fbpx
Browsing Category

ଖବର

ଐତିହାସିକ ପ୍ୟାରୀମୋହନଙ୍କ ସ୍ମୃତିରକ୍ଷା ପାଇଁ ଚିଠି ଲେଖିଲେ ମାହାଙ୍ଗା ବିଧାୟକ, ଜୟନ୍ତୀ ପାଳନ ସହିତ ରାଜଧାନୀରେ ପୂର୍ଣ୍ଣାବୟବ…

ଭୁବନେଶ୍ୱର: ମାହାଙ୍ଗାର ବରପୁତ୍ର ତଥା “ଉତ୍କଳପୁତ୍ର” ପତ୍ରିକାର ସୁଯୋଗ୍ୟ ସମ୍ପାଦକ ଦେବାତ୍ମା ଐତିହାସିକ ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ସ୍ମୃତିରକ୍ଷା ଲାଗି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଉଚ୍ଚଶିକ୍ଷା ଏବଂ କ୍ରୀଡ଼ା…

(Video) ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ଲଜ୍ଜାଜନକ! ଶେଖ ହସୀନାଙ୍କ ବାସଭବନରୁ ଶାଢ଼ୀ, ସୋଫା, ଟେବୁଲ, ଟିଭି ଆଦି ଆସବାବପତ୍ର ଲୁଟି ନେଉଛନ୍ତି…

ନୂଆଦିଲ୍ଲୀ: ସଂରକ୍ଷଣକୁ ନେଇ ବାଂଲାଦେଶରେ ସୃଷ୍ଟି ହୋଇଥିବା ବିବାଦ ଏବେ ତୀବ୍ର ରୂପ ନେଇଛି । ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଶେଖ ହସୀନାଙ୍କୁ ନିଜ ଛାଡ଼ିବାକୁ ପଡ଼ିଛି । ବର୍ତ୍ତମାନ ସମୟରେ ହସୀନା ଭାରତରେ…

ନିଟ୍ ପେପର ଲିକ୍ ମାମଲା: ଭୁବନେଶ୍ୱରରୁ ଜଣଙ୍କୁ ଗିରଫ କରିଛି ସିବିଆଇ

ଭୁବନେଶ୍ୱର: ନିଟ୍ ପେପର ଲିକ୍ ମାମଲାରେ ସିବିଆଇକୁ ମିଳିଛି ଆଉ ଏକ ସଫଳତା । ଭୁବନେଶ୍ୱରରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି ସିବିଆଇ । ଗିରଫ ଅଭିଯୁକ୍ତ ହେଉଛନ୍ତି ସୁଶାନ୍ତ ସାମନ୍ତ । ପ୍ରଶ୍ନପତ୍ର ବିତରଣରେ ସମ୍ପୃକ୍ତି…

(Video) ଏ କି ଅବ୍ୟବସ୍ଥା! ଏଟିଏମରୁ ବାହାରୁନି ଟଙ୍କା, ଆଶ୍ରୟ ନେଉଛନ୍ତି ଗାଈଗୋରୁ ଓ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ ଜରୁରୀ କାମ ପାଇଁ ଟଙ୍କାର ଆବଶ୍ୟକ ପଡ଼ିଲେ ଲୋକମାନେ ଏଟିଏମକୁ ଟଙ୍କା ଉଠାଇବାକୁ ଯାଇଥାନ୍ତି । ତେବେ ଏଟିଏମରେ ଟଙ୍କା ବାହାରିବା ତ ଦୂରର କଥା, ସେଠାରେ ଯଦି ଗାଈଗୋରୁ,…

କାଲିଠାରୁ ରାଜ୍ୟରେ ପ୍ରବଳ ବର୍ଷା: ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ଜାରି

ଭୁବନେଶ୍ୱର: ଆଗାମୀ ୪ ଦିନ ଉତ୍ତର ଓ ଉପକୂଳ ଓଡିଶାର କିଚ୍ଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଲାଗିରହିଛି ଲଗାଣ ବର୍ଷା। ତେବେ ୬ ତାରିଖ ସଂଧ୍ୟାରୁ…

