Browsing Category

ଖବର

ଦିଅର-ଭାଉଜଙ୍କ ରାସଲୀଳା ଦେଖିଦେଲା ସ୍ବାମୀ, ଉଭୟେ ମିଶି ତଣ୍ଟି ଚିପି ମାରିଦେଇ କହିଲେ ଖଟରୁ ପଡ଼ିଗଲେ

ନୂଆଦିଲ୍ଲୀ: ଦିଅର-ଭାଇଜଙ୍କ ରାସଲୀଳା ଦେଖିଦେଇଥିଲା ସ୍ବାମୀ । କବାଟ ଖୋଲିବା ପରେ ଦୁହିଁଙ୍କ କାରନାମା ଦେଖି ସ୍ବାମୀ ସ୍ତବ୍ଧ ହୋଇଯାଇଥିଲା । ଫଳରେ ଗୁପ୍ତ କଥା କାହାକୁ ନଜଣାଇବା ପାଇଁ ଦିଅର-ଭାଇଜ କୌଣସି ଉପାୟ ନପାଇ…

28ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଏପରି କରନ୍ତୁ ପଞ୍ଜୀକରଣ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟସ୍ତରୀୟ ଜନ ଅଭିଯୋଗ ଶୁଣାଣି ଆସନ୍ତା 28 ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା ସୋମବାର ସକାଳ 8ଟାରୁ ୟୁନିଟ-2 କ୍ୟାପିଟାଲ ନର୍ସରୀ ନିକଟ ପୁରୁଣା ସରକାରୀ ପ୍ରାଥମିକ…

ସବୁଠି ଶୁଭୁଛି ଚିତ୍କାର…କ୍ଲାସ ଚାଲୁଥିବାବେଳେ ଭୁଶୁଡ଼ିଲା ସ୍କୁଲ ଛାତ, ଚାପି ହୋଇଗଲେ 40ରୁ ଉର୍ଦ୍ଧ୍ବ ପିଲା, ଦେଖନ୍ତୁ ଭିଡି଼ଓ…

ରାଜସ୍ଥାନ: ଝାଲୱାଡ଼ାରେ ବଡ଼ ଅଘଟଣ । ସ୍କୁଲ ପିଲାଙ୍କ ଉପରେ ଭୁଶୁଡ଼ିଲା ଛାତ । କ୍ଲାସ ଚାଲୁଥିବାବେଳେ ଭୁଶୁଡ଼ିଲା ସ୍କୁଲ ଛାତ । ଛାତ ପଡ଼ି 4 ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସେପଟେ ଛାତ…

ବନ ବିଭାଗ ଡେପୁଟି ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍; ମିଳିଲାଣି ଦେଢ କୋଟି ଟଙ୍କା, ସୁନା ବିସ୍କୁଟ-ଇଟା

ଜୟପୁର: ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକଙ୍କ ଘରେ ଓ କାର୍ଯ୍ୟାଳୟରେ ରେଡ୍ । ଘରେ ପଶୁ ପଶୁ ମିଳିଲାଣି ପୁଳା ପୁଳା ଟଙ୍କା ।…

ବଡ଼ ଖବର..ବର୍ଷା ପାଇଁ ଆଜି ଏହି ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି

ନୂଆଦିଲ୍ଲୀ: ଆଜି ମୟୂରଭଞ୍ଜରେ ବନ୍ଦ ରହିବ ସବୁ ସ୍କୁଲ । ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ । ଆସନ୍ତା 12 ଘଣ୍ଟାରେ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ…

ମଣିପୁରରେ ଆହୁରି 6 ମାସ ପାଇଁ ବଢିଲା ରାଷ୍ଟ୍ରପତି ଶାସନ, 13 ଅଗଷ୍ଟରୁ ଲାଗୁ

ନୂଆଦିଲ୍ଲୀ: ମଣିପୁରରେ ବଢିଲା ରାଷ୍ଟ୍ରପତି ଶାସନ ସମୟ ସୀମା । ଆଉ 6 ମାସ ପାଇଁ ରାଷ୍ଟ୍ରପତି ଶାସନ ଲାଗୁ ନିଷ୍ପତ୍ତି । 13 ଅଗଷ୍ଟରୁ 6 ମାସ ପାଇଁ ଲାଗୁ ରହିବ । ତେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା…

ପାଇଲଟଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା କି ଅହମ୍ମଦାବାଦ ବିମାନ ଦୁର୍ଘଟଣା ? ଗୋଟିଏ ଦିନରେ 100 ରୁ ଅଧିକ ମାଗିଲେ Sick Leave

ନୂଆଦିଲ୍ଲୀ: ଜୁନ୍ ୧୨ ତାରିଖରେ ଗୁଜରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣଙ୍କ ଜୀବନ ଯାଇଥିଲା। ଦୁର୍ଘଟଣାରେ ୨୬୦ ରୁ…

ଲଗାଣ ବର୍ଷା କଲା କଲବଲ; ପୋଲ ଉପରେ 2 ଫୁଟର ପାଣି, ଯାତାୟାତ ଠପ୍

ମାଲକାନଗିରି: ଲଗାଣ ବାର୍ଷାରେ ବେହାଲ ମାଲକାନଗିରି । ପୁଣି ବୁଡ଼ିଲା କନ୍ୟାଶ୍ରମ ପୋଲ, ଯାତାୟାତ ବାଧାପ୍ରାପ୍ତ । କନ୍ୟାଶ୍ରମ ପୋଲ ଉପରେ ଚାଲିଛି 2 ଫୁଟର ବର୍ଷା ଜଳ । ଫଳରେ କାଲିମେଳା-ପଡ଼ିଆ ବ୍ଲକକୁ ଯୋଗାଯୋଗ…

ମଦ ପିଇ ଝିଅକୁ ମାରୁଥିଲା ଜ୍ବାଇଁ, 1 ଲକ୍ଷ ସୁପାରି ଦେଇ ବ୍ଲାଇଣ୍ଡ ମର୍ଡର କଲା ଶାଶୁ

ନୂଆଦିଲ୍ଲୀ: ଛତିଶଗଡ଼ର ବିଳାସପୁରରେ ପୋଲିସ ଏକ ବ୍ଲାଇଣ୍ଡ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି । ଏଠାରେ ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ଏବେ ଏହା ସାମ୍ନାକୁ ଆସିଛି ଯେ ଏହି ହତ୍ୟାକାଣ୍ଡ ପଛରେ…

ସପ୍ତାହ ଧରି ଏହି ୧୦ ଲକ୍ଷଣ ଦେଖାଯାଉଥିଲେ ସାବଧାନ ! ହୋଇଥାଇପାରେ କ୍ୟାନ୍ସର

ଓଡ଼ିଶା ଭାସ୍କର: କର୍କଟ ରୋଗ ଏକ ବିପଦପୂର୍ଣ୍ଣ ଏବଂ ଜୀବନଘାତକ ରୋଗ । ଶରୀରର କୌଣସି ଅଂଶରେ କର୍କଟ କୋଷଗୁଡ଼ିକ ଅନିୟନ୍ତ୍ରିତ ଭାବରେ ବ୍ୟାପିବା ଆରମ୍ଭ କଲେ କର୍କଟ ରୋଗ ହୁଏ । ସମୟ ସହିତ ଏହି କୋଷଗୁଡ଼ିକ ଅନ୍ୟ…