Browsing Category
ଖବର
ମିଳନ ପରେ ମହିଳା ମାଛିମାନଙ୍କୁ ଚେତାଶୂନ୍ୟ କରିଦିଅନ୍ତି ପୁରୁଷ ମାଛି, ରିସର୍ଚ୍ଚରୁ ହେଲା ବଡ ଖୁଲାସା
ନୂଆଦିଲ୍ଲୀ: ଯୌନ ସମ୍ପର୍କ ସମୟରେ, ପୁରୁଷ ମାଛି ଏକ ରାସାୟନିକ ସ୍ଥାନାନ୍ତର କରନ୍ତି ଯାହା ମହିଳା ମାଛିମାନଙ୍କୁ ପରେ ଚେତାଶୂନ୍ୟ କରିଦେଇଥାଏ। ଯାହା ଫଳରେ ସେହି ମାଛି ଟି ଅନ୍ୟ ପୁରୁଷମାନଙ୍କ ସହିତ ମିଳନ କରିବାର…
CBSE ଦଶମ-ଦ୍ୱାଦଶ ପରୀକ୍ଷା ତାରିଖ ତାରିଖ ପ୍ରକାଶ, ଫେବୃଆରୀ ୧୫ ରୁ ପରୀକ୍ଷା ଆରମ୍ଭ
ଭୁବନେଶ୍ୱର: ସିବିଏସି ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ ତାରିଖ ପାଇଁ ତାରିଖ ଘୋଷଣା ହୋଇଛି । ଆସନ୍ତା ଫେବୃଆରୀ ୧୫ ତାରିଖରୁ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଆରମ୍ଭ ହେବ । ଏନେଇ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।…
ଖେଳମନ୍ତ୍ରୀଙ୍କ ବିରୁଧରେ ମହିଳା କୋଚଙ୍କ ସାଙ୍ଘାତିକ ଅଭିଯୋଗ: କହିଲେ- ‘ମତେ ଖୁସି କର ମୁଁ ତୁମକୁ ଖୁସି କରିଦେବି’
ଚଣ୍ଡିଗଡ: ମହିଳା ଆଥଲେଟ୍ କୋଚ୍ ଶିକ୍ଷା ଡାଗର ଆଜି ପଞ୍ଜାବର କ୍ରୀଡ଼ା ମନ୍ତ୍ରୀ ସନ୍ଦୀପ ସିଂଙ୍କ ବିରୋଧରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ଅଭୟ ଚୋଟାଲାଙ୍କ ସହ ଓଘଖଊ କାର୍ୟ୍ୟାଳୟରେ ପହଞ୍ଚିବା ସହ ଏକ ସାମ୍ବାଦିକ…
(VIDEO) ସୁଖୋଇ ଫାଇଟର ଜେଟ୍ ରୁ ବ୍ରହ୍ମୋସ ମିଶାଇଲର ସଫଳ ପରୀକ୍ଷଣ,୪୦୦ କି.ମି ପର୍ଯ୍ୟନ୍ତ ଲକ୍ଷଭେଦ କ୍ଷମତା
ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ସୁଖୋଇ ଫାଇଟର ଜେଟ୍ ରୁ ବ୍ରହ୍ମୋସ ମିଶାଇଲର ସଫଳ ପରୀକ୍ଷଣ କରିଛି । ଯାହାକି ଆଣ୍ଟି-ସିପ୍ ୱେରିୟଣ୍ଟ ଥିଲା । ତେବେ ସୁଖୋଇରୁ ଏହି ମିଶାଇଲ ଶତ୍ରୁର ଜାହାଜକୁ ସମ୍ପୂର୍ଣ୍ଣ ରୂପେ ଧଂସ…
ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ସଡକ ଦୁର୍ଘଟଣା; ଅଳ୍ପକେ ବର୍ତ୍ତିଲା ଜୀବନ
ଅନୁଗୁଳ: ବିଧାନ ସଭା ଉପବାଚସ୍ପତି ସଡକ ଦୁର୍ଘଟଣାର ଶିକାର ହୋଉଛନ୍ତି । ଫଳରେ ତାଙ୍କ ଭାଙ୍ଗି ଯିବା ସହ ତାଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି । ତେବେ ଉପବାସ୍ପତି ରଜନୀକାନ୍ତ ସିଂହ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟରେ…
