Browsing Category

ଖବର

5 ଜଣଙ୍କୁ ଗଛରେ ବାନ୍ଧି ଜୀବନ୍ତ ଜାଳିଦେଲେ

ବିହାର: ଗୋଟିଏ ପରିବାରର 5 ଜଣଙ୍କୁ ଗଛରେ ବାନ୍ଧି ଜୀବନ୍ତ ଜାଳିଦେଲେ ଦୁର୍ବୁତ୍ତ କିନ୍ତୁ କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇଛି ପୋଲିସ। ବିହାରରେ ହତ୍ୟା ଏବଂ ଲୁଟ ଘଟଣା ସାଧାରଣ ହୋଇଗଲାଣି। ଦିନ ଦ୍ୱିପ୍ରହରରେ ଅପରାଧୀମାନେ…

ଅଜଗର ଗିଳିଦେଇଥାଆନ୍ତା! ଜଙ୍ଗଲରେ ଗାଧେଇଲା ବେଳେ ଯୁବକଙ୍କୁ ମାରିଲା ଚୋଟ, ଭିଡିଓ ଦେଖିଲେ ଟାଙ୍କୁରୀ ଉଠିବ ଲୋମ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭୟଙ୍କର ଭିଡିଓ ଭାଇରାଲ ହେଉଛି। ଏଥିରେ ଜଣେ ଯୁବକ ବିଶାଳକାୟ ଅଜଗର ଆକ୍ରମଣରୁ ବର୍ତ୍ତିଯାଇଥିବା ଦେଖିବାକୁ ମିଳିଛି। ଯୁବକଙ୍କ ସହ ଏହି କାଣ୍ଡ ସେତେବେଳେ ହୋଇଥିଲା, ଯେତେବେଳେ ସେ…

ବିରାଟଙ୍କ ସହ Wimbledon 2025 ଦେଖିବାକୁ ପହଞ୍ଚିଲେ ଅନୁଷ୍କା, କପଲ୍‌ଙ୍କ ଲୁକ୍‌ ଦେଖି ଫ୍ୟାନ୍ସ ଫିଦା, ପୋଷ୍ଟ ଭାଇରାଲ

ନୂଆଦିଲ୍ଲୀ: ଷ୍ଟାର ଭାରତୀୟ ବ୍ୟାଟର କୋହଲି ଏବଂ ବଲିଏଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଏକ ସାଙ୍ଗରେ Wimbledon 2025ରେ ଦେଖିବାକୁ ମିଳିଛି। ଅନେକ ପ୍ରସିଦ୍ଧ ବ୍ୟକ୍ତିଙ୍କୁ ନୋବାକ ଜୋକୋବିଚ ଏବଂ ଏଲେକ୍ସ ଡି ମିନାଉର…

ଛାତ୍ରୀଙ୍କୁ ମାରି ଲାଟିନରେ ଟାଙ୍ଗିଦେଲେ

କଟକ: ପିଜି ଛାତ୍ରୀଙ୍କୁ ମାରି ଟାଙ୍ଗିଦେଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲାର କଣ୍ଟାପଡା ଗୋବିନ୍ଦପୁର ଅଞ୍ଚଳରେ। ଗୋବିନ୍ଦପୁର ଅଞ୍ଚଳରେ ଦେଖିବାକୁ ମିଳିଛି ହତ୍ୟାକାଣ୍ଡ। ଯେଉଁଠି ଜଣେ ପିଜି…

ବାଗେଶ୍ୱର ଧାମରେ ବଡ ଦୁର୍ଘଟଣା! ଚାଲିଗଲା ଜଣଙ୍କ ଜୀବନ

ମଧ୍ୟପ୍ରଦେଶ: ବାଗେଶ୍ୱର ଧାମରେ ଘଟିଯାଇଛି ବଡ ଦୁର୍ଘଟଣା। ମଧ୍ୟପ୍ରଦେଶର ଛତରପୁରରେ ଅବସ୍ଥିତ ବାଗେଶ୍ୱର ଧାମରେ ​​ପ୍ରବଳ ବର୍ଷା ଯୋଗୁଁ ପୁଣି ଥରେ ଏକ ଦୁର୍ଘଟଣା ଘଟିଛି। ଏଠାରେ ଏକ ଘରୋଇ ଢାବାର କାନ୍ଥ ଭୁଶୁଡ଼ି…

