Browsing Category
ଖବର
କରାଚିରେ “ଜୟ ଶ୍ରୀରାମ”, ପାକିସ୍ତାନ ମାଟିରେ ରାମଲୀଳା ନାଟକ ପ୍ରସାରଣ
ପାକିସ୍ତାନ: ପାକିସ୍ତାନ ମାଟିରେ ରାମଙ୍କ କଥା। ମଞ୍ଚରେ ରାମଲୀଳା ଦେଖିଲେ ପାକିସ୍ତାନବାସୀ। ପାକିସ୍ତାନର କରାଚି ସହରରେ ରାମଲୀଳା ନାଟକ ମଞ୍ଚସ୍ଥ କରାଯାଇଥିଲା। ଯେଉଁଥିରେ ସୀତାଙ୍କ ସହ ଅନେକ ମୁସଲମାନ କଳାକାରଙ୍କ…
ସବୁ ସୀମା ପାର କଲା ରାଗ, ସ୍ୱାମୀ ଦେହରେ ତତଲା ପାଣି ଢ଼ାଳିଲା ସ୍ତ୍ରୀ
ନୂଆଦିଲ୍ଲୀ: ଏବେ ଚାଲିଛି ଶ୍ରାବଣ ମାସ। ଶ୍ରାବଣ ମାସରେ ସାଧାରଣତଃ ପରିବାର ଏବଂ ପିଲାଙ୍କ କିଏ ସ୍ୱାମୀଙ୍କ ମଙ୍ଗଳ ପାଇଁ ଶିବଲିଙ୍ଗରେ ଜଳଲାଗି କରନ୍ତି। ହେଲେ ଏଠି ଶିବଙ୍କ ନିକଟରେ ଜଳଲାଗି କରିବା ପରିବର୍ତ୍ତେ ସ୍ତ୍ରୀ…
ଲର୍ଡସରେ ଲଢେଇ ଆରମ୍ଭ, ପ୍ରଥମରୁ ଭାରତକୁ ଝଟକା, ପାଭେଲିୟନ ଫେରିଲେ ପନ୍ତ
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲର୍ଡସ ଗ୍ରାଉଣ୍ଡରେ ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ଆଜି ଟେଷ୍ଟ ମ୍ୟାଚ୍ର ପଞ୍ଚମ ଦିନ। ଭାରତୀୟ ଦଳକୁ ଜିତିବା ପାଇଁ 193 ରନ୍ର ଟାର୍ଗେଟ ଦେଇଛି ଇଂଲଣ୍ଡ।
ଟିମ୍…
ଧରାପଡ଼ିଗଲା ହାଇଟେକ୍ କପି, ଇଞ୍ଜିନିୟର ଚାକିରି ପାଇଁ ୱାକି-ଟକି ମାଧ୍ୟମରେ କରୁଥିଲେ ଠକେଇ
ରାୟପୁର: ସବ୍-ଇଞ୍ଜିନିୟର ନିଯୁକ୍ତି ପରୀକ୍ଷାରେ ହାଇଟେକ୍ ଠକେଇର ପର୍ଦ୍ଦାଫାସ। ଅଟୋରେ ବସି ୱାକି-ଟକି ମାଧ୍ୟମରେ ଚାଲିଥିଲା ହାଇଟେକ୍ ଠକେଇ। ଲୋକଙ୍କ ସନ୍ଦେହ ବଢ଼ାଇଦେଲା ଦୁବିଧା। ପରୀକ୍ଷା ପାଇଁ ଠକେଇ କରୁଥିବା ବେଳେ…
Fact Check; ସତରେ କ’ଣ ଭାରତୀୟ ରେଲଓ୍ୱେ ଟ୍ରାକ୍ ଉପରେ ଲାଗିବ ସୌର ପ୍ୟାନେଲ୍?
ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆରେ କିଛି ବି ଫେକ୍ ନ୍ୟୁଜ ପକେଇବା ସହଜ। ହେଲେ ଏମିତି ଯଦି କରୁଛନ୍ତି ତାହାଲେ ସାବଧାନ ହୋଇଯାଆନ୍ତୁ। କାରଣ ଏହା ବହୁତ କ୍ଷତିକାରକ ଏବଂ ବିପଦପୂର୍ଣ୍ଣ।
ଯଦି ଦେଖିବା ସୋସିଆଲ…
Mohammed Siraj fined: ବେନ୍ ଡକେଟଙ୍କୁ ଟକ୍କର ମାରିବା ପଡ଼ିଲା ମହଙ୍ଗା, ମହମ୍ମଦ ସିରାଜଙ୍କୁ ଏହି ଦଣ୍ଡ ଦେଲା ICC
ନୂଆଦିଲ୍ଲୀ: ଆଣ୍ଡରସନ୍-ତେନ୍ଦୁଲକର ୨୦୨୫ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ୍ ୧୦ ଜୁଲାଇରୁ ଲର୍ଡସରେ ଖେଳାଯାଉଛି । ଯେଉଁଠାରେ ଟିମ୍ ଇଣ୍ଡିଆର ଷ୍ଟାର ଫାଷ୍ଟ ବୋଲର ମହମ୍ମଦ ସିରାଜଙ୍କୁ ଦଣ୍ଡ ମିଳିଛି । ଆଇସିସି ଆଚରଣ…
ଛାଙ୍ଗୁର ବାବାଙ୍କ କାରନାମା, ହିନ୍ଦୁ ଝିଅଙ୍କୁ ବଳାତ୍କାର କରି ଧର୍ମ ପରିବର୍ତ୍ତନ ପାଇଁ କରୁଥିଲେ ବାଧ୍ୟ
ଲକ୍ଷ୍ନୌ: ପଦାରେ ପଡିଲା ଛାଙ୍ଗୁର ବାବାଙ୍କ କାରନାମା, ପ୍ରଥମେ ବଳାତ୍କାର କରି ତା'ପରେ ଧର୍ମ ପରିବର୍ତ୍ତନ ପାଇଁ କରୁଥିଲେ ବାଧ୍ୟ। ଏହି ଠକ ବାବା ଗିରଫ ହେବା ପରେ ଗଣମାଧ୍ୟମ ଆଗରେ ମୁହଁରେ କପଡ଼ା ବାନ୍ଧି ଲୁହ ଭରା ଆଖି…
ଭୟଙ୍କର ଦୁର୍ଘଟଣା! ନିୟନ୍ତ୍ରଣ ହରାଇ ଓଲଟିଲା ଲରି, ଆମ୍ବ ତଳେ ଚାପିହୋଇ ଚାଲିଗଲା 9 ଜଣଙ୍କ ଜୀବନ
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ଏକ ଭୟଙ୍କର ଦୁର୍ଘଟଣା ହୋଇଛି । ଏକ ଆମ୍ବ ଟ୍ରକ ଓଲଟି ପଡିବା କାରଣରୁ 9ଜଣଙ୍କ ଜୀବନ ଯାଇଛି । ସେହିପରି 10ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗୋଟିଏ କାରକୁ…
ପାଣି ମାଗିବାରୁ ଏଏସ୍ଆଇଙ୍କୁ ଆକ୍ରମଣ, ମୋବାଇଲେ ମୁଣ୍ଡକୁ ଆକ୍ରମଣ କଲେ ଯୁବକ
ବିହାର: ପାଣି ମାଗିବାରୁ ଆକ୍ରମଣ। ବିହାରରେ ଘଟିଛି ଏହି ଘଟଣା। ପାଣି ମାଗିବାରୁ ପୋଲିସଙ୍କୁ ଆକ୍ରମଣ କଲେ ଯୁବକ। ଘଟଣାରେ ପୋଲିସଙ୍କ ମୁଣ୍ଡ ଫାଟିଥିବା ସୂଚନା ରହିଛି। ବିହାରର ସହରସା ଜିଲ୍ଲାରେ ଘଟିଛି ଏହି ଘଟଣା।…
ଆୟୁଷ୍ମାନ କାର୍ଡରେ ହେବ ଏହିସବୁ ରୋଗର ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା
ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ କାର୍ଡ (PMJAY) ହେଉଛି ଭାରତ ସରକାରଙ୍କ ଏକ ପ୍ରମୁଖ ସ୍ୱାସ୍ଥ୍ୟ ବୀମା ଯୋଜନା। ଏହି ଯୋଜନା ଅଧୀନରେ ଦେଶର ଲକ୍ଷ ଲକ୍ଷ ଗରିବ ଏବଂ ଅସହାୟ ଲୋକଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ…