Browsing Category
ଖବର
ଅମୃତପାଲ ସିଂହଙ୍କ ନିକଟରୁ ନିଶା ଦ୍ରବ୍ୟ ଜବତ ଘଟଣାରେ ଗିରଫ ହେଲେ ଡିବ୍ରୁଗଡ଼ ଜେଲ୍ ଅଧୀକ୍ଷକ
ନୂଆଦିଲ୍ଲୀ: ଗୁରୁବାର ରାତିରେ ଡିବ୍ରୁଗଡ଼ ସେଣ୍ଟ୍ରାଲ ଜେଲ୍ ଅଧୀକ୍ଷକ ନିପେନ ଦାସଙ୍କୁ ଆସାମ ପୁଲିସ ଗିରଫ କରିଛି। ଡିବ୍ରୁଗଡ଼ ସେଣ୍ଟ୍ରାଲ ଜେଲରେ ବନ୍ଦୀ ଥିବା 'ଓ୍ଵାରିସ୍ ପଞ୍ଜାବ ଦେ' ସଂଗଠନର ମୁଖ୍ୟ ତଥା ଖାଲିସ୍ତାନ…
ଇଂଲଣ୍ଡ ଦେଖିଲା ପ୍ରକୃତ Bazball Test: ଇଂରେଜର ନୂଆ ଫର୍ମାଟରେ ଟିମ ଇଣ୍ଡିଆ
ଓଡ଼ିଶା ଭାସ୍କର: ପଞ୍ଚମ ଟେଷ୍ଟରେ ଇଂଲଣ୍ଡକୁ ଆଇନା ଦେଖାଇଛି ଟିମ ଇଣ୍ଡିଆ । ଇଂରେଜ ଦଳ ଆରମ୍ଭ କରିଥିବା ବାଜବଲ୍ ଟେଷ୍ଟ ଫର୍ମାଟରେ ଭାରତ ନିଜର ଦମ୍ ଦେଖାଇଛି । ଟିମ ଇଣ୍ଡିଆର ଟପ୍ ଅର୍ଡର ଇଂଲଣ୍ଡକୁ ବାଜବଲ ଟେଷ୍ଟର…
ଲୋକସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ଆରମ୍ଭ କଲା ‘ସଂସଦରେ ବି କେଜ୍ରିୱାଲ’ ଅଭିଯାନ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଘୋଷଣାର କିଛି ଦିନ ପୂର୍ବରୁ ଆମ୍ ଆଦମୀ ପାର୍ଟି ଶୁକ୍ରବାର 'ସଂସଦରେ ବି କେଜ୍ରିୱାଲ' ଅଭିଯାନ ଆରମ୍ଭ କରିଛି। ଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ…
ଜଳ ବିନା ତ୍ରାହି ତ୍ରାହି… କାର୍ ଧୋଇବା-ଗଛରେ ପାଣି ଦେବା ବି ମନା: ବେଙ୍ଗଲୁରୁରେ ନୂଆ ନିୟମ
ନୂଆଦିଲ୍ଲୀ: ଭାରତର ସିଲିକନ୍ ଭ୍ୟାଲେ କୁହାଯାଉଥିବା ବେଙ୍ଗଲୁରୁ ସହର ଆଜି ପାଣି ନ ପାଇ ତ୍ରାହି ତ୍ରାହି ଡାକୁଛି । ଶୋଷ ମେଣ୍ଟାଇବାକୁ ଲୋକଙ୍କୁ ପାଣି ମୁନ୍ଦାଏ ବି ମିଳିବା କଷ୍ଟକର ହୋଇପଡ଼ିଛି । ଯାହା ଫଳରେ ସହରରେ…
ପୁଣି କୁମ୍ଭୀର ଆତଙ୍କ; ଗାଧୋଉଥିଲେ ସ୍ତ୍ରୀ ଆଖି ଆଗରେ ସ୍ୱାମୀକୁ ଟାଣିନେଲା ମଣିଷଖିଆ କୁମ୍ଭୀର
କେନ୍ଦ୍ରାପଡ଼ା: ଦୀର୍ଘଦିନ ର ନୀରବତା ପରେ ପୁଣି ମାତିଛି ମଣିଷଖିଆ କୁମ୍ଭୀର । ସ୍ତ୍ରୀ ସାମ୍ନାରେ ସ୍ୱାମୀକୁ ଟାଣିନେଲା କୁମ୍ଭୀର । ସକାଳୁ ସ୍ୱାମୀ ସ୍ତ୍ରୀ ଉଭୟ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । କିନ୍ତୁ କିଏ…
