Browsing Category

ଖବର

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନୂଆ ଆବିଷ୍କାର: ୮ ପ୍ରକାର ରଙ୍ଗୀନ ଧାନରେ ରହିଛି ଅଧିକ ପୁଷ୍ଟି ଓ ରୋଗ ପ୍ରତିରୋଧକ ଶକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ଗବେଷଣା କ୍ଷେତ୍ରରେ ପୁଣି ଏକ ବଡ଼ ସଫଳତା ହାସଲ କରିଛି । ପୂର୍ବରୁ ପାରମ୍ପରିକ ଧାନ ଓ କ୍ଷୁଦ୍ରଶସ୍ୟ ପାଇଁ ସାରା ବିଶ୍ୱରେ…

Big Breaking; ଓଡ଼ିଶାକୁ ମିଳିଲେ ନୂଆ ରାଜ୍ୟପାଳ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର: ଓଡ଼ିଶାର ନୂଆ ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଛନ୍ତି ରଘୁବର ଦାସ । ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ରଘୁବର ଦାସଙ୍କୁ ଓନିଶାର ଏକ ବଡ଼ ପଦବୀରେ ନିୟୋଜିତ କରାଯାଇଛି । ରାଷ୍ଟ୍ରପତି ଭବନରୁ ଏ ନେଇ…

(Video) ଭାରତର ପ୍ରଥମ TV Channel, ଦୂରଦର୍ଶନ: ମଜାଦାର ରହିଛି ଏହାର ଇତିହାସ

ଭୁବନେଶ୍ୱର: ଏପ୍ରିଲ ୨୫ ଦୂରଦର୍ଶନ ଇତିହାସରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ ଅଟେ । ୧୯୮୨ ମସିହାରେ ଏହି ଚ୍ୟାନେଲ ପ୍ରଥମେ ରଙ୍ଗୀନ ପ୍ରସାରଣ ପରୀକ୍ଷା ଆରମ୍ଭ କରିଥିଲା । ଏହାର ଅଫିସିଆଲ ଟ୍ୱିଟରରେ ଏହି ଦିନକୁ ସ୍ମରଣ…

ଭାରତ ସହିତ ସାରା ପୃଥିବୀ ପାଇଁ ମହାବିପଦ! ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ହାଇ ଆଲର୍ଟ

ନୂଆଦିଲ୍ଲୀ: ଭାରତ ସମେତ ସାରା ଦୁନିଆର ଗୁପ୍ତଚର ସଂସ୍ଥା ପକ୍ଷରୁ ଆତଙ୍କରାଜକୁ ନେଇ ହାଇ ଆଲର୍ଟ ଜାରି ହୋଇଛି । ଇସ୍ରାଏଲ ଏବଂ ହମାସ ମଧ୍ୟ ମହାଯୁଦ୍ଧକୁ ନେଇ ପୃଥିବୀରେ ଯେଉଁ ପ୍ରଭାବ ପଡ଼ିବ, ସେ ନେଇ ନଜର ରଖିଛି…

ରୋହିତଙ୍କ ବିରୋଧରେ ପୁଣେ ପୋଲିସର ପଦକ୍ଷେପ: ବାଂଲାଦେଶ ବିପକ୍ଷ ମ୍ୟାଚ ପୂର୍ବରୁ ବଡ଼ ଭୁଲ କରି ଦେଲେ

ନୂଆଦିଲ୍ଲୀ: ବିଶ୍ୱକପର ୧୭ତମ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଏବଂ ବାଂଲାଦେଶ । କିନ୍ତୁ ଏହି ମ୍ୟାଚ ପୂର୍ବରୁ ଭାରତର ଅଧିନାୟକ ରୋହିତଙ୍କୁ ଲାଗିଛି ଏକ ଶକ୍ତ ଝଟକା । ଯାହା ଫଳରେ ପୁଣେ ପୋଲିସ ରୋହିତଙ୍କ ବିରୋଧରେ…

