fbpx
Browsing Category

ଖବର

ରାଜ୍ୟରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ୟ୍ୟକ୍ରମ ଅଗଷ୍ଟ ୧୨ ତାରିଖରେ ବନ୍ଦ ରହିବ ,ା ଜନ ଅଭିଯୋଗ ଶୁଣାଣିର ପରବର୍ତ୍ତୀ ତାରିଖ ଜନସାଧାରଣଙ୍କୁ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ସାଧାରଣ…

‘ପ୍ରତ୍ୟେକ କୁସ୍ତିଯୋଦ୍ଧା ଅଧିକ ଓଜନ ହେବାର ନିୟମ ଜାଣନ୍ତି, ୧୦ ଗ୍ରାମ ଅଧିକ ହେଲେ ବି ଅଯୋଗ୍ୟ’; କୁସ୍ତିଯୋଦ୍ଧା ଯୋଗେଶ୍ୱର…

ନୂଆଦିଲ୍ଲୀ: ଭିନେଶ ଫୋଗାଟ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷଣା ହେବା ପରେ ଅଲିମ୍ପିକ୍ସ ପଦକ ବିଜେତା ଯୋଗେଶ୍ୱର ଦତ୍ତ କହିଛନ୍ତି । କୁସ୍ତିର ନିୟମ ଅନୁଯାୟୀ ସମସ୍ତଙ୍କୁ ନିଜର ସଠିକ୍ ଓଜନ ଦେଖାଇବାକୁ ପଡ଼ିବ । ଯଦି…

Heart Attack ପୂର୍ବରୁ ଶରୀର ଦେଇଥାଏ ପୂର୍ବ ସଂକେତ: ଭୁଲରେ ବି ଅଣଦେଖା କରନ୍ତୁନି ଏହିସବୁ ଲକ୍ଷଣ

ଓଡ଼ିଶା ଭାସ୍କର: ହାର୍ଟ ସହ ଜଡ଼ିତ ରୋଗର ଆଶଙ୍କା ଆଜିକାଲି ସମୟରେ ବଢିବାକୁ ଲାଗିଛି । ଏହି ରୋଗର ସାମ୍ନା ସେତେବେଳେ କରିବାକୁ ପଡ଼ିଥାଏ ଯେତେବେଳେ ପର୍ଯ୍ୟାପ୍ତ ମାତ୍ରାରେ ରକ୍ତ ଏବଂ ଅମ୍ଳଜାନ ହାର୍ଟ ପାଖକୁ ପହଁଚି ନଥାଏ…

ଜାମ୍ମୁକାଶ୍ମୀର ପୋଲିସ ପ୍ରଶାସନର ମୁଖ୍ୟ ଭାବରେ ଓଡ଼ିଆ ପୁଅଙ୍କୁ ଦାୟିତ୍ୱ: କେନ୍ଦ୍ର ଗୃହମନ୍ତ୍ରଣାୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ଓଡ଼ିଶାର ରଶ୍ମୀରଂଜନ ସ୍ବାଇଁ ଜାମ୍ମୁକାଶ୍ମୀର ଡିଜିପି ଭାବେ ନିଯୁକ୍ତି ହୋଇଛନ୍ତି । ଏଜିଏମୟୁଟି କ୍ୟାଡରର ଓଡ଼ିଆ ଆଇପିଏସ୍‌ ରଶ୍ମୀରଂଜନ ସ୍ବାଇଁଙ୍କ ନିଯୁକ୍ତି ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି…

JIO ୟୁଜର୍ସଙ୍କୁ ଖୁସି ଖବର: ମିଳିବ ମାଗଣା Extra Data, ୭୨ ଦିନ ପର୍ଯ୍ୟନ୍ତ ରିଚାର୍ଜରୁ ମୁକ୍ତି

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଭାରତୀୟ ଟେଲିକମ୍ ମାର୍କେଟର କୋଟି କୋଟି ୟୁଜରଙ୍କ ପ୍ରିୟ ହୋଇପାରିଛି । ରିଚାର୍ଜ ପ୍ଲାନ ମହଙ୍ଗା ହେବା ପରେ ଏହି କମ୍ପାନୀ ୟୁଜରଙ୍କୁ ଅନେକ ଅଫର ପ୍ରଦାନ କରୁଛି । ତେବେ ଉପଲବ୍ଧ ଥିବା…

