Browsing Category

ଖବର

(Video) ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପାଇଁ ଧର୍ମେନ୍ଦ୍ର କାହିଁକି ସବୁଠୁ ଯୋଗ୍ୟ ନେତା.. ଜାଣନ୍ତୁ ବଡ଼ କାରଣ

ଭୁବନେଶ୍ବର: କାହିଁକି ଓଡ଼ିଶାର ମୁଖ୍ୟମନ୍ତ୍ରୀ ରେସ୍‌ରେ ଆଗରେ ଧର୍ମେନ୍ଦ୍ର? କାହିଁକି ବିଜେପିର ଓଡିଶା ବିଜୟରେ ଧର୍ମେନ୍ଦ୍ରଙ୍କୁ ମିଳୁଛି ଶ୍ରେୟ? ମୁଖ୍ୟମନ୍ତ୍ରୀ ହେବା ପାଇଁ ଧର୍ମେନ୍ଦ୍ର କାହିଁକି ସବୁଠୁ ଯୋଗ୍ୟ?…

କୃଷକଙ୍କ ପାଇଁ ବଡ଼ ଘୋଷଣା; କିଷାନ ସମ୍ମାନ ନିଧି ଯୋଜନାରେ ବଢ଼ିଲା ୨,୦୦୦ ଟଙ୍କା

ନୂଆଦିଲ୍ଲୀ: କୃଷକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜସ୍ଥାନ ସରକାର । କିଷାନ ସମ୍ମାନ ନିଧିରେ ୨୦୦୦ ଟଙ୍କା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା। ଏବେ ରାଜସ୍ଥାନରେ କିଷାନ ସମ୍ମାନ ନିଧି…

T-20 WC; ବଦଳିବ କି Playng-11? ପାକିସ୍ତାନ ବିପକ୍ଷରେ ରୋହିତ କରିବେ ନୂଆ ରଣନୀତି, ଦେଖନ୍ତୁ ସମ୍ଭାବ୍ୟ ଟିମ୍

ଓଡ଼ିଶା ଭାସ୍କର: ଜୁନ୍ ୯ ତାରିଖରେ ଟି-୨୦ ବିଶ୍ୱକପରେ ହାଇ ଭୋଲଟେଜ ମ୍ୟାଚ ଖେଳାଯିବ । ଗୋଟିଏ ମଇଦାନରେ ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ୬ ମାସ ପରେ ଆଉ ଏକ ବିଶ୍ୱକପରେ ଦୁଇ ଚିର ପ୍ରତିଦ୍ୱନ୍ଦୀ ମଧ୍ୟରେ…

‘Dhoom’ ସିନେମା ଷ୍ଟାଇଲରେ ବାଇକ ଷ୍ଟଣ୍ଟ: Girl Friendକୁ ଧରି ରାଜରାସ୍ତାରେ ଯୁବକଙ୍କ ଉତ୍ପାତ

ନୂଆଦିଲ୍ଲୀ: କୋଟାରେ ସୁପର ବାଇକରେ ଷ୍ଟଣ୍ଟ ମାମଲା ଏବେ ବୃଦ୍ଧି ପାଇବାରେ ଲାଗିଛି । ଯୁବପିଢୀଙ୍କୁ ଘାରିଛି ବାଇକ ରେସିଂ ନିଶା । ଏବେ ଠିକ ସେହିଭଳି ଏକ ଖବର ସାମନାକୁ ଆସିଛି । ଜଣେ ଯୁବତୀଙ୍କୁ ପଛରେ ବସାଇ ଯୁବକ ଜଣକ…

BIG BREAKING…ପୁଣି ଥରେ କଂଗ୍ରେସ ଦଳର ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଫଳାଫଳ କଂଗ୍ରେସ ଦଳକୁ ନୂଆ ଜୀବନ ଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଦଳୀୟ ନେତାଙ୍କଠାରୁ ଆରମ୍ଭ କରି କର୍ମୀଙ୍କ ପର୍ଯ୍ୟନ୍ତ ନୂଆ ଉତ୍ସାହ ଦେଖିବାକୁ ମିଳୁଛି। କଂଗ୍ରେସ…

