Browsing Category

ଖବର

ବିବାହ ପାଇଁ କନ୍ୟା ନ ମିଳିଲେ ଟଙ୍କା ଫେରସ୍ତ: କ୍ଷତିପୂରଣ ଦେଲା ମାଟ୍ରିମୋନୀ ସାଇଟ୍

ଓଡ଼ିଶା ଭାସ୍କର: ବର୍ତ୍ତମ।।ନ ସମୟରେ ବିବାହ ସମୟରେ ଅନେକ ପ୍ରକାରର ସମସ୍ୟା ଦେଖିବାକୁ ମିଳୁଛିି । ବିଶେଷ କରି ଜଣେ ବରପାତ୍ରଙ୍କ ବିବାହ ବେଳେ କନ୍ୟା ଖୋଜା ଅତ୍ୟନ୍ତ କଷ୍ଟକର । ମଧ୍ୟସ୍ଥି ଝାମେଲାରୁ ମୁକ୍ତି ପାଇବା…

ଦାର୍ଜିଲିଂ ଟ୍ରେନ ଟ୍ରାଜେଡିରେ ପ୍ରକୃତ ଉତ୍ତରଦାୟୀ କିଏ? ଯାଞ୍ଚ ରିପୋର୍ଟରୁ ମିଳିଲା ଉତ୍ତର…

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଘଟି ଯାଇଥିବା ଭୟଙ୍କର କାଞ୍ଚନଜଙ୍ଗା ଟ୍ରେନ ଦୁର୍ଘଟଣାରେ ହୋଇଛି ମହାଖୁଲାସା । ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୦ ଯାତ୍ରୀ ଏବଂ ୬୦ ଆହତଙ୍କ ଦୁର୍ଦ୍ଦଶାର ପ୍ରକୃତ ଦୋଷୀକୁ କୋଜି ବାହାର…

କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼

ଭୁବନେଶ୍ୱର : (ଓଡ଼ିଶା ଭାସ୍କର) ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ହୋଇଛି । କଂଗ୍ରେସ ଭବନରେ ପଶି କାଳିମାଡ଼ କଲେ ଅସନ୍ତୁଷ୍ଟ ଗୋଷ୍ଠୀ । କଂଗ୍ରେସ ଭବନରେ ଚାମ୍ବରରେ ବସିଥିବା ବେଳେ କାଳିମାଡ଼ ହୋଇଥିବା…

ଯୋଗ ଦିବସରେ ଆସିଲା ଦୁଃଖଦ ଖବର; ୧୨୮ବର୍ଷୀୟ ଯୋଗଗୁରୁ ସ୍ୱାମୀ ଶିବାନନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ବାରାଣସୀ: ଉତ୍ତରପ୍ରଦେଶର ବାରଣାସୀରେ ରହୁଥିବା ଯୋଗଗୁରୁ ସ୍ୱାମୀ ଶିବାନନ୍ଦ ଅସୁସ୍ଥ ହୋଇପଡ଼ିଛନ୍ତି। ୧୨୮ ବର୍ଷୀୟ ଯୋଗଗୁରୁଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ଖବର ସମସ୍ତଙ୍କୁ ବ୍ୟଥିତ କରିଛି। ଅନ୍ତର୍ଜାତୀୟ ଯୋଗ…

ସାବଧାନ! ରାସ୍ତାରେ ଫାଟିଯିବ ଗାଡ଼ି ଟାୟାର, କାହିଁକି? ଏହି ଗ୍ୟାସ ଭରିବା ସବୁଠାରୁ ଲାଭଦାୟକ

ଓଡ଼ିଶା ଭାସ୍କର: ରାସ୍ତାରେ ଗାଡ଼ି ଚଳାଉଥିବା ବେଳେ ସତର୍କ ରହିବା ନିତ୍ୟାନ୍ତ ଆବଶ୍ୟକ । ବିଭିନ୍ନ କାରଣରୁ ଅନେକ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ଗାଡ଼ି ଚାଳକ । ଦୁର୍ଘଟଣା ବ୍ୟତୀତ ଗାଡ଼ିରେ ମଧ୍ୟ କିଛି ସମସ୍ୟା…

