Browsing Category
ଖବର
OM BIRLA VS K. SURESH: ବାଚସ୍ପତି ନିର୍ବାଚନ, ‘ଆଇରିସ ସ୍ୱିଚ’ ଗେମ୍ ଖେଳୁଥିଲା ବିରୋଧୀ! ଜାଣନ୍ତୁ କେତେ କାମରେ ଆସିବ ଏ ଚାଲ
ଓଡିଶା ଭାସ୍କର: ଦୁନିଆର ସବୁଠୁ ବଡ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତରେ ସଂସଦ ମଧ୍ୟରେ ଚାଲିଥିଲା ଆଇରିସ ସ୍ୱିଚ ଗେମ୍ , ମାନେ ରାଜନୈତିକ ଭାଷାରେ ୟୁରୋପୀୟ ଦେଶ ଆୟରଲାଣ୍ଡରେ ଏହି ଶବ୍ଦର ବହୁଳ ବ୍ୟବହାର ହୋଇଥାଏ । ଲୋକସଭାର…
ଚିନ୍ତା ବଢ଼ାଇଲା ଗ୍ଲୋବାଲ ହେଲଥ୍ ରିପୋର୍ଟ; ଅଧାରୁ ଅଧିକ ଭାରତୀୟ ଫିଜିକାଲ ଅନ୍ଫିଟ୍
ନୂଆଦିଲ୍ଲୀ: ଚିନ୍ତା ବଢ଼ାଇଲାଣି ଗ୍ଲୋବାଲ ହେଲଥ୍ ରିପୋର୍ଟ। ନିକଟରେ ଲାନସେଟ୍ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଅଧାରୁ ଅଧିକ ଭାରତୀୟ ଫିଜିକାଲ ଅନ୍ଫିଟ୍ ଅଛନ୍ତି। ଭାରତୀୟଙ୍କ ଫିଜିକାଲ…
jurassic world 4: ନଜର ଆସିବେ ହଲିଉଡ ସୁନ୍ଦରୀ ସ୍କାରଲେଟ ଜୋହାନସନ
ଓଡିଶା ଭାସ୍କର: ସ୍କାରଲେଟ ଜୋହାନସନ ଜୁରାସିକ ବ୍ରହ୍ମାଣ୍ଡରେ ନିଜର ପରିଚୟ କରିବା ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି । ଏହି ବ୍ଲକବଷ୍ଟର ଫ୍ରାଞ୍ଜାଇଜରେ ମୁଖ୍ୟ ଭୂମିକାରେ ସେ ନଜର ଆସିବାକୁ ଯାଉଛନ୍ତି । ଗୈରେଥ…
ପୁଣି ଅଲୋଡ଼ା ହେଲା କନ୍ୟା ସନ୍ତାନ; ମୃତ ଶିଶୁକନ୍ୟାକୁ ମେଡିକାଲ୍ରେ ଛାଡ଼ି ଚମ୍ପଟ୍ ମାରିଲେ ଦୁର୍ବୃତ୍ତ
କୋରାପୁଟ: (ଓଡ଼ିଶା ଭାସ୍କର) ପୁଣି ଅଲୋଡ଼ା ହେଲା କନ୍ୟା ସନ୍ତାନ । କୋରାପୁଟ ଜିଲ୍ଲା ସୁନାବେଢ଼ାରୁ ଆସିଲା ହୃଦୟବିଦାରକ ଖବର । ମୃତ ଶିଶୁକନ୍ୟାକୁ ମେଡିକାଲ୍ରେ ଛାଡ଼ି ଚମ୍ପଟ୍ ମାରିଲା ଦୁର୍ବୃତ୍ତ । ବାଇକ୍ରେ ଆଣି…
ବଜ୍ରପାତରେ ୩ ମୃତ, ଖଲିଆପାଲି ପଞ୍ଚାୟତ ଦୁଆନଡିହି ଗାଁରେ ଅଘଟଣ
ଓଡିଶା ଭାସ୍କର : ବର୍ଷା ଲାଗି ରହିଛି । ତାହାସହ ବିପଦ ବି ବଢିଛି । ବିପର୍ଯ୍ୟୟ ମୁକାବିଲା ପାଇଁ ସରକାର ମଧ୍ୟ ଆଗୁଆ ପଦକ୍ଷେପ ନେବା ପାଇଁ କଥା ଦେଇ ସାରିଛନ୍ତି । ଇତି ମଧ୍ୟରେ ଏକ ଅଘଟଣ ସାମ୍ନାକୁ ଆସିଛି । ବରଗଡ…
ଭାରତ ସହ ସମ୍ପର୍କକୁ ନେଇ କ’ଣ କହିଲେ ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ?