Happy Birthday Sourav Ganguly: ସୌରଭ ଗାଙ୍ଗୁଲିଙ୍କ ଏହି 5ଟି ରେକର୍ଡ, କ୍ରିକେଟ ଜଗତର କେହି ଭାଙ୍ଗିପାରିବେ ନାହିଁ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ଯେତେବେଳେ 'ଦାଦା'ର କଥା ଉଠାଯାଏ, କେବଳ ଗୋଟିଏ ନାମ ମନେ ପଡ଼େ, ସେ ହେଉଛନ୍ତି ସୌରଭ ଗାଙ୍ଗୁଲି । ଭାରତର ପୂର୍ବତନ ଅଧିନାୟକ, ଚମତ୍କାର ବ୍ୟାଟସମ୍ୟାନ୍ ଏବଂ ନିର୍ଭୀକ ଅଧିନାୟକ ଆଜି 53…

ବ୍ୟାପିଲା ଝାଡ଼ାବାନ୍ତି, ଆଉ 8 ଆକ୍ରାନ୍ତ ଚିହ୍ନଟ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ବ୍ୟାପୁଛି ଝାଡ଼ାବାନ୍ତି। ସାନଖେମୁଣ୍ଡି ପରେ ପାତ୍ରପୁରରେ ଆଉ 8 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସମସ୍ତ ଆକ୍ରାନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।…

କାହିଁକି ବ୍ରାଏନ୍ ଲାରାଙ୍କ ରେକର୍ଡ ଭାଙ୍ଗିଲେନି ? ୱାଇଆନ୍ ମୁଲଡର କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ସମୟରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ୱାଇଆନ୍ ମୁଲଡରଙ୍କ ପାଖରେ ୱେଷ୍ଟଇଣ୍ଡିଜ୍ ମହାନ ବ୍ରାଏନ୍ ଲାରାଙ୍କ ରେକର୍ଡ ଭାଙ୍ଗିବାର ସୁବର୍ଣ୍ଣ ସୁଯୋଗ ଥିଲା, କିନ୍ତୁ…

ଆଜି ରସଗୋଲା ଦିବସ, ଅଭିମାନିନୀ ପତ୍ନୀଙ୍କ ମାନଭଞ୍ଜନ କରିବେ କାଳିଆ ଠାକୁର

ଓଡିଶା ଭାସ୍କର: ଆଜି ଓଡ଼ିଶାରେ ରସଗୋଲା ଦିବସ ଉତ୍ସାହର ସହ ପାଳନ କରାଯାଉଛି। ଏହି ଦିବସ କେବଳ ଏକ ମିଠାର ସମ୍ମାନ ନୁହେଁ, ବରଂ ଓଡ଼ିଆ ସଂସ୍କୃତି ଓ ଐତିହ୍ୟର ଏକ ଅନନ୍ୟ ପରିଚୟ। ରସଗୋଲା, ଯାହା ଓଡ଼ିଶାର ମୁକସାକ୍ଷୀ…

ଖାଲି ପେଟରେ ପାଣି ପିଇବା ଦ୍ୱାରା କ’ଣ ଲାଭ ହୁଏ ? ସକାଳୁ କେତେ ଗ୍ଲାସ ପିଇବା ଉଚିତ?

ଓଡିଶା ଭାସ୍କର: ସକାଳୁ ଉଠିବା ମାତ୍ରେ ଆମେ ପ୍ରଥମେ ଯାହା କରୁ ତାହା ଆମ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ। କଣ ଆପଣ ଜାଣନ୍ତି ଖାଲି ପେଟରେ ପାଣି ପିଇଲେ ହୋଇଥାଏ ଅନେକ ଫାଇଦା। ଆଜ୍ଞା ହଁ, ସକାଳେ ଖାଲି…