fbpx
Browsing Category

ଖବର

ମଝି ଚିଲିକାରେ ଫସିଲା ପାଟ୍ରୋଲିଂ ଡଙ୍ଗା, ବନ ବିଭାଗର ୪ ଜଣ କର୍ମଚାରୀ ଥିବା ସୂଚନା

କୃଷ୍ଣପ୍ରସାଦ: ମଝି ଚିଲିକାରେ ଫସିଲା ପାଟ୍ରୋଲିଂ ଡଙ୍ଗା । ଯାନ୍ତ୍ରିକ ତୃଟି ଯୋଗୁଁ ପ୍ରାୟ ୨ ଘଣ୍ଟା ହେବ ଫସି ରହିଛି ଡଙ୍ଗା । ପାଟ୍ରୋଲିଂ ଡଙ୍ଗାରେ ବନ ବିଭାଗର ୪ ଜଣ କର୍ମଚାରୀ ଥିବା ଜଣାପଡ଼ିଛି । ଜହ୍ନିକୁଦା ଘାଟରୁ…

(Video) ୱାୟନାଡରେ ମହାରେକର୍ଡ କଲା ଭାରତୀୟ ସେନା: ୩୧ ଘଣ୍ଟାରେ ନିର୍ମାଣ କଲା ୧୯୦ ଫୁଟ ଲମ୍ବ ବିଶିଷ୍ଟ ବେଲି ବ୍ରିଜ୍

ନୂଆଦିଲ୍ଲୀ: କେରଳର ୱାୟନାଡରେ ଦେଖାଦେଇଥିବା ଭୟଙ୍କର ଭୂସ୍ଖଳନ କାରଣରୁ ମୃତ୍ୟୁସଂଖ୍ୟା ୩୫୦ ଟପିଥିବା ବେଳେ ଏବେ ବି ଶତାଧିକ ନିଖୋଜ ରହିଛନ୍ତି । ଏହି ପ୍ରାକୃତିକ ଦୁର୍ବିପାକ କାରଣରୁ ଶତାଧିକ ଘରଦ୍ୱାର ନିଶ୍ଚିହ୍ନ…

ହର ଘର ତ୍ରୀରଙ୍ଗା ଅଭିଯାନରେ ଦେଶ ବାସୀଙ୍କୁ ସାମିଲ ହେବା ପାଇଁ ଗୃହମନ୍ତ୍ରୀଙ୍କ ନିବେଦନ: ଅଗଷ୍ଟ ୯ ଠାରୁ ନିଜ ଘରେ ତ୍ରିରଙ୍ଗା ଉଡାନ୍ତୁ

ନୂଆଦିଲ୍ଲୀ: ନିଜ ଘରେ ତ୍ରିରଙ୍ଗା ଉତ୍ତୋଳନ କରିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ । ଅଗଷ୍ଟ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ଆରମ୍ଭ ହେବ ‘ହର ଘର ତ୍ରିରଙ୍ଗା’…

ବଞ୍ଚିବେ ତ ସୁନିତା ୱିଲିୟମ୍ସ! ପାଖରେ ରହିଛି ଏତେ କମ୍ ଇନ୍ଧନ , ଯଦି ସରିଯିବ ସୁନିତାଙ୍କ କେମିତି ଫେରିବେ ଅନ୍ତରୀକ୍ଷରୁ….

ଓଡିଶା ଭାସ୍କର: ସ୍ପେସକ୍ରାଫ୍ଟର ଜାଳେଣୀ ବା ଇନ୍ଧନ ସରି ସରି ଯାଉଛି । ତାହାସହ ମହାକାଶଯାତ୍ରୀ ସୁନିତାଙ୍କ ଜୀବନ ମଧ୍ୟ ସରି ସରି ଯାଉଛି । ମୃତ୍ୟୁ ଓ ଜୀବନ ମଧ୍ୟରେ ଲଢୁଛନ୍ତି ସାହସୀ ଝିଅ ସୁନିତା । ନିର୍ଭୀକତାର…

(Video) ଦୋଳିରୁ ଖସି ପଡ଼ିଲେ ମଡେଲ, ସିଧା ଯାଇ ନଈ ଭିତରେ: ବେଳେ ଘଟିଗଲା ବଡ଼ ଅଘଟଣ

ନୂଆଦିଲ୍ଲୀ: ଅନେକ ସମୟରେ ସୋସିଆଲ ମିଡିଆରେ କିଛି ଭିଡିଓ ବେଶ୍ ଭାଇରାଲ ହୋଇଥାଏ । କିଛି ଭିଡିଓରେ ଲୋକଙ୍କୁ ସଚେତନତା ମିଳିଥାଏ ଏବଂ କିଛି ଭିଡିଓ ଲୋକଙ୍କୁ ମନୋରଞ୍ଜନର ଖୁରାକ ଯୋଗାଇଥାଏ । କିଛି ଭିଡିଓରେ ଏମିତି ଦୃଶ୍ୟ…

