Browsing Category
ଖବର
Big Breaking; କାଞ୍ଚନଜଙ୍ଗା ଟ୍ରେନ୍ ଦୁର୍ଘଟଣା: ରେଲୱେ ଜାରି କଲା ହେଲ୍ପଲାଇନ୍ ନମ୍ବର, ଉଦ୍ଧାର କାର୍ଯ୍ୟ ଜାରି
ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ସିଲିଗୁଡ଼ି ଷ୍ଟେସନ ନିକଟରେ ୨ଟି ଟ୍ରେନ ମଧ୍ୟରେ ଭୟଙ୍କର ଦୁର୍ଘଟଣା ଦେଖିବାକୁ ମିଳିଛି । ଏକ୍ସେପ୍ରେସ ଟ୍ରେନଟି ନ୍ୟୁ ଜଲପାଇଗୁରିରୁ ସିଆଲଦାହ ଅଭିମୁଖେ ଯାତ୍ରା କରୁଥିବା ସମୟରେ ରଂଗପନୀର…
କେବେ କାହା ସହିତ Super-8 Match ଖେଳିବ ଟିମ ଇଣ୍ଡିଆ? ଦେଖନ୍ତୁ ଟି-୨୦ ବିଶ୍ୱକପର Super-8 Schedule
ଓଡ଼ିଶା ଭାସ୍କର: ଟି-୨୦ ବିଶ୍ୱକପର ପ୍ରଥମ ପର୍ଯ୍ୟାୟ ଶେଷ ହୋଇସାରିଛି । ଦ୍ୱିତୀୟ ପର୍ଯ୍ୟାୟ ବା ସୁପର-୮ ପାଇଁ ସ୍ପଷ୍ଟ ହୋଇଛି ଚିତ୍ର । ସୁପର-୮ ମୁକାବିଲା ପାଇଁ ୮ଟି ଦଳ କ୍ୱାଲିଫାଏ କରି ସାରିଥିବା ବେଳେ ବର୍ତ୍ତମାନ…
Breaking News; ବଣାଇ ଘାଟିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା: ୧୫ ଯାତ୍ରୀ ଆହତ, ୫ ଗୁରୁତର
ରାଉରକେଲା: ଘାଟି ମାନଙ୍କରେ ଗାଡ଼ି ଦୁର୍ଘଟଣା ମାମଲା ଖୁବ ବଢିବାରେ ଲାଗିଛି । ଆଜି ବଣାଇ ଘାଟିରେ ଏକ ବସ୍ ଦୁର୍ଘଟଣାର ଶିକାର ହୋଇଛି । ଏହି ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି ।…
ଶେଷ ହେବ ପ୍ରତୀକ୍ଷା, ଜୁନ୍ ଶେଷରେ ଘୋଷଣା ହେବ ଟିମ ଇଣ୍ଡିଆର ନୂଆ କୋଚ୍: କିଏ ଧରିବେ ଦଳର ମଙ୍ଗ?
ନୂଆଦିଲ୍ଲୀ: ଟି -୨୦ ବିଶ୍ୱକପ ୨୦୨୪ର ପ୍ରଥମ ପର୍ଯ୍ୟାୟ ଶେଷ ହେବାକୁ ଯାଉଛି । ଏହାପରେ ନକ୍-ଆଉଟ ମ୍ୟାଚ ଖେଳିବା ସହ ଜୁନ୍ ୨୯ ତାରିଖରେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବ । ତେବେ ଏହି ବିଶ୍ୱକପ…
ପାଗ ପରିବର୍ତ୍ତନର ସମ୍ଭାବନା ନାହିଁ… ଆହୁରି ଜାରି ରହିବ ଅସହ୍ୟ ଗୁଳୁଗୁଳି, ଜଳୁଛି ଓଡ଼ିଶା
ଭୁବନେଶ୍ୱର: ଓଡ଼ିଶାରେ ପାଣିପାଗ ଲୋକଙ୍କ ଚିନ୍ତା ବଢାଉଛି । ନାଁ ଓଡ଼ିଶାରେ ମୌସୂମୀ ବାୟୁର ପ୍ରଭାବ ଦେଖା ଦେଉଛି, ନା ଗୁଳୁଗୁଳି କମିବାର ନାଁ ନେଉଛି । ମୌସୂମୀର ଲୁଚକାଳି ଖେଳରେ ହନ୍ତସନ୍ତ ହେଉଛନ୍ତି ସାରା ଓଡ଼ିଶା ବାସୀ…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରାକ୍ଟର-କାର୍ ଧକ୍କାରେ ୪ ଜଣଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
