Browsing Category
ଖବର
(Video) ପାକିସ୍ତାନରେ ମହଙ୍ଗାମାଡ଼ ମଧ୍ୟରେ ଗାଡ଼ିରୁ କୋଲ୍ଡଡ୍ରିଙ୍କସ ବୋହିନେଲେ ଲୋକେ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ଭାରତର ପଡୋଶୀ ଦେଶ ପାକିସ୍ତାନରେ ସବୁ ଜିନିଷର ଦର ଆକାଶ ଛୁଇଁଛି । ଆର୍ଥିକ ସ୍ଥିତି ଖରାପ ହେବା ଯୋଗୁଁ ଲୋକଙ୍କୁ ଅନେକ ଦୁଃଖ ସାମ୍ନା କରିବାକୁ ପଡିଛି । ଏହି ସମୟରେ ଏପରି ଏକ ଭିଡିଓ ସୋସିଆଲ ମିଡିଆ…
ୟୁରୋ ୨୦୨୪: ରୋନାଲ୍ଡୋଙ୍କୁ ଫିଫାର ସ୍ବତନ୍ତ୍ର ସମ୍ମାନ, ଲେଖିଲା ‘ଥାଲା’ କ୍ୟାପସନ
ନୂଆଦିଲ୍ଲୀ: ପର୍ତ୍ତୁଗାଲ ଷ୍ଟାର ଫୁଟବଲର କ୍ରିଷ୍ଟିଆନ ରୋନାଲଡୋ ଆଜି ୟୁରୋକଫରେ ନିଜର ପ୍ରଥମ ମ୍ୟାଚ୍ ଚେକ ରିପବ୍ଲିକ ବିପକ୍ଷରେ ଖେଳିବେ । ୨୦୧୬ ମସିହାରେ ପର୍ତ୍ତୁଗାଲକୁ ୟୁରୋ ଚାମ୍ଫିଆନ କରିଥିବା ରୋନାଲଡୋଙ୍କୁ ଫିଫା…
ପୁଣି ଲୋକଙ୍କୁ ଭୟଭୀତ କଲାଣି ବାବା ଭେଙ୍ଗାଙ୍କ ୨୦୨୪ ମସିହା ପାଇଁ ଏହି ଭବିଷ୍ୟବାଣୀ…
ଓଡ଼ିଶା ଭାସ୍କର: ବୁଲଗେରିଆର ବାବା ଭେଙ୍ଗା ଜଣେ ପ୍ରସିଦ୍ଧ ଭବିଷ୍ୟତବକ୍ତା ଥିଲେ। ସେ ୧୯୧୧ ମସିହାରେ ଜନ୍ମଗ୍ରହଣ କରିଥିଲେ। ବାବା ଭେଙ୍ଗା ମାତ୍ର ୧୨ ବର୍ଷ ବୟସରେ ଉଭୟ ଆଖିର ଦୃଷ୍ଟିଶକ୍ତି ହରାଇଥିଲେ। ଅଗଷ୍ଟ ୧୯୯୬ରେ…
ତାରରେ ଗାମୁଛା ଶୁଖାଇବା ହେଲା କାଳ; ବିଦ୍ୟୁତ୍ ଆଘାତରେ ଶେଷ ହୋଇଗଲା ପୁରା ପରିବାର
ପୁଣେ: ସୋମବାର ସକାଳେ ବିଦ୍ୟୁତ୍ ଆଘାତରେ ଜଣେ ୪୭ ବର୍ଷୀୟ ନିର୍ମାଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ପତ୍ନୀ ଓ ପୁଅଙ୍କ ମୃତ୍ୟୁ ଘଟିଛି। ଗ୍ରାମୀଣ ପୁଣେ ରପୋଲିସ କହିଛି ଯେ ତାର…
ଜିମ୍ ଟ୍ରେନର ପ୍ରେମରେ ପଡ଼ି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ; ୩ବର୍ଷ ପରେ ସାମ୍ନାକୁ ଆସିଲା ସତ
ନୂଆଦିଲ୍ଲୀ: ହରିୟାଣାର ପାନିପତରୁ ଆସିଛି ଚମକାଇ ଦେଲା ଭଳି ଘଟଣା। ଏକାଠି ରହୁଥିଲେ ସ୍ୱାମୀ-ସ୍ତ୍ରୀ। ସ୍ୱାମୀ ଜଣେ ବ୍ୟବସାୟୀ ଥିଲେ ଏବଂ ତାଙ୍କର ବ୍ୟବସାୟ ଭଲ ଥିଲା। ହେଲେ ୧୫ ଡିସେମ୍ବର ୨୦୨୧ରେ ସ୍ୱାମୀଙ୍କୁ ଗୁଳି…