ପୁଣି ବାଲେଶ୍ୱରରେ ଟ୍ରେନ ଅଘଟଣ: ସୋର ଷ୍ଟେସନରେ ଜଳିଗଲା ଟ୍ରେନର ୪ଟି ବଗି

ବାଲେଶ୍ୱର: ପୁଣିଥରେ ବାଲେଶ୍ୱରରେ ଦେଖିବାକୁ ମିଳିଛି ଟ୍ରେନ ଦୁର୍ଘଟଣା । ବାଲେଶ୍ୱର ଜିଲ୍ଲା ସୋର ଷ୍ଟେସନରେ ଏକ ଟ୍ରେନରେ ନିଆଁ ଲାଗି ଯାଇଥିବା ନେଇ ଜାଣିବାକୁ ମିଳିଛି । ଭଦ୍ରକରୁ ଝାଡ଼ଖଣ୍ଡ ଅଭିମୁଖେ ଯାଉଥିବା ଏହି…

ଜନ୍ମହାର ହ୍ରାସ ପରେ ଚିନ୍ତାରେ ସରକାର; ଅଧିକ ବିବାହ-ସନ୍ତାନ ପାଇଁ ଆଗମ୍ଭ କଲେ ଡେଟିଂ ଆପ୍

ନୂଆଦିଲ୍ଲୀ: ଗତବର୍ଷର ଡାଟା ଅନୁସାରେ ଏବର୍ଷ ଜାପାନରେ ଜନ୍ମ ହାର ବହୁତ କମ୍ ରେକର୍ଡ କରାଯାଇଛି। ଜାପାନର ଲୋକମାନେ ବୟସ୍କ ହେବା ସହ ଜନ୍ମ ସଂଖ୍ୟା ମଧ୍ୟ ହ୍ରାସ ପାଉଛି । ଗତବର୍ଷର ସରକାରୀ ତଥ୍ୟ ଅନୁଯାୟୀ ୧୨୩.୯ ନିୟୁତ…

(Video) ପାଣ୍ଡିଆନଙ୍କ ବିରୁଦ୍ଧରେ ଇଡିରେ ମାମଲା ରୁଜୁ; ପରିକ୍ରମା ପ୍ରକଳ୍ପ ନାଁରେ ସବୁ ଟଙ୍କା ଖାଇଥିବା ଅଭିଯୋଗ

ଭୁବନେଶ୍ବର: ପାଣ୍ଡିଆନଙ୍କ ବିରୁଦ୍ଧରେ ଇଡିରେ ମାମଲା ରୁଜୁ । ପରିକ୍ରମା ପ୍ରକଳ୍ପ ନାଁରେ ସବୁ ଟଙ୍କା ଖାଇଥିବା ଅଭିଯୋ । ଜେପି ନେତା ଜୟନାରାୟଣ ମିଶ୍ରଙ୍କର ଏମିତି ପ୍ରତିକ୍ରିୟା ପରେ ଏବେ ଇଡିରେ ପାଣ୍ଡିଆନଙ୍କ…

(Video) ଓଡ଼ିଶାରେ ପାଦ ଦେଲା Monsoon: ଅସହ୍ୟ ତାତିରୁ ମିଳିବ ମୁକ୍ତି, ମୌସୂମୀ ଛୁଇଁବା ମାତ୍ରେ ବର୍ଷା ଆରମ୍ଭ

ଓଡ଼ିଶା ଭାସ୍କର: ସାରା ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମଲହରୀର ମିଳିବ ମୁକ୍ତି । ସବୁ ଅପେକ୍ଷାର ଅନ୍ତ ପରେ ଓଡ଼ିଶାରେ ଆବିର୍ଭାବ ହୋଇଛି ମୌସୂମୀ । ଆସନ୍ତାକାଲି ପ୍ରଚଣ୍ଡ ତାତିରୁ ମିଳିବାକୁ ଯାଉଛି ନିସ୍ତାର । ଏବେ…

BIG BREAKING…କଟକ; ମୋ ବସକୁ ଧକ୍କା ଦେଲା ଦୁଇଟି ଟ୍ରକ, ୨୦ରୁ ଅଧିକ ଆହତ

କଟକ: (ଓଡ଼ିଶା ଭାସ୍କର) ତେଲେଙ୍ଗା ପେଣ୍ଠ ନିକଟରେ ବଡ଼ ଧରଣର ଦୁର୍ଘଟଣା । ମୋ ବସକୁ ପଛରୁ ଧକ୍କା ଦେଲା ଦୁଇଟି ଟ୍ରକ । ୨୦ରୁ ଅଧିକ ଆହତ ଲୋକ ଆହତ ହୋଇଥିବା ସୂଚନା । ଦୁର୍ଘଟଣାରେ ଭାଙ୍ଗିଯାଇଛି ମୋ ବସର ପଛପଟ । କଟକ…