Browsing Category
ଖବର
WhatsApp ରେ ଶେଷ ହେବ କି ଫ୍ରୀ କଲ୍ ? ଜାଣନ୍ତୁ କେଉଁ ପରିବର୍ତ୍ତନର ଚାଲିଛି ପ୍ରସ୍ତୁତି
ନୂଆଦିଲ୍ଲୀ: ଆଜିକାଲିର ଏହି ଆଧୁନିକ ସମୟରେ ବିଭିନ୍ନ ପ୍ରକାର ସୋସିଆଲ ଆପର ବ୍ୟବହାର ବଢିଛି । ତେବେ ଏହି ସବୁ ସୋସିଆଲ ଆପମାନଙ୍କ ମଧ୍ୟରେ ହ୍ୱାଟ୍ସଆପର ଚାହିଦା ଅଧିକ ଥିବାବେଳେ ତାର ଲୋକପ୍ରିୟତା ମଧ୍ୟ ବୃଦ୍ଧି ପାଇଛି…
ଉତ୍ତରପ୍ରଦେଶରେ ୪ଟି ପ୍ଲାଣ୍ଟ ସ୍ଥାପନ କରିବ Pepsico: ମିଳିବ ଏତିକି ଲୋକଙ୍କୁ ଚାକିରି ସୁଯୋଗ!
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ପୁରଭାନଚାଲ ଏବଂ ବୁନ୍ଦେଲଖଣ୍ଡ ଅଞ୍ଚଳରେ ଶିଳ୍ପ ବିକାଶରେ ଯୋଗ ଦେଇ ଯୋଗୀ ସରକାର ଏହାର ନିବେଶ ପ୍ରୋତ୍ସାହନ ଏଜେନ୍ସି 'ଇନଭେଷ୍ଟ ୟୁପି' (Invest UP) ମାଧ୍ୟମରେ ଆମେଠୀ, ପ୍ରୟାଗରାଜ,…
ନାଗାଚୈତନ୍ୟଙ୍କୁ ଛାଡପତ୍ର ଦେବା ପରେ ଦ୍ୱିତୀୟ ବିବାହ କରିବେ ସମନ୍ଥା!
ମୁମ୍ବାଇ:ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଭାବରେ ସମନ୍ଥା ଋଥପ୍ରଭୁ ବେଶ ପରିଚିତ । ସେ 'ଦି ଫ୍ୟାମିଲି ମ୍ୟାନ୍ ୨' ଏବଂ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ 'ପୁଷ୍ପା ଦ ରାଇସ'ରେ ଅଭିନୟ…
ଭଦ୍ରକ ମେଡିକାଲ ପରିସରରେ ଅଭାବନୀୟ: ପରିତ୍ୟକ୍ତ ବ୍ୟାଗରୁ ମିଳିଲା ନବଜାତକ
ଭଦ୍ରକ: ବ୍ୟାଗ ଭିତରୁ ମିଳିଲା ନବଜାତକ ଶିଶୁ । ଏମିତି ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ । ସୂଚନା ଅନୁଯାୟୀ ମେଡିକାଲ ପରିସରରେ ଥିବା ଶୌଚାଳୟ ନିକଟରେ କିଛି ଲୋକେ ଏକ ବ୍ୟାଗ…
ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କ ନାମ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: କାହାକୁ ମିଳିଲା କେଉଁ ଦାୟିତ୍ୱ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦଳୀୟ ନେତା ଏବଂ ମନ୍ତ୍ରୀଙ୍କୁ ନୂଆ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ । ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱରେ ଦେଲେ ମୁଖ୍ୟମନ୍ତ୍ରୀ । ଅଶୋକ ପଣ୍ଡା ହେଲେ ଅନୁଗୁଳ ଜିଲ୍ଲା ଯୋଜନା…
ଚୀନର ପୂର୍ବ ଆଇନ ମନ୍ତ୍ରୀଙ୍କୁ ମୃତ୍ୟୁଦଣ୍ଡ: ଦୁର୍ନୀତି ମାମଲାରେ ଆଉ ଜଣଙ୍କୁ ମଧ୍ୟ ମୃତ୍ୟୁଦଣ୍ଡାଦେଶ
ନୂଆଦିଲ୍ଲୀ: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଭ୍ରଷ୍ଟାଚାର ବିରୋଧୀ ଅଭିଯାନ ଚଳାଇଛନ୍ତି । ଆଉ ଏହି କ୍ରମରେ ପୂର୍ବ ଆଇନ ମନ୍ତ୍ରୀଙ୍କ ସହ ଦୁଇ ଚୀନ୍ ସୁରକ୍ଷା ଅଧିକାରୀଙ୍କୁ ଦୁଇ ବର୍ଷର ଜେଲ ଦଣ୍ଡ ଏବଂ ପରେ ମୃତ୍ୟୁ…
ପ୍ରକାଶ ପାଇଲା ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା: ମୁଖ୍ୟମନ୍ତ୍ରୀଙ୍କର ରହିଛି ଏତିକି ସମ୍ପତ୍ତି…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରକାଶ ପାଇଲା ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କ ସମ୍ପତ୍ତି ତାଲିକା । ୨୦୨୧ ଡିସେମ୍ବର ୩୧ ତାରିଖ ସୁଦ୍ଧା ସବୁ ମନ୍ତ୍ରୀଙ୍କ ସମ୍ପତ୍ତିର ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ…
ଗୁଜରାଟରେ ଆପ ଆଶାୟୀଙ୍କ ଅଜବ ବୟାନ: ଘେରିଲା ବିଜେପି…
ଗୁଜରାଟରେ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ଆମ୍ ଆଦମୀ ପାର୍ଟୀ (AAP) କସରତ ଜାରି ରଖଛି । ଏହାରି ମଧ୍ୟରେ ଆପ ର ଜଣେ ଆଶାୟୀ ଜଗମଲ ବାଲା ମଦ ପିଇବାକୁ ନେଇ ଏକ ଏଭଳି ବୟାନ ଦେଇଛନ୍ତି ଯାହାଦ୍ୱାରା ଆମ୍ ଆଦମୀ ପାର୍ଟୀ…
UPSC Combined Geo Scientist Examination-2023 ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ୨୮୫ ପଦ ପାଇଁ ରହିଛି ଆବେଦନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୟୁନିୟନ ପବ୍ଲିକ୍ କମିଶନ (UPSC) Combined Geo Scientist Examination-2023 ପାଇଁ ଅନଲାଇନ ଆବେଦନ ଗ୍ରହଣ କରୁଛି । ଯୋଗ୍ୟ ତଥା ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ…
(Video) ଦୀନେଶ ତୁ ବାହା ବେଦୀରେ ବସିବୁ, ଆଉ ମୁଁ ତୋ ଘର ଆଗରୁ ୬ ଖଣ୍ଡ କାଠରେ ଯିବି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନେଶ ତୁ ବାହା ବେଦୀରେ ବସିବୁ ଆଉ ମୁଁ ଏଠି ଛ’ ଖଣ୍ଡ କାଠରେ ଯିବି । ତୁ ଆଉ କାହାର ମଥାରେ ସିନ୍ଦୁର ଦେଉଥିବୁ ଆଉ ଏଠି ମୋତେ ଶେଷ ଦର୍ଶନ କରିବାକୁ ଲୋକେ ଆସୁଥିବେ । ତୋ ଘର ହସ ଖୁସିରେ…