IND vs ENG; ଧର୍ମଶାଳା ଟେଷ୍ଟ ମ୍ୟାଚରେ ଜଲୱା ଦେଖାଇଲେ ଯଶସ୍ୱୀ ଜୟସ୍ୱାଲ, ହାସଲ କଲେ ବଡ଼ ସଫଳତା
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ ଯଶସ୍ୱୀ ଜୟସ୍ୱାଲ ଏକ ନୂଆ ସ୍ଥାନ ହାସଲ କରିଛନ୍ତି। ଯଶସ୍ୱୀ ଟେଷ୍ଟ କ୍ରିକେଟରେ ନିଜର ୧୦୦୦ ରନ୍ ପୂରଣ କରିଛନ୍ତି। ଏବେ ଯଶସ୍ୱୀ ନିଜର…
(video)ଲାଇଭ୍ କ୍ୟାମେରାରେ ମହିଳା ରିପୋର୍ଟର ସହ ଅଶ୍ଳୀଳ ଆଚରଣ କଲା ରୋବଟ୍, ଭିଡିଓ ହେଉଛି ଭାଇରାଲ୍
ନୂଆଦିଲ୍ଲୀ: ସମୟ ବଦଳିବାରେ ଲାଗିଛି । ଆଧୁନିକ ପ୍ରଯୁକ୍ତି ବିଦ୍ୟା ବଳରେ ଆମେ ଅସମ୍ଭବକୁ ସମ୍ଭବ କରିପାରୁଛୁ । ଏହି କ୍ରମରେ ରୋବଟମାନେ ଏବେ ମାନବର ବିକଳ୍ପ ଭାବରେ କାମ କଲେଣି । କିନ୍ତୁ ବହୁ ସମୟରେ ରୋବଟ୍ ତିଆରି…
ଇସ୍ତଫା ଦେଲେ ତ୍ରିପୁରାର ମୁଖ୍ୟ ବିରୋଧୀ ଦଳ ନେତା ଅନିମେଶ ଦେବବର୍ମା, ଆଜି କରିବେ ଶପଥ ଗ୍ରହଣ
ଓଡ଼ିଶା ଭାସ୍କର: ଲୋକସଭା ନିର୍ବାଚନ ପୂର୍ବରୁ ତ୍ରିପୁରାରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ତ୍ରିପୁରାର ମୁଖ୍ୟ ବିରୋଧୀ ଦଳ ଟିପରା ମୋଥା(Tipra Motha) ର ବରିଷ୍ଠ ନେତା ଅନିମେଶ ଦେବବର୍ମା ଗୁରୁବାର ରାଜ୍ୟ ବିଧାନସଭାର…
(ଭିଡିଓ) ପୋଲ ଉପରେ ଝୁଲି ରହିଛି ଯାତ୍ରୀବାହୀ ବସ୍: ଭୁବନେଶ୍ୱରରୁ ଯାଉଥିଲେ ୩୦ ଯାତ୍ରୀ, ଘଟିଲା ଦୁର୍ଘଟଣା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲି ଫୁଲବାଣୀର ରାଣୀପଥ ଘାଟିରେ ଏସଆରଟିସି ବସ୍ ଦୁର୍ଘଟଣା ଘଟି ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ୪୦ରୁ ଅଧିକ ଯାତ୍ରୀ ଫୁଲବାଣୀରୁ ଅନୁଗୁଳ ଅଭିମୂଖେ ଯାତ୍ରା କରୁଥିବା ବେଳେ…
(Video): ଟାଇମ୍ସ ସ୍କ୍ୱାୟାରରେ ଗୁଞ୍ଜରିତ ହେଲା ‘ହର ହର ମହାଦେବ’, Sadhguru ଶେୟାର କଲେ ଭିଡ଼ିଓ
ଓଡ଼ିଶା ଭାସ୍କର: ଆସୁଛି ମହାଶିବରାତ୍ରୀ । ଚଳଚଞ୍ଚଳ ପଲ୍ଲୀରୁ ସହର । କେବଳ ଦେଶ ନୁହେଁ ବରଂ ବିଦେଶରେ ମଧ୍ୟ ଶିବରାତ୍ରି ପୂର୍ବରୁ ମହାଦେବଙ୍କ ଭକ୍ତିର ଯାଦୁ ଦେଖିବାକୁ ମିଳିଛି । ସୋମବାର(ମାର୍ଚ୍ଚ ୪) ନ୍ୟୁୟର୍କର…