Browsing Category
ଖବର
ବାହାନଗା ଭୟଙ୍କର ଦୁର୍ଘଟଣା: ରାଷ୍ଟ୍ରପତିଙ୍କ ଦୁଃଖପ୍ରକାଶ, ଦୁର୍ଘଟଣାସ୍ଥଳକୁ ଆସୁଛନ୍ତି ଅଶ୍ୱିନୀ ବୈଷ୍ଣବ
ବାଲେଶ୍ୱର: ବାଲେଶ୍ୱର ବାହାନଗାର ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୫୦ରୁ ଅଧିକ ମୃତ୍ୟୁ ଆଶଙ୍କା କରାଯାଉଛି । ଏହାବ୍ୟତୀତ ପ୍ରାୟ ୩୫୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ…
ସାରା ରାତି ଚାଲିବ ଉଦ୍ଧାରକାର୍ଯ୍ୟ: ଘଟଣାସ୍ଥକକୁ ଯିବ ୧୦୦ ଅମ୍ବୁଲାନ୍ସ ଏବଂ ୫୦ ବସ୍
ବାଲେଶ୍ୱର: ବାହାନଗା ଷ୍ଟେସନ ନିକଟରେ ଭୟଙ୍କର ଦୁର୍ଘଟଣାରେ ଅପଡେଟ୍ ଆସିବାରେ ଲାଗିଛି। ଦୁର୍ଘଟଣାରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଉଦ୍ଧାରକାର୍ଯ୍ୟକୁ ତ୍ୱରିତ କରିବା ପାଇଁ ଘଟଣାସ୍ଥଳକୁ ୧୦୦ ଅମ୍ବୁଲାନ୍ସ ଏବଂ ୫୦ ବସ୍…
ବାହାନଗା ଟ୍ରେନ ଦୁର୍ଘଟଣା: ଦୁଃଖପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ସବୁ ପ୍ରକାର ସହାୟତା ଦେବାକୁ ନିର୍ଦ୍ଦେଶ
ବାଲେଶ୍ୱର: ବାହାନଗା ଷ୍ଟେସନ ନିକଟରେ ଭୟଙ୍କର ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖପ୍ରକାଶ କରିଛନ୍ତି । ମୃତାହତ ବ୍ୟକ୍ତିଙ୍କ ପରିବାରକୁ ଟ୍ୱିଟ କରି ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଏହାସହିତ…
ବାହାନଗା ଭୟଙ୍କର ଦୁର୍ଘଟଣା: ଉଭୟ ଟ୍ରେନର ୧୭ ବଗି ଲାଇନଚ୍ୟୁତ, ୫୦ରୁ ଅଧିକ ମୃତ୍ୟୁ ଆଶଙ୍କା
ବାଲେଶ୍ୱର: ବାଲେଶ୍ୱର ଟ୍ରେନ ଦୁର୍ଘଟଣାକୁ ନେଇ ବୃଦ୍ଧି ପାଉଛି ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ମିଳିଥିବା ସଦ୍ୟ ରିପୋର୍ଟ ଅନୁଯାୟୀ ଦୁର୍ଘଟଣାରେ ପ୍ରାୟ ୨୦୦ରୁ ଅଧିକ ଯାତ୍ରୀ ଗୁରୁତରଆହତ ହୋଇଛନ୍ତି । ତେବେ ଏହାସହିତ…
ବାହାନଗା ଟ୍ରେନ ଦୁର୍ଘଟଣା: କରମଣ୍ଡଳ ସହ ଧକ୍କା ଦେଇଥିଲା ଆଉ ଏକ ଟ୍ରେନ
ବାଲେଶ୍ୱର: ବାହାନଗା ନିକଟରେ ଗୋଟିଏ ସ୍ଥାନରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଯାଇଛି । ସମାନ ସ୍ତାନରେ ଦୁଇଟି ଏକ୍ସପ୍ରେସ ଭିତରେ ଧକ୍କା ହୋଇଥିବା ଜାଣିବାକୁ ମିଳିଛି । ବାହାନଗା ଷ୍ଟେସନ ନିକଟରେ ପ୍ରଥମେ ଲାଇନଚ୍ୟୁତ…
କ୍ରିକେଟର କାହିଁକି Chewing-Gum ଖାଇ ଖେଳିଥାନ୍ତି ମ୍ୟାଚ୍? ଜାଣିଛନ୍ତି କି ଏହାର କାରଣ
ନୂଆଦିଲ୍ଲୀ: ଆଜିକାଲି ସାରା ଦୁନିଆରେ କ୍ରିକେଟ ସବୁଠାରୁ ଲୋକପ୍ରିୟ ଖେଳ ଭାବରେ ପରିଚୟ ପାଇଛି । ଏହି ଖେଳାଳିମାନଙ୍କର ଅନେକ ଷ୍ଟାଇଲ ଲୋକଙ୍କୁ ଖୁବ ପସନ୍ଦ ଆସିଥାଏ । ତେବେ ଯଦି କ୍ରିକେଟରମାନଙ୍କ ଉପରେ କେବେ ଧ୍ୟାନ…
କରମଣ୍ଡଳ ଟ୍ରେନ ଦୁର୍ଘଟଣା: ୪ ବରିଷ୍ଠ ଅଫିସରଙ୍କୁ ତଦାରଖ ଦାୟିତ୍ୱ ଦେଲେ ରାଜ୍ୟ ସରକାର
ଭୁବନେଶ୍ୱର: ବାଲେଶ୍ୱରରେ କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତେବେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏନଡିଆରଏଫ ଟିମ ଏବଂ…
କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ଶିକାର: ଅନେକ ଯାତ୍ରୀ ଆହତ
ବାଲେଶ୍ୱର: ବାଲେଶ୍ୱର ସୋରଠାରେ ଦୁର୍ଘଟଣାର ଶିକାର ହୋଇଛି କରମଣ୍ଡଳ ଏକ୍ସପ୍ରେସ । ବାହାନଗା ଷ୍ଟ୍ରେସନ ନିକଟରେ ଏକ ମାଲବାହୀ ଟ୍ରେନକୁ ଏକ୍ସପ୍ରେସ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ କରମଣ୍ଡଳ…
ଅବକାରୀ ନୀତି କେସରେ ମନୀଷ ସିସୋଦିଆଙ୍କୁ ଆଶ୍ୱସ୍ତି: ଦିଲ୍ଲୀ ହାଇକୋର୍ଟ ଦେଲେ ଅନୁମତି
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲା କେସରେ ଦିଲ୍ଲୀ ହାଇକୋର୍ଟରୁ ମନୀଷ ସିସୋଦିଆଙ୍କୁ ଆଶ୍ୱସ୍ତି ମିଳିଛି । ମନୀଷଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି ଉଚ୍ଚ ନ୍ୟାୟାଳୟ । ତେବେ ଏହାର…
୩ ଘଣ୍ଟା ଭିତରେ ମୟୂରଭଞ୍ଜ ଓ କେନ୍ଦୁଝରରେ କାଳବୈଶାଖୀ ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ
ଭୁବନେଶ୍ୱର: ଆଗାମୀ ୩ ଘଣ୍ଟା ଭିତରେ ମୟୂରଭଞ୍ଜ ଓ କେନ୍ଦୁଝରରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ସହ ଘଣ୍ଟାକୁ ୩୦ରୁ ୪୦ କିମି ବେଗରେ ବହିପାରେ ପବନ । ବିଜୁଳି ଘଡ଼ଘଡ଼ି ବର୍ଷା ହେବାର ସମ୍ଭାବନା…