଜ ହୋଇଛି । ୬୦୦ କୋଟିର ବଜେଟରେ ନିର୍ମିତ ଏହି ସିନେମା ହିନ୍ଦୁ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ।…
ସୁସ୍ଥ ହେଲେ ବରିଷ୍ଠ ବିଜେପି ନେତା-ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ; ଦିଲ୍ଲୀ ଏମ୍ସ୍ରୁ ଡିସଚାର୍ଜ
ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଦିଲ୍ଲୀ ଏମ୍ସରୁ ଡିସଚାର୍ଜ କରାଯାଇଛି। ଲାଲକୃଷ୍ଣ ଆଡଭାନୀ ଦିଲ୍ଲୀ ଏମ୍ସର ଘରୋଇ ୱାର୍ଡରୁ ତାଙ୍କ ସରକାରୀ ବାସଭବନକୁ…
ଆତ୍ମହତ୍ୟା ପାଇଁ ବାଧ୍ୟ କରୁଛି ସୋସିଆଲ ମିଡିଆ! ଏହିସବୁ କଥା ଉପରେ ଧ୍ୟାନ ଦିଅନ୍ତୁ ଅଭିଭାବକ…
ନୂଆଦିଲ୍ଲୀ: ଆଜି କାଲିର ଇଣ୍ଟରନେଟ୍ ଯୁଗରେ ସୋସିଆଲ ମିଡିଆର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବ୍ୟାଙ୍କିଂ ସେବା ହେଉ ଅବା ସପିଙ୍ଗ କିମ୍ବା କାହା ସହ କଥା ସମସ୍ତ କାର୍ଯ୍ୟ ଏହି ସୋସିଆଲ ମିଡିଆ ମାଧ୍ୟମରେ…
IND vs ENG Semi Final; ଆଜି ପ୍ରତିଶୋଧର ଲଢେଇ… ଫାଇନାଲକୁ ଟାର୍ଗେଟ: ପ୍ଲେଇଙ୍ଗ-୧୧ରେ ପରିବର୍ତ୍ତନ କରିବ କି ଟିମ୍ ଇଣ୍ଡିଆ?
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ-୨୦୨୪ର ପ୍ରଥମ ଫାଇନାଲିଷ୍ଟ ଦଳ ମିଳି ସାରିଛି । ଆଫଗାନିସ୍ତାନକୁ ହରାଇ ଦକ୍ଷିଣ ଆଫ୍ରିକା ଫାଇନାଲରେ ପ୍ରବେଶ କରି ସାରିଛି । ବର୍ତ୍ତମାନ ଦ୍ୱିତୀୟ ଦଳ କିଏ ହେବ ତାହାକୁ ଅପେକ୍ଷା ରହିଛି ।…
ସାତ କେଜିଆ ୨ ଫୁଟ କୁଲଫି ବନେଇ କଲେ ଭାରତ ରେକର୍ଡ
ରାଜସ୍ଥାନ: ସାରା ବିଶ୍ୱରେ ମିଠା ଏବଂ ନମକିନ ପାଇଁ ବିକାନେର ବେଶ ପ୍ରସିଦ୍ଧି ଲାଭ କରିଛି । ଏହା ସ୍ୱାଦ ଏବଂ ଏଠାରେ ପ୍ରସ୍ତୁତ ହେଉଥିବା ପ୍ରତ୍ୟେକ ଖାଦ୍ୟ ପଦାର୍ଥ ଦେଖିବାକୁ ଯେତିକି ସୁନ୍ଦର ସ୍ୱାଦ ମଧ୍ୟ ସେମିତି…
Ayushman Bharat ଯୋଜନାକୁ ନେଇ ବଡ଼ ଘୋଷଣା: ୭୦ ବର୍ଷରୁ ଅଧିକ ଲୋକଙ୍କୁ ମିଳିବ ଚିକିତ୍ସା ସୁବିଧା
ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ଲୋକସଭା ଅଧିବେଶନ । ଦେଶର ୧୮ତମ ଲୋକସଭାକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସମ୍ବୋଧନ ସମୟରେ ସେ ଦେଶର ସମସ୍ତ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ବଡ଼ ଘୋଷଣା…