Browsing Category
ଖବର
ରାଜନୀତିରେ ଜଡ଼ିତ ବ୍ୟକ୍ତିଙ୍କ ଜାତକର କେଉଁ ଭାବରୁ ଜାଣିବେ ହାର୍-ଜିତ୍ କଥା?
ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ରରେ ୯ଟି ଗ୍ରହ ମଧ୍ୟରୁ କିଛି ବିଷୟରେ ବର୍ଣ୍ଣନା କରାଯାଇଛି ଯାହା ଶକ୍ତି-ସୁଖ, ପ୍ରସିଦ୍ଧି ଏବଂ ସ୍ୱତନ୍ତ୍ର ସାମାଜିକ ପରିଚୟର କାରଣ ଅଟେ । ଲୋକସଭା ନିର୍ବାଚନ ଚାଲିଥିବା ବେଳେ ତୃତୀୟ…
(Video) ଟିଭିରେ ଲାଇଭ୍ ଥିବା ବେଳେ ମହିଳା ଆଙ୍କର ଗିଳିଦେଲେ ମାଛି, ତା’ପରେ କ’ଣ ହେଲା ଦେଖନ୍ତୁ ଭିଡିଓ
ବୋଷ୍ଟନ: ସୋସିଆଲ ମିଡିଆରେ ଏବେ ଜଣେ ମହିଳା ଆଙ୍କରଙ୍କ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ମହିଳା ଜଣକ ଲାଇଭ୍ ଟେଲିକାଷ୍ଟ ସମୟରେ ଭୁଲ୍ରେ ଏକ ମାଛି ଗିଳି ଦେଇଛନ୍ତି । ଏହା ବୋଷ୍ଟନ ୨୫ ନ୍ୟୁଜ୍ ର ଆଙ୍କରଙ୍କ…
(Video)ଖରାରେ ଜଳିଗଲା ବାଲ୍କୋନୀରେ ରଖାଯାଇଥିବା ୱାଶିଂ ମେସିନ୍, ଭାଇରାଲ୍ ହେଉଛି ଭିଡିଓ
ଗାଜିଆବାଦ: ପୁରା ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜନଜୀବନ ଅତିଷ୍ଠ ହୋଇପଡିଛି । ବହୁ ସ୍ଥାନରେ ତାପମାତ୍ରା ୫୦ ଡିଗ୍ରୀ ଟପିଯାଇଛି । ଆଜି ନୋଏଡାରେ ଏକ ଏସି ବ୍ଲାଷ୍ଟ ହେବା ପରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି ।…
ରାଜଧାନୀରେ ଦୋକାନ ଦେବା ନାଁରେ ଠକେଇ; ଜାଗା ସମେତ କମ୍ପାନୀର ୨୯୦କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି
ନୂଆଦିଲ୍ଲୀ: ଏକ ମନୋରଞ୍ଜନ କମ୍ପାନୀର ୨୯୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ଏଜେନ୍ସି ନୋଏଡାର ଲୋକପ୍ରିୟ ଜିଆଇପି…
କାଲିଠୁ ଆଜି ଅଧିକ କଲବଲ କରୁଛି ତାତି; ଦିନ ସାଢ଼େ ୨ରେ ଟପିଲା ୪୬ ଡିଗ୍ରୀ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) କାଲି ଠାରୁ ଆଜି ଅଧିକ କଲବଲ କରୁଛି ତାତି । ଦିନ ସାଢ଼େ ୨ରେ ତାତି ୪୬ ଟପିଲା । ୪୬.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର । ସମ୍ବଲପୁର ୪୫.୬, ହୀରାକୁଦ ୪୪.୫, ରାଉରକେଲା…
(Video) Surgery ପରେ ବୋଲିଂ କରୁଛନ୍ତି ମହମ୍ମଦ ଶାମୀ: T20 ବିଶ୍ୱକପରେ ମିଳିବ କି Wild Card Entry?
ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ଶାମୀ ଏବେ ସମ୍ପୂର୍ଣ୍ଣ ଫିଟ୍ । ସୁସ୍ଥ ହୋଇ ପୁଣି ଥରେ ମଇଦାନକୁ ଓହ୍ଲାଇଛନ୍ତି ମହମ୍ମଦ ଶାମୀ । ପୁଣିଥରେ ପୁରୁଣା ଅନ୍ଦାଜରେ ବୋଲିଂ କରୁଥିବାର ଏକ ଭିଡିଓ ଏବେ ସୋସିଆଲ…
+୩ ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ଜାଣନ୍ତୁ କେବେ ଠାରୁ କରିବେ ଆବେଦନ
ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଜୁନ୍ ୩ ତାରିଖରୁ +୩ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ କରିପାରିବେ । ଏନେଇ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରିଛି । +୩ ନାମଲେଖା ପାଇଁ ଆବେଦନ କରିବାକୁ…
(Video) ଘରେ କେତେ କ୍ୟାସ୍ ରଖି ପାରିବେ? ଟଙ୍କା ରଖିବାକୁ ନେଇ ଆୟକର ବିଭାଗର କ’ଣ ରହିଛି ନିୟମ ?
ଓଡିଶା ଭାସ୍କର: ଏବେ ସମସ୍ତଙ୍କର ଫୋନରେ ଟଙ୍କା । କାରଣ ପୁରା ଦୁନିଆ ଏବେ ଡିଜିଟାଲ ମାର୍କେଟରେ ଚାଲିଛି । ଛୋଟ ଚକଲେଟ ଠାରୁ ଦାମୀ କାର, ସବୁ କିଛି କିଣିବା ବେଳେ ମୋବାଇଲ ଫୋନରୁ ହିଁ ପେମେଣ୍ଟ କରିପାରୁଛନ୍ତି ଗ୍ରାହକ…
(Video) କେଉଁ ବୟସରେ ବାପା-ମା’ ହେବା ଠିକ? ଦମ୍ପତି ଜାଣି ରଖନ୍ତୁ ଏହାର ଉତ୍ତର…
ଓଡିଶା ଭାସ୍କର: ବିବାହ ପରେ ବାପା ମା’ ହେବା ସବୁ ଦମ୍ପତ୍ତିଙ୍କ ଇଚ୍ଛା ଥାଏ । ହେଲେ ଆଜିକାଲି ଅଧିକାଂଶ ଦମ୍ପତି ବ୍ୟସ୍ତ ବହୁଳ ଜୀବନଯାପନ କରୁଛନ୍ତି । ତେଣୁ ବିବାହର ୪-୫ବର୍ଷ ପରେ ମଧ୍ୟ ପିଲା ଜନ୍ମ କରିବା କଥା…
କାହିଁକି ଏ ଧ୍ୟାନ? ୪୫ ଘଣ୍ଟାର ଧ୍ୟାନ, ୨୦୦୦ ପୋଲିସକର୍ମୀ… ବିବେକାନନ୍ଦ ରକ୍ ମେମୋରିଆଲରୁ କ’ଣ ଆସିବ ସନ୍ଦେଶ?
ନୂଆଦିଲ୍ଲୀ: ବିବେକାନନ୍ଦ ରକ୍ ମେମୋରିଆଲରେ ୪୫ ଘଣ୍ଟା ପାଇଁ ଧ୍ୟାନରେ ବସିବେ ପ୍ରଧାନମନ୍ତ୍ରୀ ମୋଦୀ । ଏଥିପାଇଁ ଏଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି । ତାମିଲନାଡୁରେ ସତ୍ତାରୁଢ ଦ୍ରବିଡ ମୁନେତ୍ର…