ଭବାନୀପାଟଣା: ସକାଳୁ ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଭବାନୀପାଟଣା ରାସ୍ତାର ଲଛିପୁର ଛକ ନିକଟରେ ଏହି ଦୁର୍ଘଟରାରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଏକ ଟ୍ରାକ୍ଟରକୁ ପଛପଟୁ ଏକକାର୍ ଧକ୍କା ଦେବା ଫଳରେ…
(Video) ବିଶ୍ୱାସ ନହେଲେ ବି ସତ! ରାଜଧାନୀରେ ମିଳୁଛି ମାଗଣା ବିରିୟାନୀ, ଲୋକଙ୍କର ଧାଡ଼ି ଲମ୍ବିଛି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲିର ସମୟରେ କୌଣସି ଜିନିଷ ମାଗଣାରେ ମିଳେ ନାହିଁ । ଏପରିକି ପାଣି ଓ ପବନ ପାଇଁ ମଧ୍ୟ ପଇସା ଦେବାକୁ ପଡ଼େ । ଏକଥା ଆପଣମାନେ ଭଲ ଭାବରେ ଜାଣିଥିବେ । ତେବେ ଏଭଳି ସମୟରେ କିଛି ସହୃଦୟ…
(Video) Live-In Relationରେ ରହିଥିଲେ ଉପ ମୁଖ୍ୟମନ୍ତ୍ରୀ: ୩ ଥର କରିଛନ୍ତି ବିବାହ, ଜାଣନ୍ତୁ ପୱନଙ୍କ ଇତିହାସ
ଓଡ଼ିଶା ଭାସ୍କର: ସାଉଥ ସିନେ ଜଗତର ଗବର ଏବେ ରାଜନୀତି ଜଗତରେ ରାଜକୁମାର ପଦ ପାଇଛନ୍ତି । ଉପ-ମୁଖ୍ୟମନ୍ତ୍ରୀ ପଦରେ ଦାୟିତ୍ୱ ଗ୍ରହଣ କରିଛନ୍ତି ସାଉଥ ସୁପରଷ୍ଟାର ପୱନ କଲ୍ୟାଣ । କେବଳ ସିଲଭର ସ୍କ୍ରିନରେ ନୁହେଁ, ରିଅଲ…
ରେଳଯାତ୍ରୀଙ୍କୁ ମିଳିବ ବିମାନ ଯାତ୍ରା ଭଳି ସୁବିଧା: ଜାଣନ୍ତୁ କେଉଁ ଟ୍ରେନରେ ମିଳିବ
ନୂଆଦିଲ୍ଲୀ: ଭାରତରେ ପ୍ରଥମଥର ପାଇଁ "ଶାହି' ଟ୍ରେନ ଚାଲିବାର ନିଷ୍ପତ୍ତି ନିଆଯାଇଛି । ଏହି ଟ୍ରେନଟି ଖୁବ ଶୀଘ୍ର ଗଡିବା ନେଇ ସମୟ ଧାର୍ଯ୍ୟ କରାଯାଇଛି । ଶାହି ଟ୍ରେନ ଅତ୍ୟାଧୁନିକ ପ୍ରଣାଳୀରେ ପ୍ରସ୍ତୁତ କରାଯାଉଛି ।…
ପୁଣିଥରେ ବିଶ୍ୱକପକୁ ଫେରିବେ ପାକିସ୍ତାନ-ନ୍ୟୁଜିଲାଣ୍ଡ! ଏହି କାରଣ ପାଇଁ ଟୁର୍ଣ୍ଣାମେଣ୍ଟରେ ମିଳିଲା ସୁଯୋଗ
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଦୁର୍ବଳ ପ୍ରଦର୍ଶନ ଯୋଗୁଁ ଗ୍ରୁପ ଷ୍ଟେଜରୁ ହିଁ ବାଦ୍ ପଡ଼ିଛନ୍ତି ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ । ଆଇସିସିର ପ୍ରମୁଖ ଦଳ ତାଲିକାରେ ଥିବା ବେଳେ ଉଭୟ ଦେଶ ଟୁର୍ଣ୍ଣାମେଣ୍ଟରେ ସୁପର-୮ରେ…