BIG BREAKING…ପ୍ରକାଶ ପାଇଲା OSSTET ପରୀକ୍ଷା ଫଳ
ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ପ୍ରକାଶ ପାଇଲା OSSTET ପରୀକ୍ଷା ଫଳ । www.bseodisha.ac.inରେ ରେଜଲ୍ଟ ଉପଲବ୍ଧ । ୱେବ୍ସାଇଟରୁ ଡିଜିଟାଲ ସାର୍ଟିଫିକେଟ ପାଇପାରିବେ ପରୀକ୍ଷାର୍ଥୀ ।
OSSTET ହେଉଛି ଓଡ଼ିଶା…
ଡାକଘର ନାଁରେ ହେଉଛି ବଡ଼ ବଡ଼ ଠକେଇ; ଲୋକଙ୍କୁ ସତର୍କ କରାଇଲେ ସରକାର
ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ସହ ହେଉଥିବା ଅନଲାଇନ ଠକେଇକୁ ନେଇ ସରକାର ଚିନ୍ତିତ ଅଛନ୍ତି। ଟଙ୍କା ହରାଉଥିବା ସାଧାରଣ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସରକାର ଲଗାତାର ସତର୍କ ସୂଚନା ଜାରି କରୁଛନ୍ତି। ସେହିପରି ଡାକଘର…
ପୁରୀ: ମହାପ୍ରଭୁଙ୍କ ଦିଅଁ ବିବାହ ନୀତିରେ ବିଳମ୍ବ; ଏଯାଏଁ ହୋଇନି ମଙ୍ଗଳ ଆଳତି
ପୁରୀ: (ଓଡ଼ିଶା ଭାସ୍କର) ମହାପ୍ରଭୁଙ୍କ ଦିଅଁ ବିବାହ ନୀତିରେ ବିଳମ୍ବ । ନୀତି ବିଳମ୍ବ ଯୋଗୁଁ ହୋଇନାହିଁ ମଙ୍ଗଳ ଆଳତି । ଏକାଦଶୀରେ ନୀତି ସମାପନ ବଦଳରେ ଦ୍ବାଦଶୀରେ ଆରମ୍ଭ । ସେବକଙ୍କ ମଧ୍ୟରେ ବିବାଦରୁ ନୀତି ବିଳମ୍ବ…
ମାଇକ୍ରୋସଫ୍ଟ୍-ଆପଲକୁ ପଛରେ ପକାଇ ବିଶ୍ୱରେ ନମ୍ବର-୧ ହେଲା nVIDIA
ମୁମ୍ୱାଇ: ଗତ କିଛି ମାସ ସେୟାର ବଜାରରେ ବୃଦ୍ଧି ନେଇ ନୂଆ ଇତିହାସ ସୃଷ୍ଟି କରିଛି ଆମେରିକୀୟ ଚିପ୍ ନିର୍ମାତା nVIDIA। ଚଳିତ ମାସରେ ପ୍ରଥମ ଥର ପାଇଁ ୩ ଟ୍ରିଲିୟନ ଡଲାରର ଏମକ୍ୟାପ୍ କ୍ଲବରେ ପ୍ରବେଶ କରିଥିବା କମ୍ପାନୀ…
୪୧ବିମାନ ବନ୍ଦର, ୬୦ହସ୍ପିଟାଲ ଉଡ଼ାଇବାକୁ ଧମକ; ବୋମା ମାଡ଼ କରିବାକୁ ଦୁର୍ବୃତ୍ତଙ୍କ ଚିଠି
ମୁମ୍ୱାଇ: ମଙ୍ଗଳବାର ସିଏସଏମଆଇଏ ସମେତ ଦେଶର ୪୧ଟି ବିମାନବନ୍ଦରରେ ବୋମା ଧମକପୂର୍ଣ୍ଣ ଇମେଲ୍ ଆସିଛି। ତେବେ ଏହି ସବୁ ଧମକ ମିଥ୍ୟା ପ୍ରମାଣିତ ହୋଇଛି। ମୁମ୍ବାଇ ବିମାନ ବନ୍ଦର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି…