Browsing Category

ଖବର

ଖୁସିରେ ବୁଲିବାକୁ ଯାଉଥିଲେ Bali; ବୁଡ଼ିଗଲା ଜାହାଜ, 61 ଜଣ ନିଖୋଜ

ଇଣ୍ଡୋନେସିଆ: ବାଲିରେ ନୌକା ବୁଡ଼ି 61 ନିଖୋଜ । ବର୍ତ୍ତମାନ ସୁଦ୍ଧା 2 ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ତେବେ ନୌକାରେ ମୋଟ 53 ଯାତ୍ରୀଙ୍କ ସମେତ 65 ଜଣ ଥିଲେ । ଛୁଟି କାଟିବାକୁ ଲୋକ ଯାଉଥିବା ବେଳେ…

ଆଜି ଗୁରୁବାରେ 6 ରାଶିର ଖୋଲିବ ଭାଗ୍ୟ, ଏହି ରାଶି ରୁହନ୍ତୁ ସତର୍କ

ଓଡ଼ିଶା ଭାସ୍କର: ଆଜି 3 ଜୁଲାଇ 2025 ଗୁରୁବାର । ଆଜି 6 ରାଶିଙ୍କର ଖୋଲିବ ଭାଗ୍ୟ ଏଭଂ ଏହି ରାଶିମାନେ ରୁହନ୍ତୁ ସତର୍କ । ତେବେ ଚାଲନ୍ତୁ ଜାଣିବା ଆଜିର ଦିନଟି ଆପଣଙ୍କର କେମିତି କଟିବ । ମେଷ- ମନ ଶାନ୍ତି ରହିବ।…

ମୋଦୀଙ୍କୁ ଘାନାର ସର୍ବୋଚ୍ଚ ବେସାମରିକ ସମ୍ମାନ,“ଦ ଅଫିସର ଅଫ୍ ଦ ଅର୍ଡର ଅଫ୍ ଦ ଷ୍ଟାର ଅଫ୍ ଘାନା”ରେ ସମ୍ମାନିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘାନାର ସର୍ବୋଚ୍ଚ ବୋସାମନରିକ ସମ୍ମାନ । “ଦ ଅଫିସର ଅଫ୍ ଦ ଅର୍ଡର ଅଫ୍ ଦ ଷ୍ଟାର ଅଫ୍ ଘାନା” ରେ ସମ୍ମାନିତ ହେଲେ ମୋଦୀ । ପିଏମ ଦୋଦୀଙ୍କୁ ସମ୍ମାନିତ କଲେ ଘାନାର ରାଷ୍ଟ୍ରପତି…

ଆଜି ବାଲେଶ୍ବର ଗସ୍ତରେ ଯିବେ ଉପମୁଖ୍ୟମନ୍ତ୍ରୀ, ଆକାଶମାର୍ଗରୁ ଦେଖିବେ ବନ୍ୟା ସ୍ଥିତି

ବାଲେଶ୍ବର: ଆଜି ବାଲେଶ୍ବର ଗସ୍ତରେ ଯିବେ ଉପମୁଖ୍ୟମନ୍ତ୍ରୀ । ଆକାଶମାର୍ଗରୁ ବନ୍ୟା ସ୍ଥିତି ଦେଖିବେ ପ୍ରଭାତୀ ପରିଡ଼ା । ବନ୍ୟା ପରିସ୍ଥିତିର ସମୀକ୍ଷା କରିବେ ଉପମୁଖ୍ୟମନ୍ତ୍ରୀ । ଭୋଗରାଇ ଓ ବାଲିଆପାଳ…

ପୁଣି ରାଜଧାନୀରେ ଲଜ୍ଜା, ଘର ପାଖରେ ରହୁଥିବା ୨ ବର୍ଷର ଝିଅକୁ ଝୁଣି ଖାଇଗଲା ପିଶାଚ ପଡ଼ୋଶୀ

ନୂଆଦିଲ୍ଲୀ: ପୁଣି ରାଜଧାନୀରେ ଲଜ୍ଜା। ଜଣେ ୨ ବର୍ଷର ନିବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ। ଘରେ ମାଆ ନଥିବା ବେଳେ ନିରିହ ଝିଅଟିକୁ ତାଙ୍କର ଜଣେ ପଡ଼ୋଶୀ ଦୁଷ୍କର୍ମ କରିଥିବା ଥାନାରେ ମାମଲା ହୋଇଛି। ଘଟଣାଟି…

କୋଲକାତା ଗଣଦୁଷ୍କର୍ମ ମାମଲାରେ ନୂଆ ମୋଡ଼, “ଅଭିଯୁକ୍ତଙ୍କ ଦେହରେ ନଖର କ୍ଷତ ଚିହ୍ନ ନୁହଁ ବରଂ ଅଛି ଲଭ୍ ବାଇଟ୍”

କୋଲକାତା: କୋଲକାତାର ଲ' କଲେଜରେ ୨୪ ବର୍ଷୀୟା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ଏକ ନୂଆ ମୋଡ଼ ନେଇଛି। ମାମଲାରେ ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ରଙ୍କ ଓକିଲ ରାଜୁ ଗାଙ୍ଗୁଲି ଏକ ଅଜବ ଦାବି କରିଛନ୍ତି। ଓକିଲ ଦାବି…

ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଶତକ ଛୁଉଁ ଛୁଉଁ ଆଉଟ୍ ହେଲେ ଯଶସ୍ୱୀ ଜୟସ୍ୱାଲ

ନୂଆଦିଲ୍ଲୀ:  ଟିମ୍ ଇଣ୍ଡିଆକୁ ବଡ଼ ଝଟକା। ଶତକ ପାଖରୁ ପଳେଇ ଆସିଲେ ଯଶସ୍ୱୀ ଜୟସ୍ୱାଲ। ଆଉ ମାତ୍ର ୧୩ ରନର ଥିଲା ବ୍ୟବଧାନ। ହେଲେ ୮୭ ରନରେ ଆଉଟ୍ ହୋଇଗଲେ ଜୟସ୍ୱାଲ। ହେଲେ ଭାରତ ଏବଂ ଇଂଲଣ୍ଡ  ମଧ୍ୟରେ ଖେଳାଯାଉଥିବା…

ସରକାର ଦେଲେ ଖୁସି ଖବର, ପୁଣି ୫ ଲକ୍ଷ ଜମାକାରୀଙ୍କୁ ମିଳିବ ଚିଟଫଣ୍ଡ ଟଙ୍କା

ଭୁବନେଶ୍ୱର: ଆସିଲା ଖୁସି ଖବର। ମିଳିବ ଚିଟଫଣ୍ଡ ଟଙ୍କା। କ୍ଷୁଦ୍ର ଜମାକାରୀ ଫେରିପାଇବେ ଚିଟଫଣ୍ଡ ଟଙ୍କା। ଚିଟଫଣ୍ଡ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ ମିଳିବ ଟଙ୍କା। ଆସନ୍ତା ୩ରୁ ୪ ମାସ ଭିତରେ ଆଉ ୫ ଲକ୍ଷ…

ବଳଦ ସାଜିଲେ ବୃଦ୍ଧ ସ୍ୱାମୀ, ହଳ କଲେ ବୃଦ୍ଧା ସ୍ତ୍ରୀ

ମହାରାଷ୍ଟ୍ର: ଜଣେ ବୃଦ୍ଧ ଦମ୍ପତ୍ତି। ଯେଉଁ ବୟସରେ ଘରେ ବିଶ୍ରାମ କରିବା କଥା, ସେହି ବୟସରେ ସେମାନେ ବିଲରେ ହଳ କରୁଛନ୍ତି। ଆଉ ଏହି ଫଟୋ ଯିଏ ଦେଖୁଛି ତା ପାଟିରୁ ଆହା ପଦେ ବାହାରୁଛି। କାରଣ ଘଟଣାଟି ହିଁ ସେମିତି।…

ଅସୁସ୍ଥ ହେଲେ BMC ଅଫିସରେ ଆକ୍ରମଣର ଶିକାର ହୋଇଥିବା ଅତିରିକ୍ତ କମିସନର ରତ୍ନାକର ସାହୁ

ଭୁବନେଶ୍ୱର: ରତ୍ନାକର ସାହୁ ଅସୁସ୍ଥ। ଅତିରିକ୍ତ କମିସନର ରତ୍ନାକର ସାହୁ ବେହୋସ୍। BMC ଅଫିସରେ କାମ କରୁଥିବା ବେଳେ ଚେତାଶୂନ୍ୟ ହେଲେ ଅତିରିକ୍ତ କମିସନର ରତ୍ନାକର ସାହୁ। ଦୁଇ ଦିନ ତଳେ BMC ଅଫିସରେ ଅତିରିକ୍ତ…