Browsing Category

ଖବର

କାଲି ଶେଷ ପର୍ଯ୍ୟାୟ ମତଦାନ; ଗାଁ ମୁହାଁ ୬ ଜିଲ୍ଲାର ଭୋଟର, ଭୁବନେଶ୍ୱର-କଟକ ବସଷ୍ଟାଣ୍ଡରେ ପ୍ରବଳ ଭିଡ଼

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆସନ୍ତାକାଲି ଶେଷ ପର୍ଯ୍ୟାୟ ମତଦାନ । ଦେଶର ୫୭ ଆସନ ପାଇଁ ହେବ ଭୋଟ । ରାଜ୍ୟରେ ୬ ଲୋକସଭା ଓ ୪୨ ବିଧାନସଭା ପାଇଁ ହେବ ମତଦାନ । ପ୍ରଚାର ଶେଷ ହେବା ସହ ମତଦାନ ପାଇଁ ଆରମ୍ଭ ହୋଇଯାଇଛି…

ଭାରତରେ ପହଞ୍ଚିବା ମାତ୍ରେ ଗିରଫ ହେଲେ ପ୍ରଜୱାଲ ରେଭନ୍ନା; ଆପତ୍ତିଜନକ ଭିଡିଓ ମାମଲାରେ ପଚରାଉଚରା କରିବ SIT

ନୂଆଦିଲ୍ଲୀ: ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଘଟଣାରେ ଗିରଫ ହେଲେ ପ୍ରଜୱାଲ ରେଭନ୍ନା । କର୍ଣ୍ଣାଟକର ହାସନରୁ ସାଂସଦ ପ୍ରଜୱାଲ ରେଭାନ୍ନା ଶୁକ୍ରବାର ସକାଳେ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରେ…

ହୋଟେଲ ମାଲିକ ଜୟା ସେଟ୍ଟୀ ହତ୍ୟା ମାମଲାରେ ଛୋଟା ରାଜନକୁ ଆଜୀବନ କାରାଦଣ୍ଡ

ମୁମ୍ବାଇ: ୨୦୦୧ମସିହାରେ ହୋଟେଲ ବ୍ୟବସାୟୀ ଜୟା ସେଟ୍ଟୀଙ୍କୁ ହତ୍ୟା କରିଥିବା ଗ୍ୟାଙ୍ଗଷ୍ଟର ଛୋଟା ରାଜନକୁ ଆଜୀବନ କାରାଦଣ୍ଡ । ଦଣ୍ଡିତ କରିଛନ୍ତି ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତ । ଗୁରୁବାର ସ୍ୱତନ୍ତ୍ର ବିଚାରପତି…

BREAKING…ରାଉରକେଲା RGHରେ ସାଢ଼େ ୬ ଘଣ୍ଟା ଭିତରେ ୧୦ ଜଣଙ୍କ ମୃତ୍ୟୁ, ଭାରାପ୍ରାପ୍ତ ଅଧୀକ୍ଷକଙ୍କ ସୂଚନା

ରାଉରକେଲା: (ଓଡ଼ିଶା ଭାସ୍କର)  RGHରେ ସାଢ଼େ ୬ ଘଣ୍ଟା ଭିତରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଲେ ଭାରାପ୍ରାପ୍ତ ଅଧୀକ୍ଷକ ଡାକ୍ତର ସୁଧାରାଣୀ ପ୍ରଧାନ । "ଦିନ ସାଢ଼େ ଗୋଟାଏରୁ ୮ଟା ମଧ୍ୟରେ ୧୦ ଜଣଙ୍କ…

ବିରାଟ କୋହଲିଙ୍କୁ ସମାଲୋଚନା କରିବାରୁ ମତେ ହତ୍ୟା ଧମକ ମିଳିଛି; ସାଇମନ ଡୁଲ୍

ନୂଆଦିଲ୍ଲୀ: ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କୁ ସମାଲୋଚନା କରି ହତ୍ୟା ଧମକ ମିଳିଥିବା ଅଭିଯୋଗ ହୋଇଛି। ଏପରି ଅଭିୟୋଗ ଆଣିଛନ୍ତି ନ୍ୟୁଜିଲାଣ୍ଡର ପୂର୍ବତନ ଦ୍ରୁତ ବୋଲର ସାଇମନ ଡୁଲ୍। ବିରାଟ କୋହଲିଙ୍କ ବିଷୟରେ…