ଜାନୁଆରୀ ମାସରେ ୧୪ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ଛୁଟିର ସମ୍ପୂର୍ଣ୍ଣ ତାଲିକା
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଜାନୁଆରୀ ୨୦୨୩ ବର୍ଷ ପାଇଁ ବ୍ୟାଙ୍କ ର ଛୁଟି ତାଲିକା ପ୍ରସ୍ତୁତ କରିସାରିଛି । ଆପଣ ନିଜ ବ୍ରାଂଚ ଜଣିବା ପୂର୍ବରୁ ବ୍ୟାଙ୍କର ଛୁଟି ବିହୟରେ ଜାଣି ରଖନ୍ତୁ । ଏହି ତାଲିକା…
ପୁଣିଥରେ ମହିଳାଙ୍କୁ ନେଇ ତାଲିବାନର ନିଷ୍ପତ୍ତି, ଏନେଇ କି ରାୟ ଦେଲେ ୧୨ଦେଶର ବୈଦେଶିକ ମନ୍ତ୍ରୀ
ନୂଆଦିଲ୍ଲୀ: ଆଫଗାନିସ୍ଥାନରେ ତାଲିବାନ ସରକାର କ୍ଷମତାରେ ଆସିବା ପରଠାରୁ ମହିଳା ଏବଂ ଝିଅମାନଙ୍କ ପାଇଁ ଅନେକ ନିୟମ କରାଯାଇଛିଚିଛିଦିନ ତଳେ ତାଲିବାନ ନାରୀମାନଙ୍କୁ ବିଶ୍ୱବିଦ୍ୟାଳୟ ଯିବା ନେଇ ବନ୍ଦ କରିଥିବା ବେଳେ…
କାସିନୋର ହୋଟେଲରେ ଅଗ୍ନିକାଣ୍ଡ, ୧୦ ମୃତ
କାମ୍ବୋଡିଆ: କାମ୍ବୋଡିଆର ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ ୧୦ ଜଣଙ୍କର ମୃତ୍ୟୁ ଖବର ଘଟିଛି । ସ୍ଥାନୀୟ ସମୟ ଅନୁଯାୟୀ, ସକାଳ ୮.୩୦ ରେ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ରିପୋର୍ଟ ଅନୁଯାୟୀ, ହୋଟେଲ…
୩ଘଣ୍ଟା ପର୍ଯ୍ୟନ୍ତ କଲେ ଗୋଷ୍ଠୀ ବଳତ୍କାର, ଯମୁନା ଏକ୍ସପ୍ରେସ ରାସ୍ତାରେ ଯନ୍ତ୍ରଣାର ଶିକାର ହେଲେ ଯୁବତୀ
ଆଗ୍ରା: ଦେଶରେ ନାରୀ ମାନଙ୍କ ପାଇଁ ଅନେକ ସୁରକ୍ଷା ରହିଥିଲେ ମଧ୍ୟ ନାରୀମାନେ ବଳତ୍କାରର ଶିକାର ହେଉଛନ୍ତି । ଏପରି ଅନେକ ଘଟଣା ସାମ୍ନାକୁ ଆସି ସମାଧାନ ହୋଇନଥିବା ବେଳେ ବର୍ତ୍ତମାନ ଅନ୍ୟ ଏକ ଘଟଣା ନୂଆଦିଲ୍ଲୀ ରେ…
T20 World Cup 2023: ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଦଳ ଘୋଷଣା ଭାରତ
ମୁମ୍ବାଇ: ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଆଇସିସି ମହିଳା ଟି -୨୦ ବିଶ୍ୱକପ ଏବଂ ଦକ୍ଷିଣ ଆଫ୍ରିକାରେ ଟ୍ରାଇ-ସିରିଜ ପାଇଁ ବୁଧବାର ହରମନପ୍ରୀତ କୌରଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ । ସିନିୟର…