CHARIDHAM
Browsing Category

ଖବର

ଅର୍ଥମନ୍ତ୍ରୀ ଭାବରେ ବଜେଟ୍ ଉପସ୍ଥାପନ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା

ବେଙ୍ଗାଲୁର: ଶୁକ୍ରବାର ଅର୍ଥମନ୍ତ୍ରୀ ଭାବରେ ବଜେଟ୍ ଉପସ୍ଥାପନ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା। କର୍ଣ୍ଣାଟକ ବିଧାନସଭାକୁ ସମ୍ବୋଧିତ କରି ସେ କହିଥିଲେ ଯେ ତାଙ୍କ ସରକାର ସମ୍ବିଧାନରେ ଥିବା ନ୍ୟାୟ,…

ଜରିମାନା ଦେବ Team India: ଆଶ୍ୱୀନଙ୍କ ଭୁଲ ପାଇଁ ଭାରତୀୟ ଦଳକୁ Punishment

ନୂଆଦିଲ୍ଲୀ: ତୃତୀୟ ଟେଷ୍ଟରେ ଭାରତୀୟ ଦଳକୁ ବଡ଼ ସମସ୍ୟାରେ ପକାଇ ଦେଇଛନ୍ତି ଷ୍ଟାର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱୀନ । ଏବେ ତାଙ୍କ ସହ ସମ୍ପୂର୍ଣ୍ଣ ଟିମ ଉପରେ ପଡ଼ିଛି ଏହାର ପ୍ରଭାବ । ରାଜକୋଟ ଟେଷ୍ଟରେ ଅଶ୍ୱୀନଙ୍କର…

ଭାରତ-ଇଂଲଣ୍ଡ ଟେଷ୍ଟ: ୪୪୫ ରନ୍‌ରେ ଶେଷ ହେଲା ଭାରତର ପ୍ରଥମ ଇନିଂସ

ରାଜକୋଟ: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଭାରତୀୟ ଦଳ ୪୪୫ ରନ୍ କରି ଆଉଟ୍ ହୋଇଯାଇଛି। ରାଜକୋଟରେ ଖେଳାଯାଇଥିବା ଏହି ଟେଷ୍ଟ ମ୍ୟାଚରେ ଭାରତର ଇନିଂସର ମୁଖ୍ୟ ଆକର୍ଷଣ ଥିଲା ଅଧିନାୟକ ରୋହିତ…

(Video) ୧୦ ଫୁଟ ତଳେ ଥିଲା ସ୍ୱାମୀ: ଉପରେ ପ୍ରେମିକ ସହ ବାସର ରାତି କରୁଥିଲା ସ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୟାଗଡ଼ର ଓଡ଼ଗାଁ ଥାନା ଅନ୍ତର୍ଗତ କୋମଣ୍ଡ ଗାଁରେ ଘଟିଥିବା ଚାଞ୍ଚଲ୍ୟକର ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ଜୋରସୋରରେ ଚର୍ଚ୍ଚା ଚାଲିଛି । ପାଖାପାଖି ୨୦ ଦିନ ହେଲା ସ୍ୱାମୀ ନିଖୋଜ ରହିଥିବା…

(Video) ରାଜଭବନ ସାମ୍ନାରେ ୧୦ ଫୁଟ ଉପରକୁ ଉଡ଼ିଲା କାର: ଏହି ଦୃଶ୍ୟ ଦେଖି କାବା ହୋଇଗଲେ ରାଜଧାନୀବାସୀ….