ଶେଷ ପର୍ଯ୍ୟାୟ ମତଦାନ ପୂର୍ବରୁ ଚିଠି ଲେଖି ବିଜେପିକୁ ଟାର୍ଗେଟ୍ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ

ନୂଆଦିଲ୍ଲୀ: ପଞ୍ଜାବବାସୀଙ୍କୁ ଏକ ଚିଠି ଲେଖିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଚିଠିରେ ସେ ବିଜେପି ସରକାରକୁ ଏକଛତ୍ରବାଦୀ ବୋଲି ଲେଖିଛନ୍ତି। ଯେଉଁଥିଲାଗି ଦେଶରେ ଏକଛତ୍ରବାଦ ଆଣିଛି। ସମ୍ବିଧାନ ଓ…

ରାଜନୀତିରେ ଜଡ଼ିତ ବ୍ୟକ୍ତିଙ୍କ ଜାତକର କେଉଁ ଭାବରୁ ଜାଣିବେ ହାର୍-ଜିତ୍ କଥା?

ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ରରେ ୯ଟି ଗ୍ରହ ମଧ୍ୟରୁ କିଛି ବିଷୟରେ ବର୍ଣ୍ଣନା କରାଯାଇଛି ଯାହା ଶକ୍ତି-ସୁଖ, ପ୍ରସିଦ୍ଧି ଏବଂ ସ୍ୱତନ୍ତ୍ର ସାମାଜିକ ପରିଚୟର କାରଣ ଅଟେ । ଲୋକସଭା ନିର୍ବାଚନ ଚାଲିଥିବା ବେଳେ ତୃତୀୟ…

(Video) ଟିଭିରେ ଲାଇଭ୍ ଥିବା ବେଳେ ମହିଳା ଆଙ୍କର ଗିଳିଦେଲେ ମାଛି, ତା’ପରେ କ’ଣ ହେଲା ଦେଖନ୍ତୁ ଭିଡିଓ

ବୋଷ୍ଟନ: ସୋସିଆଲ ମିଡିଆରେ ଏବେ ଜଣେ ମହିଳା ଆଙ୍କରଙ୍କ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ମହିଳା ଜଣକ ଲାଇଭ୍ ଟେଲିକାଷ୍ଟ ସମୟରେ ଭୁଲ୍‌ରେ ଏକ ମାଛି ଗିଳି ଦେଇଛନ୍ତି । ଏହା ବୋଷ୍ଟନ ୨୫ ନ୍ୟୁଜ୍ ର ଆଙ୍କରଙ୍କ…

(Video)ଖରାରେ ଜଳିଗଲା ବାଲ୍‌କୋନୀରେ ରଖାଯାଇଥିବା ୱାଶିଂ ମେସିନ୍‌, ଭାଇରାଲ୍ ହେଉଛି ଭିଡିଓ

ଗାଜିଆବାଦ: ପୁରା ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜନଜୀବନ ଅତିଷ୍ଠ ହୋଇପଡିଛି । ବହୁ ସ୍ଥାନରେ ତାପମାତ୍ରା ୫୦ ଡିଗ୍ରୀ ଟପିଯାଇଛି । ଆଜି ନୋଏଡାରେ ଏକ ଏସି ବ୍ଲାଷ୍ଟ ହେବା ପରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି ।…

ରାଜଧାନୀରେ ଦୋକାନ ଦେବା ନାଁରେ ଠକେଇ; ଜାଗା ସମେତ କମ୍ପାନୀର ୨୯୦କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ: ଏକ ମନୋରଞ୍ଜନ କମ୍ପାନୀର ୨୯୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ଏଜେନ୍ସି ନୋଏଡାର ଲୋକପ୍ରିୟ ଜିଆଇପି…