ଟ୍ରାଫିକ ପୋଲିସ ପିନ୍ଧିବେ ଗେରୁଆ କୋର୍ଟ: ଆଜିଠୁ ଲାଗୁହେଲା ଏହି ନିୟମ, ଅଧିକ ଜାଣିବାକୁ ପଢ଼ନ୍ତୁ ଏହି ରିପୋର୍ଟ

ଭୁବନେଶ୍ୱର: ଆଜି ରାଜଧାନୀର ସମସ୍ତ ଟ୍ରାଫିକ ପୋଲିସଙ୍କୁ ଟ୍ରାଫିକ ଥାନାରେ ନୂଆ ରେନକୋଟ୍‌ ଦିଆଯାଇଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଏହି ନୂଆ ରେନକୋଟ୍‌ ପ୍ରଦାନ କରାଯାଇଛି । ଏବେଠାରୁ ଗେରୁଆ ରଙ୍ଗର ରେନକୋଟ୍‌…

କପାଳରେ ଲେଖା ରହିଛି ଆପଣଙ୍କ ଭାଗ୍ୟ: କ’ଣ କହୁଛି ଭାଗ୍ୟରେଖା? ଜାଣି ରଖନ୍ତୁ ଭବିଷ୍ୟତ

ଓଡ଼ିଶା ଭାସ୍କର: କଥାରେ ଅଛି କପାଳ ଲିଖନ କେ କରିବା ଆନ? ଅର୍ଥାତ୍ ଯାହା ପୂର୍ବ ନିର୍ଦ୍ଧାରିତ ତାହା ଘଟିବ ହିଁ ଘଟିବ ବୋଲି ସାଧାରଣରେ ବିଶ୍ୱାସ ରହିଛି । ଠିକ୍ ସେହିପରି ଆମର ରାଶି, ଜନ୍ମ ତାରିଖ, ନକ୍ଷତ୍ର ଭଳି ଶରୀରର…

କାହିଁକି ଜନସାଧାରଣଙ୍କୁ କ୍ଷମା ମାଗିଲେ ବାଂଲାଦେଶର ନୂଆ ପୁଲିସ ମୁଖ୍ୟ

ନୂଆଦିଲ୍ଲୀ: ନିକଟରେ ହୋଇଥିବା ସଂରକ୍ଷଣ ବିରୋଧୀ ବିକ୍ଷୋଭରେ ପୁଲିସର ଭୂମିକାକୁ ନେଇ ବାଂଲାଦେଶର ନୂଆ ଆଇଜି ମହମ୍ମଦ ମୋଇନୁଲ ଇସଲାମ ଦୁଃଖ ପ୍ରକାଶ କରିଛନ୍ତି। ମୋଇନୁଲ ସମସ୍ତ ଘଟଣାର ନିରପେକ୍ଷ ତଦନ୍ତ ପାଇଁ…

ଏଥର ହେବନି ଟ୍ରେନ୍ ଦୁର୍ଘଟଣା! Accident ରୋକିବାକୁ ରେଲୱେର ପ୍ରସ୍ତୁତି ଆରମ୍ଭ: କେବେଠୁ ହେବ Active?

ନୂଆଦିଲ୍ଲୀ: ଗତ କିଛି ଦିନରେ ଟ୍ରେନ ଦୁର୍ଘଟଣା ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ କାରଣ ପାଇଁ ଏହି ରେଳ ଦୁର୍ଘଟଣାରେ ଅନେକ ଜନଜୀବନ ନଷ୍ଟ ହେଉଛି । ତେବେ ଏହି ଟ୍ରେନ ଦୁର୍ଘଟଣା ରୋକିବା ପାଇଁ ଏକ…

ଭିନେଶ ଫୋଗାଟଙ୍କୁ ଭାରତ ରତ୍ନ ଦେବାକୁ ପ୍ରସ୍ତାବ ଦେଲେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀ

କୋଲକାତା: ଭିନେଶ ଫୋଗାଟଙ୍କୁ ଇଣ୍ଡିଆ ରତ୍ନ କିମ୍ବା ରାଜ୍ୟସଭା ଆସନ ପାଇଁ ମନୋନୀତ କରିବାକୁ ପ୍ରସ୍ତାବ ଦେଇଛନ୍ତି ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀ । ଏକ୍ସ ରେ ଏକ ପୋଷ୍ଟରେ ଅଭିଷେକ କହିଛନ୍ତି, ସରକାର ଏବଂ…