fbpx
Browsing Category

ଖବର

ଏଣିକି ପାଣିରେ ଚାଲିବ ଗାଡ଼ି, ସରିଲା ପେଟ୍ରୋଲ ଆଉ ଡିଜେଲ ଯୁଗ, ଘୋଷଣା କଲେ ନୀତିନ ଗଡକରୀ

ନୂଆଦିଲ୍ଲୀ: ଖୁବଶୀଘ୍ର ପେଟ୍ରୋଲ ଓ ଡିଜେଲ ଯୁଗ ସରିବାକୁ ଯାଉଛି । ଜନସାଧାରଣଙ୍କୁ ଆଉ ତୈଳ ଦର ବୃଦ୍ଧି ନେଇ ଚିନ୍ତା କରିବାକୁ ପଡ଼ିବ ନାହିଁ । ପେଟ୍ରୋଲ ଓ ଡିଜେଲର ବିକଳ୍ପ ଭାବେ ବର୍ତ୍ତମାନ ପାଣିର ବ୍ୟବହାର କରାଯିବ ।…

ପାଗଳ କୁକୁର ଆତଙ୍କ, ୬ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡିଲା କୁକୁର

ଧର୍ମଶାଳା (ଭାସ୍କର ନ୍ୟୁଜ୍‌) : ପାଗଳ କୁକୁର ଆତଙ୍କ। ଧର୍ମଶାଳା ବ୍ଲକ ଚହଟା ପଞ୍ଚାୟତ ଭାଲୁଖାଇ ଗାଁରେ ଏକ ପାଗଳ କୁକୁର ଆତଙ୍କ ଖେଳାଇଛି। କୁକୁର କାମୁଡାରେ ୬ଜଣ ଗ୍ରାମବାସୀ ଆହତ ହୋଇଛନ୍ତି । ଉକ୍ତତ୍ୟ ଲୋକ ପାଗଳ…

କଣାସରେ ବାଘ ଆତଙ୍କ, ଗ୍ରାମବାସୀଙ୍କ ମନରେ କୋକୁଆ ଭୟ

କଣାସ (ଭାସ୍କର ନ୍ୟୁଜ୍‌): କଣାସ ବ୍ଲକ ଅନ୍ତର୍ଗତ ତ୍ରିଲୋଚନପୁର ଗ୍ରାମପଞ୍ଚାୟତର ବେଲପଡା ଗ୍ରାମ ନିକଟରେ ଗତକାଲି ରାତିରେ କେତେକ ଯୁବକ ଏକ ବାଘକୁ ଦେଖିଥିଲେ । ଯୁବକମାନେ ବାଘକୁ ଦେଖିବାପରେ ଗ୍ରାମକୁ ଯାଇ…

ବାତ୍ୟା ଜୱାଦ Update: ଶନିବାର ଗଞ୍ଜାମ ଓ ପୁରୀ ଜିଲ୍ଲାରେ ସ୍କୁଲ ଛୁଟି

ବାତ୍ୟା ଜୱାଦ ପାଇଁ ଆସନ୍ତାକାଲି ଗଞ୍ଜାମ ଏବଂ ପୁରୀ ଜିଲ୍ଲାର ସବୁ ସ୍କୁଲ ଛୁଟି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଛୁଟି ଘୋଷଣା କଲେ ଡିଇଓ । ପିଲାଙ୍କ ପାଇଁ ସ୍କୁଲ ଛୁଟି ହେଲେବି ଶିକ୍ଷକ ଓ ଅନ୍ୟ କର୍ମଚାରୀ ସ୍କୁଲ…

ଗଛ ଲଗାନ୍ତୁ: ୨୦ ହଜାର ନିବେଶରେ ମାସକୁ କମାନ୍ତୁ ୩.୫ ଲକ୍ଷ, କେନ୍ଦ୍ର ସରକାର ଦେଉଛନ୍ତି ସବସିଡି

ନୂଆଦିଲ୍ଲୀ: ଯଦି ଆପଣ ନିଜର ୯ରୁ୫ ଚାକିରିରେ ବୋର ହେଇ ଯାଇଛନ୍ତି ତେବେ ଆଜି ଆମେ ଆପଣଙ୍କ ସହିତ ଏକ ବିଜିନେସ ଆଇଡିଆ ଶେୟାର କରିବାକୁ ଯାଉଛୁ । କେବଳ ଗଛ ଲଗାଇ ଆପଣ ମାସକୁ ୩ରୁ ୩.୫ ଲକ୍ଷ ଟଙ୍କା ଆୟ କରି ପାରିବେ । ଏହା…