ନୂଆଦିଲ୍ଲୀ: ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇଶାକ ଡାର୍ କହିଛନ୍ତି ଯେ ପାକିସ୍ତାନ ଭାରତ ସହ ଉତ୍ତମ ସମ୍ପର୍କ ଚାହୁଁଛି। ପାକିସ୍ତାନ ସରକାରଙ୍କ ସରକାରୀ ଥିଙ୍କଟ୍ୟାଙ୍କ ଇନଷ୍ଟିଚ୍ୟୁଟ୍ ଅଫ୍…
ମୋବାଇଲ ଦେଖିବା କମ କରନ୍ତୁ, ନହଲେ ହେବେ ବର୍ବାଦ
ଓଡିଶା ଭାସ୍କର: ଆଜାକାଲି ପ୍ରାୟ ସମସ୍ତେ ବିଭନ୍ନ ପ୍ରକାରର ଇଲେକ୍ଟ୍ରୋନିକ୍ସ ଡିଭାଇସ ଗୁଡିକୁ ବ୍ୟବହାର କରୁଛନ୍ତି । ପିଲା ହୁଅନ୍ତୁ ବା ବୟସ୍କ ସମସ୍ତେ ଘଣ୍ଟାଘଣ୍ଟା ଧରି ମୋବାଇଲ୍ ଫୋନ୍ ବ୍ୟବହାର ମସଗୁଲ ରହୁଛନ୍ତି ।…
Video; ରାଜଧାନୀ ଭୁବନେଶ୍ବରରେ ପ୍ରବଳ ବର୍ଷା, ବୁଡ଼ିଗଲା ସହରର ବିଭିନ୍ନ ଅଞ୍ଚଳ…
ଭୁବନେଶ୍ୱର : (ଓଡ଼ିଶା ଭାସ୍କର) ଆଜି ଅପରାହ୍ଣରେ ରାଜଧାନୀ ଭୁବନେଶ୍ବରରେ ପ୍ରବଳ ବର୍ଷା। ଏପରିକି ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ଦେଖାଦେିଛି। ବର୍ଷା ଛାଡ଼ିବା ପରେ ଏନଏଚ୍-୧୬ ଉପରେ ଟ୍ରାଫିକରେ…
ମହାରାଷ୍ଟ୍ରର ୪ ଆସନରେ ନିର୍ବାଚନ, କିଏ ମାରିବ ବାଜି
ନୂଆଦିଲ୍ଲୀ: ଆଜି ସକାଳ ୭ଟାରୁ ମହାରାଷ୍ଟ୍ରର ବିଧାନସଭା କ୍ଷେତ୍ରରେ ଚାଲିଛି ମତଦାନ । ମୁମ୍ବାଇ, କୋଙ୍କୋଣ, ନାଶିକ ଅଞ୍ଚରେ ମାହାରାଷ୍ଟ୍ର ବିଧାନସଭାର ଚାରୋଟି ଆସନରେ ନିର୍ବାଚନ ଚାଲିଛି । ଏହାର ଫଳାଫଳ ଘୋଷଣା ଜୁଲାଇ ୧…
ସୁଧୁରିବନି ପାକିସ୍ତାନ: ବଲ୍ ଟାମ୍ପରିଙ୍ଗ କରୁଛନ୍ତି ଅର୍ଶଦୀପ ସିଂହ… ସଙ୍ଗୀନ ଅଭିଯୋଗ ଆଣିଲେ ପୂର୍ବତନ କ୍ରିକେଟର
ନୂଆଦିଲ୍ଲୀ: କଥାରେ ଅଛି ମୋତେ ଯେତେ ମାଠିବୁ ମାଠ୍, ମୁଁ ସେହି ଦରପୋଡ଼ା କାଠ... ଓଡ଼ିଶାର ଏହି ରୁଢି ପାକିସ୍ତାନ କ୍ରିକେଟରଙ୍କ ଉପରେ ଖୁବ ମାନୁଛି । ଯେତେ କହିଲେ କି ଯେତେ ଟ୍ରୋଲ କଲେ ବି ପାକିସ୍ତାନ ନିଜ କାଣ୍ଡ…