ଶ୍ରାବଣ ମାସରେ ମହାପାପ; ମହାଦେବଙ୍କୁ ଇଟା-ସିମେଣ୍ଟରେ ପୋତି ରେଲିଂରେ କରେଣ୍ଟ୍ ଦେଇଦେଲେ ତିନି ମହିଳା…

ନୂଆଦିଲ୍ଲୀ: ଶ୍ରାବଣ ମାସର ତୃତୀୟ ସୋମବାର ମଧ୍ୟପ୍ରଦେଶର ଗ୍ୱାଲିୟରରେ ଘଟିଛି 'ମହାପପ'। ଗୋଟିଏ ପଟେ ଭୋଲେନାଥଙ୍କ ଭକ୍ତମାନେ ତାଙ୍କ ଆଶୀର୍ବାଦ ପାଇବା ପାଇଁ ସାରା ଦେଶରେ ଉପବାସ ଓ ଜଳାଭିଷେକ କରୁଥିଲେ। ଅନ୍ୟପକ୍ଷରେ…

ଭାରତ ସରକାରଙ୍କ ନୂଆ ଜିଏସଟି କାଉନସିଲ ଗଠନ:କେନ୍ଦ୍ର ଜିଏସଟି ପରିଷଦର ସଦସ୍ୟ ହେଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ହେଲେ କେନ୍ଦ୍ର ଜିଏସଟି ପରିଷଦର ସଦସ୍ୟ । ଭାରତ ସରକାରଙ୍କ ଅଧୀନରେ ଏକ ନୂଆ ଜିଏସଟି କାଉନ୍ସିଲ ଗଠନ କରାଯାଇଛି । ଏଥିରେ ସମସ୍ତ ରାଜ୍ୟର ମନ୍ତ୍ରୀମାନଙ୍କୁ ସଦସ୍ୟ…

ମାଳଦ୍ୱୀପ ପରେ ବାଂଲାଦେଶରେ ମଧ୍ୟ ଭାରତ ବିରୋଧରେ ‘ଷଡ଼ଯନ୍ତ୍ର’ କରିଛି ଚୀନ୍ ? 

ନୂଆଦିଲ୍ଲୀ: ବିଶ୍ୱ ଦେଖିଲା ବାଂଲାଦେଶର ବିକ୍ଷୋଭ। ସୋମବାର ବାଂଲାଦେଶ ପାଇଁ ଏଭଳି ଦିନ ଆସିବ, କେହି କଳ୍ପନା ବି କରିନଥିବେ। ରାଜରାସ୍ତା ହୋଇଥିଲା ଲୋକାରଣ୍ୟ, ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ଏବଂ…

ନୂଆ ଟିମ ଗଠନ କଲା ବିଜେଡ଼ି: ନବୀନ ପଟ୍ଟନାୟଙ୍କ ନିର୍ଦ୍ଦେଶରେ ୧୫ ଜଣିଆ କମିଟି, ବାଦ ପଡ଼ିଲେ ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର: ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଗଠନ ହୋଇଛି ୧୫ ଜଣିଆ ସଦସ୍ୟ ଟିମ୍ । ରାଜ୍ୟରେ ବିଭିନ୍ନ କାର୍ଯ୍ୟ ସମନ୍ବୟ ରକ୍ଷା ପାଇଁ ୧୫ ଜଣିଆ ଟିମ୍ ଗଠନ କରିଛି ବିଜେଡି । ବିଜେଡିର ନୂତନ ଟିମରୁ…

Video; ରାଜ୍ୟ ରାଜନୀତିରେ ଝଡ଼, ବିଜେଡିର ବଡ଼ ନେତା ବିଜେପିରେ ମିଶିବେ ବୋଲି କହିଲେ ବିଧାୟକ!…

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜ୍ୟ ରାଜନୀତିରେ ବଡ଼ ହଲ୍‌ଚଲ୍ । ‘ବିଜେପିରେ ମିଶିବେ ବଡ଼ ବିଜେଡି ନେତା’ । ବିଜେପି ବିଧାୟକଙ୍କ ବିସ୍ଫୋରକ ବୟାନ । ‘ଲାଇନ୍‌ରେ ଅଛନ୍ତି ଅନେକ ବଡ ନେତା’ । ଛିଡୁଛି ବିଜେଡି, ବଢୁଛି…