Ind vs Ban WC-2023; ସିରାଜଙ୍କ ସ୍ଥାନରେ ଖେଳିବେ ଏହି ବୋଲର? କ’ଣ ରହିବ ଭାରତର ପ୍ଲେଇଙ୍ଗ-୧୧

ନୂଆଦିଲ୍ଲୀ: ହାଟ୍ରିକ ବିଜୟ ପରେ ୧୯ ତାରିଖରେ ବାଂଲାଦେଶକୁ ଭେଟିବ ଟିମ ଇଣ୍ଡିଆ । ପୁଣେର ଏମସିଏ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଏହି ମ୍ୟାଚରେ ବଂଲାଦେଶକୁ ମାତ୍ ଦେଇ ଭାରତ ନିଜର ବିଜୟ ଅଭିଯାନ…

ପ୍ଲେନରେ କମ୍ ସମୟରେ ଚଢିଯାଏ ମଦ ନିଶା, କାହିଁକି? କାରଣ କହିଲେ ବୈଜ୍ଞାନିକ

ମଦ ପିଇବା ପରେ ନିଶା ହେବା ତ ସାଧାରଣ କଥା, କିନ୍ତୁ ଯଦି ଆମେ କହିବା କି ପ୍ଲେନରେ ମଦ ପିଇବା ଦ୍ୱାରା ଆପଣଙ୍କୁ ଭୂମି ଅପେକ୍ଷା ଶୀଘ୍ର ନିଶା ଚଢ଼େ, ତେବେ ଆପଣ କ’ଣ କହିବେ? କିନ୍ତୁ ଏହି କଥାଟି ବିଲକୁଲ ସତ । ଏହା ପଛରେ…

ଭବିଷ୍ୟତ କହୁଛି ବିଲେଇ! ମୃତ୍ୟୁର ସମୟ ବି କରୁଛି ପୂର୍ବାନୁମାନ: ସବୁ କଥା ହେଉଛି ସତ…

ନୂଆଦିଲ୍ଲୀ: କାହାର ଆୟୁଷ କେତେ । କାହାର ହେବ ମୃତ୍ୟୁ । ଏସବୁ ର ପୂର୍ବାନୁମାନ କରିପାରୁଛି ଗୋଟେ ବିଲେଇ । ଯାହା କହୁଛି ସେସବୁ ସାଙ୍ଗେ ସାଙ୍ଗେ ସତ ହେଇଯାଉଛି । ଆପଣ ଏହା ଶୁଣିବା ପରେ ହୁଏତ ବିଶ୍ୱାସ ନକରିପାରନ୍ତି ।…

(video)ବଟନ ଦବାଇଲେ ଗୋଟିଏ ସେକେଣ୍ଡରେ ବଦଳିଯିବ ଆପଣଙ୍କ ଡ୍ରେସ୍‌ର ଡିଜାଇନ୍‌, ବୈଜ୍ଞାନିକ ପ୍ରସ୍ତୁତ କଲେ ଡିଜିଟାଲ ଡ୍ରେସ୍‌

ନୂଆଦିଲ୍ଲୀ: ଫ୍ୟାଶନ ଦୁନିଆ ଦିନକୁ ଦିନ ବଦଳିବାରେ ଲାଗିଛି । ଫ୍ୟାଶନ ଅନୁସାରେ ନୂଆ ନୂଆ ଡ୍ରେସ୍ କିଣିବାକୁ ହେଲେ ବହୁତ ଖର୍ଚ୍ଚାନ୍ତ ହେବାକୁ ପଡିଥାଏ । କିନ୍ତୁ ଯଦି ଏପରି ହୁଅନ୍ତା କି ଗୋଟିଏ ଡ୍ରେସ୍‌ର ଡିଜାଇନ୍…

ଆହତ ହୋଇ ବିଶ୍ୱକପରୁ ବାଦ୍ ପଡ଼ିଲେ ନିଜେ ଅଧିନାୟକ: ଏପର୍ଯ୍ୟନ୍ତ ଦଳକୁ ରଖିଛନ୍ତି ଅପରାଜେୟ

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପରେ ଦମଦାର ପ୍ରଦର୍ଶନ ସହିତ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି ଭାରତ । ଏହାପରେ ନ୍ୟୁଜିଲାଣ୍ଡ ମଧ୍ୟ ୩ଟି ମ୍ୟାଚରୁ ୬ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି । କିନ୍ତୁ ଚତୁର୍ଥ ମ୍ୟାଚ…