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଯାନବାହାନର ଚଳପ୍ରଚଳ ବଢ଼ିବା ସହିତ ଦୁର୍ଘଟଣା ମଧ୍ୟ ବୃଦ୍ଧି ପାଉଥିବାର ଦେଖାଯାଉଛି । ତେବେ ଅନେକ ସମୟରେ ଏପରି କିଛି ଦୁର୍ଘଟଣା ଘଟିଥାଏ, ଯେଉଁ ଖବର ବିଷୟରେ ଶୁଣି ସହଜରେ କେହି…

ଭୁବନେଶ୍ୱରରେ ମୁଖ୍ୟ ନିର୍ବାଚନ କମିଶନର; ୩ ଦିନିଆ ଗସ୍ତରେ ଆସିଛନ୍ତି ରାଜୀବ କୁମାର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଭୁବନେଶ୍ୱରରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ୩ ଦିନିଆ ଗସ୍ତରେ ଆସିଛନ୍ତି ରାଜୀବ । ନିର୍ବାଚନ ପ୍ରସ୍ତୁତିର କରିବେ ସମୀକ୍ଷା । ସେମାନେ ଇଭିଏମ୍‌ ସ୍ଥିତି, ବୁଥ୍ ସ୍ତରରେ…

ଏହି ଭୁଲ ପାଇଁ ଜାଡେଜା କରୁଛନ୍ତି ପଶ୍ଚାତାପ… Instagramରେ କ୍ଷମା ମାଗିଲେ ଅଲରାଉଣ୍ଡର

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ସହ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଦମଦାର ଶତକ ଅର୍ଜନ କରିଛନ୍ତି । ଏହାବ୍ୟତୀତ ଡେବ୍ୟୁ ମ୍ୟାଚରେ ଅର୍ଦ୍ଧଶତକ ହାସଲ…

BIG BREAKING…ଓଡ଼ଗାଁ ଥାନା କୋମଣ୍ଡ ଗାଁରେ ଚାଞ୍ଚଲ୍ୟ; ସ୍ୱାମୀକୁ ମାରି ଘରେ ପୋତି ଦେଲା ସ୍ତ୍ରୀ!

ଓଡ଼ଗାଁ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୋମଣ୍ଡ ଗାଁରେ ଚାଞ୍ଚଲ୍ୟକର ଗଟଣା । ଆସିଲା ସାଙ୍ଘାତିକ ଅଭିଯୋଗ । ସ୍ୱାମୀକୁ ମାରି ସ୍ତ୍ରୀ ପୋତି ଦେଇଥିବା ଅଭିଯୋଗ । ପହଞ୍ଚିଲେ ମାଜିଷ୍ଟ୍ରେଟ୍‌ । ଘର ଭିତରେ ଶବ ପୋତିଥିବା…

ହିଂସାପ୍ରବଣ ‘ସନ୍ଦେଶଖାଲି’ ଗସ୍ତ କଲେ ଜାତୀୟ ଅନୁସୂଚିତ ଜାତି ଆୟୋଗଙ୍କ ଟିମ୍

କୋଲକାତା: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ହିଂସାପ୍ରବଣ ସନ୍ଦେଶଖାଲି ଗସ୍ତ କରିଛନ୍ତି ଜାତୀୟ ଅନୁସୂଚିତ ଜାତି ଆୟୋଗ (ଏନ୍ଏସ୍ସିଏସ୍)ର ଏକ ଟିମ୍। ଏହାର ଅଧ୍ୟକ୍ଷ ଅରୁଣ ହାଲଦାରଙ୍କ ନେତୃତ୍ୱରେ ଏହି ଟିମ୍…

(Video) ଜେଜେ ଋଷି କପୁରଙ୍କ ସଙ୍ଗେ ଆଲିଆ-ରଣବୀରଙ୍କ ଝିଅ ‘ରାହା’ ଫଟୋ ଭାଇରାଲ, ଦେଖନ୍ତୁ କିପରି ଭିଡିଓ

ନୂଆଦିଲ୍ଲୀ: ଯେତେବେଳେ ରଣବୀର ଏବଂ ଆଲିଆଙ୍କ ବିବାହ ହୋଇଥିଲା ସେତେବେଳେ ରଣବୀର କପୁର ତାଙ୍କ ବାପାଙ୍କୁ ମନେପକାଇଥିଲେ । ସେ ହାତରେ ନିଜ ବାପାଙ୍କ ଫଟୋ ଧରି ଆଲିଆଙ୍କୁ ବିବାହ କରିବାକୁ ଯାଇଥିଲେ । ରଣବୀର-ଆଲିଆଙ୍କ ଝିଅ…