Video; ପୋଲିସ ହାତରେ ମଜନୁର ମୋବାଇଲ୍, ମୋବାଇଲରୁ ବାହାରିଲା ଗଦା ଗଦା ଭିଡ଼ିଓ, ୬୨ ଜଣ ମହିଳାଙ୍କ ସହ କାଟିଛି ରାତି

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ପୋଲିସ ହାତରେ ମଜନୁର ମୋବାଇଲ୍, ମୋବାଇଲରୁ ବାହାରିଲା ଗଦା ଗଦା ଭିଡ଼ିଓ ୬୦ ଜଣ ମହିଳାଙ୍କ ସହ ରାତି କାଟିଛି । ସାମ୍ବାଦିକ ଅଶ୍ଚର୍ଯ୍ୟ, ପୋଲିସ ବି ଆଶ୍ଚର୍ଯ୍ୟ, ଖବର ଶୁଣି ଲୋକେ ବି…

ଜ୍ୱାଇଁକୁ କୋର୍ଟରେ ଶ୍ୱଶୁରଙ୍କ ଗୁଳିମାଡ଼

ନୂଆଦିଲ୍ଲୀ: ପଞ୍ଜାବ ଚଣ୍ଡିଗଡ଼ ଜିଲା କୋର୍ଟରେ ଘଟିଛି ଜଘନ୍ୟ ଗୁଳିକାଣ୍ଡ। ଜ୍ବାଇଁଙ୍କୁ ଶ୍ବଶୁର ଗୁଳି କରି ହତ୍ୟା କରିଛି । ପଞ୍ଜାବ ପୁଲିସର ନିଲମ୍ବିତ ଏଆଇଜି ତଥା ଶ୍ବଶୁର ନିଜ ଜ୍ବାଇଁଙ୍କୁ ଗୁଳି କରି ହତ୍ୟା…

(Video): ସୁଟିଂ ସମୟରେ ଅଭିନେତ୍ରୀଙ୍କୁ ଅଚାନକ କିସ କରିଲେ ଏହି ନିର୍ଦ୍ଦେଶକ, ଭିଡିଓ ହେଲା ଲିକ୍‌, ଦେଖିକି ଆପଣ କହିବେ- ଏ କି କଥା!

ଓଡିଶା ଭାସ୍କର: ସିନେମା ଦୁନିଆରେ ଅନେକ ଏମିତି ଖବର ଆସେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରେ । ସୋସିଆଲ ମିଡିଆରେ ବହୁ ସିନେ ଖବର ଚର୍ଚ୍ଚା ସାଉଁଟିଥାଏ । ଏହିକ୍ରମରେ ଏମିତି ଏକ ରୋମାଞ୍ଚ ଓ ବିବାଦୀୟ ଘଟଣା…

ବିଗ୍ ବସ୍ ଘରୁ ବାହାରିବା ପରେ ମୁନାଓ୍ଵାର ଫାରୁକିଙ୍କ ଉପରେ ବର୍ଷିଲେ ରାପର୍ ନାଇଜି, କହିଲେ ‘ଏପରି କରିବା ଉଚିତ୍ ନୁହେଁ’

ମୁମ୍ୱାଇ: ନାଭେଦ ଶେଖ୍ ଓରଫ ନେଜି ହୁଏତ 'ବିଗ୍ ବସ୍ ଓଟିଟି-୩'ର ବିଜେତା ହୋଇନଥିଲେ ମଧ୍ୟ ସେ ନିଜ ଖେଳ ଓ ନିରୀହତା ବଳରେ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ସୋ' ଛାଡ଼ିବା ମାତ୍ରେ ରାପର୍…

ଭାରତୀୟ କ୍ରିକେଟରଙ୍କୁ BCCI ଦେବ ବଡ଼ ଉପହାର: ଘୋଷଣା କଲେ ଜୟ ଶାହ

ନୂଆଦିଲ୍ଲୀ: ବର୍ତ୍ତମାନ ଶ୍ରୀଲଙ୍କା ଗସ୍ତରେ ରହିଛି ଟିମ ଇଣ୍ଡିଆ । ଟି-୨୦ ସିରିଜ ବିଜୟ ପରେ ଦିନିକିଆ ସିରିଜ ଖେଳୁଛି ଟିମ ଇଣ୍ଡିଆ । ଏହା ଭିତରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ କ୍ରିକେଟ ବୋର୍ଡ ଭାରତୀୟ…