Browsing Category

ଖବର

(Video) ବାରିପଦା ବାସୀଙ୍କୁ ମିଳିଲା ଆଶ୍ୱସ୍ତି; କାବୁ ହେଲା ଆତଙ୍କ ରଚିଥିବା ବାଘ, ପୁଣି ଖସି ପଳାଇବାକୁ ଚେଷ୍ଟା କରୁଥିଲା ହେଲେ…

ବାରିପଦା: ଗର୍ଜନ କରୁଥିଲା ବାଘ । ପୁଣି ଖସି ପଳାଇବାକୁ ଚେଷ୍ଟା କରୁଥିଲା ହେଲେ ସେ ଶେଷରେ କାବୁ ହେଲା ବାଘ । ମାଡି ବସିଲା ବନ ବିଭାଗ ଟିମ୍ । ନିଜ ଜାବନକୁ ବାଜି ଲଗାଇ ବାଘକୁ ଧରି ପକାଇଲେ ବନ ଅଧିକାରୀ । ଧରାହେଲା…

ଏଲନ ମସ୍କଙ୍କ ବଡ ପରିବର୍ତ୍ତନ; ଡୋମେନ ବଦଳାଇ ଏକ୍ସ ଡଟ କମ କଲେ

ନୂଆଦିଲ୍ଲୀ: ବିଶ୍ୱର ସୋସିଆଲ ମିଡିଆ ଏକ୍ସ ପ୍ଲାଟଫର୍ମ ପୂର୍ବରୁ ଟୁଇଟର ଭାବରେ ଏହା ବେଶ ଜଣାଶୁଣା । ଏହା ୱେବସାଇଟ ୟୁଆରଏଲ କୁ ଟୁଇଟର ଡଟ କମ ରୁ ଏକ୍ସ ଡଟ କମ କୁ ପରିବର୍ତ୍ତନ କରାଯାଇଛି । ଟେକ ବିଲିୟନେୟାର ଏଲୋନ…

Breaking; ନିଆଳିରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ: ବିଧାନସଭାରୁ ଲଢିବେ ଗୀତାଞ୍ଜଳି

କଟକ: ରାଜ୍ୟରେ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇସାରିଛି । କିନ୍ତୁ ସେପଟେ ପ୍ରାର୍ଥୀ ଚୟନ ଶେଷ କରି ପାରୁନ କଂଗ୍ରେସ । ବର୍ତ୍ତମାନ ନିଆଳି ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ପରିବର୍ତ୍ତନ କରିଛି । ପ୍ରଥମେ…

(Video) ଅଟଳ ସେତୁ ବ୍ରିଜରେ ଭିଡିଓ କଲେ ରଶ୍ମିକା ମନ୍ଦାନା, ଏହାକୁ ଦେଖି ଅଭିନେତ୍ରୀଙ୍କର ପ୍ରଶଂସା କଲେ PM ମୋଦୀ

ନୂଆଦିଲ୍ଲୀ: ନେସନାଲ କ୍ରସ ରଶ୍ମିକା ମନ୍ଦାନା କେବଳ ସାଉଥ ସିନେମା ନୁହେଁ, ସେ ହିନ୍ଦୀ ଦର୍ଶକଙ୍କ ମଧ୍ୟରେ ବି ଲୋକପ୍ରିୟ ହୋଇସାରିଲେଣି । ରଶ୍ମିକା ଗତ କିଛି ବର୍ଷରେ ବ୍ଲକବଷ୍ଟର ଫିଲ୍ମ କରିଛନ୍ତି । ସେ ଶେଷଥର ପାଇଁ…

‘ଆପଣ ମୋଦୀଙ୍କୁ ୧୦ ବର୍ଷ ମଧ୍ୟରେ ଦେଶରେ ଜଣେ ବି ମୁସଲମାନଙ୍କୁ ଆଲିଙ୍ଗନ କରୁଥିବାର ଦେଖିଛନ୍ତି କି?’: ଓୱେସି 