ଚିନ୍ତା ବଢ଼ାଇଲା କରୋନା ଆତଙ୍କ: ଭୀମସାରରେ ଆଉ ୧୦ ଛାତ୍ରଛାତ୍ରୀ ସଂକ୍ରମିତ, ୨୨ଜଣ ରିପୋର୍ଟକୁ ଅପେକ୍ଷା; ଭାରିଆଣ୍ଟ ଚିହ୍ନଟ ପାଇଁ ପଠାଯିବ…

ସମ୍ବଲପୁର/ବୁର୍ଲା (ଭାସ୍କର ନ୍ୟୁଜ): ବୁର୍ଲାସ୍ଥିତ ଭୀମସାରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁନେଇ ବିଭିନ୍ନ ମହଲରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି । ସୋମବାର ହୋଇଥିବା…

ପିଚ୍‌ କ୍ୟୁରେଟରଙ୍କୁ ୩୫ ହଜାର ଟଙ୍କା ପୁରସ୍କାର ଦେଲେ ଦ୍ରାବିଡ

କାନପୁର: ଏଠାରେ ଅନୁଷ୍ଠିତ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ ବିନା ଫଇସଲାରେ ସମାପ୍ତ ହୋଇ ଥିଲେ ହେଁ ସ୍ଥାନୀୟ ଗ୍ରିନ୍‌ ପାର୍କ ଷ୍ଟାଡିୟମ ପିଚ କ୍ୟୁରେଟର ଶିବ କୁମାରଙ୍କୁ ୩୫,୦୦୦ ଟଙ୍କାର ପୁରସ୍କାର…

ଚଳିତ ବର୍ଷର ଶେଷ ମିଳିତ ସମରାଭ୍ୟାସ ‘ସାଗର କବଚ’: ଆଜି-କାଲି ପାରାଦୀପ ସମୁଦ୍ରରେ ଦେଖିବାକୁ ମିଳିବ ସମରାଭ୍ୟାସ

ପାରାଦୀପ (ଭାସ୍କର ନ୍ୟୁଜ୍‌): ମଙ୍ଗଳବାର ଓ ବୁଧବାର ଦୁଇ ଦିନ ଧରି ପାରାଦୀପର ଗଭୀର ସମୁଦ୍ରରେ ଅନୁଷ୍ଠିତ ହେବାକୁ ଯାଉଛି ଚଳିତ ବର୍ଷର ଶେଷ ମିଳିତ ସମରାଭ୍ୟାସ ସାଗର କବଚ । ଏହି ମିଳିତ ସମରାଭ୍ୟାସରେ ଓଡିଶା ପୋଲିସ୍‌,…

ସ୍ୱିଡେନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ପଦ ପାଇବାର କିଛି ଘଣ୍ଟା ମଧ୍ୟରେ ଇସ୍ତଫା ଦେଲେ ଆଣ୍ଡରସନ୍‌, ଜାଣନ୍ତୁ କ’ଣ ରହିଛି…

ଷ୍ଟକହୋମ : ମେଗଡାଲେନା ଆଣ୍ଡରସନ୍‌ ସ୍ୱିଡେନର ପ୍ରଧାନମନ୍ତ୍ରୀ ହେବାର କିଛି ଘଣ୍ଟା ପରେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସଂସଦରେ ବଜେଟ୍‌ ପ୍ରସ୍ତାବ ଖାରଜ ହେବାରୁ ଆଣ୍ଡରସନଙ୍କୁ ଇସ୍ତଫା ଦେବାକୁ ପଡିଛି । ଏହାସହ…

ସୀମାରେ ଥରିବେ ଭାରତର ଶତ୍ରୁ ରାଷ୍ଟ୍ର, ବାୟୁ ସେନାକୁ ମିଳିଲା ସ୍ୱଦେଶୀ ଲଢ଼ୁଆ ହେଲିକପ୍ଟରସ

ଝାନ୍‌ସୀ,: ଏବେ ଥରିବେ ଭାରତର ଶତ୍ରୁ ରାଷ୍ଟ୍ର ।  ଭାରତୀୟ ସେନାକୁ ମିଳିଛି ପ୍ରଥମ ସ୍ୱଦେଶୀ ଲଢ଼ୁଆ ହେଲିକପ୍ଟର । ଫଳରେ ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇଛି । ଏଥର ବିଦେଶୀ ନୁହେଁ ସେନାକୁ ସମର୍ପିତ କରାଗଲା…