୬୦ ବର୍ଷ ଅଭିନୟ କରିଥିବା ସୁପରଷ୍ଟାରଙ୍କ ଦେହାନ୍ତ; ୮୮ ବର୍ଷ ବୟସରେ ଲିଭିଲା ଜୀବନ ଦୀପ

ମୁମ୍ବାଇ: କାନାଡାର ଲୋକପ୍ରିୟ ଅଭିନେତା ଡୋନାଲ୍ଡ ସଦରଲାଣ୍ଡଙ୍କର ୮୮ ବର୍ଷ ବୟସରେ ପରଲୋକ ଘଟିଛି । ସେ 'ମାଶ', 'କ୍ଲୁଟ୍', 'ଅର୍ଡିନାରି ପିପୁଲ୍' ଏବଂ 'ହଙ୍ଗର ଗେମ୍ସ' ଭଳି ଫିଲ୍ମରେ ଅଭିନୟ କରିଥିଲେ। ସେ ତାଙ୍କ…

ମହିଳାମାନେ ବିନା କାରଣରେ ଚିଡ଼ଚିଡ଼ା ହେଲେ କୋପ କରନ୍ତି ଏହି ଗ୍ରହ; ଜାଣନ୍ତୁ ଏହାର କାରଣ…

ଓଡ଼ିଶା ଭାସ୍କର: ଆଜିକାଲି ଅନେକ ମହିଳା ଟିକେ ଟିକେ କଥାରେ ଅପମାନଜନକ ଶବ୍ଦ କିମ୍ବା ଗାଳିଗୁଲଜ ବ୍ୟବହାର କରୁଛନ୍ତି । ଏହି ଅଭ୍ୟାସ ଯୋଗୁଁ ସମସ୍ତଙ୍କ ଆଗରେ ସେମାନଙ୍କର ଛବି ଖରାପ ହୋଇଥାଏ। ଏହାସହ ଗ୍ରହମାନଙ୍କ…

ପିଲାମାନଙ୍କ ପାଇଁ ଖୁବ ଉପକାରୀ ‘ଯୋଗ’: ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଯୋଗର ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା

ଓଡ଼ିଶା ଭାସ୍କର: ସ୍ୱାସ୍ଥ୍ୟ ବିଜ୍ଞାନ କ୍ଷେତ୍ରକୁ ଦେଖାଗଲେ ଜଣାଯାଏ ଯେ ଏହି ଯୋଗ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପାଦେୟ ଭୂମିକା ଗ୍ରହଣ କରିଥାଏ । ତେବେ ଯୋଗାସନ କ୍ଷେତ୍ରରେ ପିଲାମାନଙ୍କର କ୍ଷେତ୍ରକୁ ଦେଖିଲେ କେତେକ…

ସରକାରୀ ବଙ୍ଗଳା ଛାଡ଼ିବେ ୫୦ ନେତା-ମନ୍ତ୍ରୀ: ଜାରି ହେଲା ନୋଟିସ… ଜାଣନ୍ତୁ ନିୟମ

ନୂଆଦିଲ୍ଲୀ: ୫୦ ଜଣ ପୂର୍ବ ନେତା ଏବଂ ମନ୍ତ୍ରୀଙ୍କ ପାଇଁ ଜାରି ହୋଇଛି ନୋଟିସ । ରାଜଧାନୀ ଦିଲ୍ଲୀରେ ଥିବା ୫୦ ଜଣ ନେତାଙ୍କୁ ନିଜର ସରକାରୀ ବଙ୍ଗଳା ଛାଡ଼ିବା ପାଇଁ ନୋଟିସ ଜାରି ହୋଇଛି । ନିର୍ବାଚନରେ ପରାଜୟ ବରଣ…

ଡାର୍କନେଟରେ କେମିତି ଲିକ ହୁଏ ପେପର, ନେଟ ପରୀକ୍ଷାକୁ ନେଇ ଚର୍ଚ୍ଚାରେ ‘କଳା ଦୁନିଆ’

ଓଡିଶା ଭାସ୍କର: ବର୍ଷକୁ ୩୬୫ ଦିନ ଥାଏ ଆଉ ଦୁଇ ବର୍ଷକୁ ହୁଏ ପ୍ରାୟ ୭୩୦ ଦିନ । ଏହି ବର୍ଷଟିଏ, ଦୁଇବର୍ଷ ବା ତାହାଠୁ ଅଧିକ ସମୟ ପର୍ଯ୍ୟନ୍ତ ଜଣେ ଛାତ୍ର କଠିନ ପରିଶ୍ରମ, ଅଧ୍ୟବସାୟ କରି ଅଧ୍ୟୟନ କରେ ପରୀକ୍ଷାରେ ସଫଳ…