ନୂଆଦିଲ୍ଲୀ: ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓୱେସି ଏକ ଘରୋଇ ଚ୍ୟାନେଲ ସହ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଡ଼ା ଟାର୍ଗେଟ୍ କରିଛନ୍ତି। "ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘରେ ୧୦ ବର୍ଷ ମଧ୍ୟରେ…

ବଡ଼ ଖବର; ପଶ୍ଚିମବଙ୍ଗରେ ବଜ୍ରପାତରେ ୧୧ ଜଣଙ୍କ ମୃତ୍ୟୁ, ଦୁଃଖ ପ୍ରକାଶ କଲେ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗର ମାଲଦାରେ ଗୁରୁବାର ବଜ୍ରପାତରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି । ଆହତମାନେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମାଲଦା ଜିଲ୍ଲା ଅଧିକାରୀ ନୀତିନ…

ଓଡ଼ିଶାକୁ ଶ୍ରମିକ ଚାଲାଣ ରାଜ୍ୟରେ ପରିଣତ କରିଛି ବିଜେଡି-ବିଜେପି ମେଣ୍ଟ: ମଲ୍ଲିକାର୍ଜୁନ ଖଡ଼ଗେ

ଭୁବନେଶ୍ୱର: ବିଜେପି ଓ ବିଜେଡି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ମଲ୍ଲିକାର୍ଜୁନ ଖଡ଼ଗେ । ଏକ ସାମ୍ବାଦିକ ସେ କହିଛନ୍ତି ଯେ କିଛିଦିନ ତଳେ ବିଜେପି ଓ ବିଜେଡି ମେଣ୍ଟ ପାଇଁ ଖୋଲା ଆଲୋଚନା କରୁଥିଲେ । ବର୍ତମାନ…

BIG BREAKING…ବିଜେପି ଛାଡ଼ି ବିଜେଡିକୁ ଫେରିଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବିଜେପି ଛାଡ଼ିବାର ଘଣ୍ଟାଏ ଭିତରେରେ ବିଜେଡିରେ ସାମିଲ୍ ହେଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ । ଆଜି ସନ୍ଧ୍ୟା ସମୟରେ ବିଜେପିରୁ ଇସ୍ତଫା ଦେଇଥିଲେ ରାଜୁ ଦାସ । ଦଳ…

(Video) ଅଶାନ୍ତ ଖଲ୍ଲିକୋଟ; ‘ଦରକାର ନାହିଁ ରାଜନୀତି, ବିନା କାରଣରେ ରାତିରେ ମୋ ପୁଅକୁ ମାରିଦେଲେ…’

ଗଞ୍ଜାମ: (ଓଡ଼ିଶା ଭାସ୍କର) ଏ କି ରାଜନୀତି, ମୋ ପୁଅକୁ ହାଣିଦେଲେ । ଆଜି କାନ୍ଦୁଛି ବାପା କାନ୍ଦୁଛି ଭଉଣୀ କାନ୍ଦୁଛି ମା ... ପୁରା ଖଳ୍ଲୀକୋଟ ଜେମିତି ଅଶାନ୍ତ ହୋଇ ରହିଛି । ୨୦୨୪ ନର୍ବାଚନ ଆଗରୁ ଖଲ୍ଲୀକୋଟରେ ଏମିତି…

ଗୋହତ୍ୟା କିମ୍ୱା ଗୋଚାଲାଣ କରିଲେ ଓଲଟା ଟାଙ୍ଗି ସିଧା କରିଦେବୁ; କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ପାଟନା: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭା ନିର୍ବାଚନ ପ୍ରଚାର ପାଇଁ ଗୁରୁବାର ବିହାରର ମଧୁବନୀ ଜିଲ୍ଲାରେ ପହଞ୍ଚିଛନ୍ତି। ସେଠାରୁ ସେ ଇଣ୍ଡି ମେଣ୍ଟକୁ କଡ଼ା ଟାର୍ଗେଟ କରିଥିଲେ। ଅମିତ ଶାହା କହିଛନ୍ତି ଯେ…